Browsing Category

Featured

ପୁଣି ଓଡ଼ିଶାକୁ ମିଳିବ ୩୭୪ କୋଟି: ଫ୍ଲାଏଓଭର ପାଇଁ ଅର୍ଥ ମଞ୍ଜୁର କଲେ କେନ୍ଦ୍ର ସରକାର

ଓଡ଼ିଶା ଭାସ୍କର: ସମ୍ବଲପୁର ଏନଏଚ ପ୍ରକଳ୍ପ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁର। ତେବେ ଏନଏଚ- ୫୩ରେ ୩୭୪ କୋଟି ବ୍ୟୟରେ ୬ ଲେନ ଫ୍ଲାଏଓଭର ନିର୍ମାଣ କରାଯିବ। ଏହା ସହ ୨ ଲେନ ବିଶିଷ୍ଟ ରୋଡ଼ ମଧ୍ୟ ନିର୍ମାଣ କରାଯିବ।…

ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ପ୍ରଦାନ କଲା SBI: ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ପ୍ରଦାନ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) । ଏହି ତଥ୍ୟ ପ୍ରଦାନ ପାଇଁ ଷ୍ଟେଟ ବ୍ୟାଙ୍କ ତରଫରୁ ଆଡଭୋକେଟ ହରିଶ…

ସେବାୟତଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏଣିକି ସେବାୟତଙ୍କୁ ମିଳିବ….

ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ସେବାୟତଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ସେବାୟତଙ୍କୁ ୨ ଲକ୍ଷ ଲେଖାଏଁ ସ୍ୱାସ୍ଥ୍ୟବୀମା…

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା; ୭୨୦୦ଟୁଙ୍ଗି ପାଇବେ ସହାୟତା

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା । ରାଜ୍ୟରେ ଥିବା ୭୨୦୦ ଭାଗବତ ଟୁଙ୍ଗି ପାଇବେ ସହାୟତା । ସହାୟତା ଘୋଷଣା କଲେ ରାଜ୍ୟ ସରକାର । ହିନ୍ଦୁ ଧର୍ମର ଅଷ୍ଟାଦଶ…

ରାଜ୍ୟରେ ଲାଗୁ ହେବ ନାହିଁ CAA, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁ: ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ (CAA)। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (CAA)କୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ନେଇ ଦେଶସାରା ବିବାଦ ଦେଖାଦେଇଛି। ଆଉ…

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪୩ ଜଣ…

ପୁରୀ; ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଡ୍ରୋନ୍‌, ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ଜାଲରେ ଲାଗିଲା

ପୁରୀ : (ଓଡ଼ିଶା ଭାସ୍କର) ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ଡ୍ରୋନ୍‌ । ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ଜାଲରେ ଲାଗିଲା । ଡ୍ରୋନ୍‌ଟିକୁ ସମୁଦ୍ର ଭିତରୁ ପେଣ୍ଠକଣ୍ଟାକୁ ଆଣିଛନ୍ତି ମତ୍ସ୍ୟଜୀବୀ ।…

PGT ପଦ ପାଇଁ ନିଆଗଲା ୩ଟି ବଡ଼ ନିଷ୍ପତ୍ତି: ଆବେଦନ ପୂର୍ବରୁ OPSC ୱେବସାଇଟ୍ ଚେକ୍ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୩୭୫ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ଗତ ଜାନୁଆରୀ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ୨ ଶେଷ ତାରିଖ ରହିଥିଲା । ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଓ…

କାହିଁକି ଇସ୍ତଫା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ? ଖଟ୍ଟରଙ୍କ ବଦଳରେ ସୈନୀଙ୍କୁ କାହିଁକି ସୁଯୋଗ ମିଳିଲା, ଏହା ପଛରେ ଥାଇପାରେ ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟରଙ୍କ ଅଚାନକ ଇସ୍ତଫାକୁ ନେଇ ଏବେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ସୃଷ୍ଟି ହୋଇଛି । ନାୟବ ସିଂହ ସୈନ୍ୟ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ହରିୟାଣା ପାଇଲା ନୂଆ ମୁଖ୍ୟମନ୍ତ୍ରୀ: ଶପଥ ନେଲେ ନାୟବ ସିଂ ସୈନୀ

ଚଣ୍ଡିଗଡ଼: ହରିୟାଣା ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ । ଏହି ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ…