Browsing Category

Featured

(Video) T20 ୱାଲର୍ଡ କପ ପୂର୍ବରୁ ଆଇସିସି ଜାରି କଲା ନୂଆ Anthem

ନୂଆଦିଲ୍ଲୀ: ୧ ଜୁନରୁ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ଏବଂ ଆମେରିକା ମିଳିତ ଭାବେ ଆୟୋଜିତ ଟି-୨୦ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ନୂଆ ଆନଥେମ ଜାରି କରିଛି । ଏହି ସଂଗୀତ…

(Video) ଯାହାଜ ଉପରକୁ ଆସି ମାଛ ମାଗି ଖାଇଲା ସିଲ୍ ମାଛ; ଛୋଟ ମାଛ ଦେଖି ମୁଣ୍ଡ ହଲାଇ କହିଲା ନା…

ଓଡ଼ିଶା ଭାସ୍କର: ଆଗରୁ ଆପଣ ବିଭିନ୍ନ ପଶୁ-ପକ୍ଷୀଙ୍କୁ ନେଇ ଅନେକ ମଜାଳିଆ ଭିଡିଓ ଦେଖିଥିବେ। ହେଲେ କେବେ ସିଲ୍ ମାଛକୁ ନେଇ କିଛି ମଜାଳିଆ ଭିଡିଓ ଦେଖିନଥିବେ । ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ସହ ଜଡିତ ଅନେକ ଭିଡିଓକୁ…

ସରିଲା ପ୍ରଚାର, ଦିନକ ପରେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ, ନିର୍ଦ୍ଧାରଣ ହେବ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧ଦିନ ପରେ ୩ୟ ପର୍ଯ୍ୟାୟ ମତଦାନ ହେବ । ଏହାରି ମଧ୍ୟରେ ଏଥିପାଇଁ ଗୁରୁବାର ଦିନ ପ୍ରଚାର ଶେଷ ହୋଇଛି । ଏହି ୩ଦିନ ମଧ୍ୟରେ ବିଜେପି, ବିଜେଡି ଏବଂ କଂଗ୍ରେସ ଖୁବ ଜୋରରେ ପ୍ରଚାର କରିଛନ୍ତି ।…

୧୩ ତାରିଖ ଦିନ ଅରବିନ୍ଦ କେଜ୍ରିୱାଲଙ୍କ ଡ୍ରଇଙ୍ଗ ରୁମରେ କ’ଣ ଘଟିଥିଲା? ପ୍ରଥମ ଥର ପାଇଁ ନିଜ ମୁହଁରେ ଖୁଲାସା ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ର୍ରିିୱାଲଙ୍କ ଘରେ ଆପ ସାଂସଦ ସ୍ୱାତୀ ମାଲ୍ରିିୱାଲଙ୍କୁ ଅକ୍ରମଣ ହୋଇଥିବା ମାମଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦିଲ୍ଲୀ ପୋଲିସ ଏହି ମାମଲାରେ ଯାଞ୍ଚ…

କର୍କଟ ଓ ହୃଦ୍‌ରୋଗର କାରଣ ପାଲଟିଛି ଛଣାଛଣି ପରେ ବଳିଯାଉଥିବା ତେଲର ବ୍ୟବହାର; ଆଇସିଏମ୍‌ଆର୍‌

ଓଡ଼ିଶା ଭାସ୍କର: ଛଣାଛଣି ପରେ ସାଧାରଣତଃ କଡ଼େଇରେ ଥିବା ତେଲ କେବେ ସରିନଥାଏ। ତେଣୁ ବଳକା ତେଲକୁ ସ୍ବାଭାବିକ ଭାବେ ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ସାଇତି ରଖାଯାଇଥାଏ। ମାତ୍ର ତେଲକୁ ବାରମ୍ବାର ଗରମ କରିବା…

ଜେନ-ଜେଡର ‘BORG’ ମଦ ପିଇବା ନେଇ ଚେତାବନୀ ଜାରି କଲେ ହେଲଥ ଏକ୍ସପର୍ଟ, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ସାଧାରଣତଃ କଲେଜ ଯାଉଥିବା ପିଲାଙ୍କୁ ଜେନ ଜେଡ ମଦ ବହୁତ ପସନ୍ଦ । ହେଲେ ସାବଧାନ ହୋଇଯାଆନ୍ତୁ କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ନେଇ 'BORG' ପାଇଁ ଚେତାବନୀ ଜାରି କରିଛନ୍ତି । ନେସନାଲ କ୍ୟାପିଟାଲ ପଏଜନ…

ନାରାୟଣପୁର ସୀମାରେ ବଡ଼ ଏନକାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୭ମାଓବାଦୀ

ରାୟପୁର: (ଓଡ଼ିଶା ଭାସ୍କର) ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଛତିଶଗଡ଼ର ବିଜାପୁର ଜିଲ୍ଲା ନାରାୟଣପୁର ସୀମାରେ ବଡ଼ ଧକଣର ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୭ ମାଓବାଦୀ । ଅଧିକ ମୃତାହତ…

ଖରାଦିନେ ପାୱାର କଟ୍ ପାଇଁ କେଉଁ ଇନଭର୍ଟର ଲଗାଇବେ, ଜାଣନ୍ତୁ ନର୍ମାଲ ନା ସୋଲାର ଇନଭେର୍ଟର ଭଲ

ନୂଆଦିଲ୍ଲୀ: ଗରମରେ ପାୱାର କଟର ଆସୁବିଧା ଅଧିକ ସହିବାକୁ ପଡିଥାଏ । ଖାସକରି ଉତ୍ତର ଭାରତରେ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ସମୟରେ ଭୀଷଣ ଗରମ ହୋଇଥାଏ । ଏହି ସମୟରେ ଲୋକମାନେ ଅଧିକ ସମୟ କୁଲର, ପଙ୍ଖା ଏବଂ ଏସିରେ…

ଏହି ସମୟରେ ଟଙ୍କା ପଇସା କାରବାର କରିବା ଶୁଭ ନୁହେଁ, ଲାଭ ବଦଳରେ ହେବ କ୍ଷତି

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ପଇସା କାରବାର ସମୟକୁ ନେଇ ବହୁ ଜରୁରୀ କଥା କୁହାଯାଇଛି । ବହୁ ଲୋକ ବାସ୍ତୁ ଶାସ୍ତ୍ରର ଏହି କଥା ବିଷୟରେ ଜାଣି ନ ଥାନ୍ତି ଯେଉଁ କାରଣରୁ ସେମାନଙ୍କୁ କ୍ଷତିର ସାମ୍ନା କରିବାକୁ…

(Video) ଭୁବନେଶ୍ୱରକୁ ମାଡ଼ି ଆସିଲେ ମାଳ ମାଳ ଯବାନ; ଯୁଦ୍ଧର ପୂର୍ବ ପ୍ରସ୍ତୁତି ଭଳି ଦେଖାଗଲା ଚିତ୍ର…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭୁବନେଶ୍ୱରକୁ ମାଡ଼ି ଆସିଲେ ମାଳ ମାଳ ଯବାନ। ଯେମିତି ଯୁଦ୍ଧ ସମୟରେ ଯବାନ ମାନେ ବନ୍ଧୁକ ଧରି ଧାଡ଼ି ବାନ୍ଧି ଚାଲନ୍ତି । ଠିକ ସେମିତି ଏହି ଦୃଶ୍ୟ ଦେଖା ଯାଉଛି । ସବୁ ଯବାନ ମାନଙ୍କ…