Browsing Category

Featured

PNB କରିବାକୁ ଯାଉଛି ଏକ ବଡ ପରିବର୍ତ୍ତନ; ବନ୍ଦ ହୋଇଯିବ ଏମ୍‌ପାସବୁକ୍‌, ଏବେ ଏହିସେବା କିପରି ପାଇବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ପିଏନ୍‌ବି ଆକାଉଣ୍ଟ ହୋଲ୍ଡରଙ୍କ ଲାଗି ଜରୁରୀ ଖବର । ପିଏନବି ଏମ୍‌ପାସବୁକ୍ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏବେ ସମସ୍ତ ୟୁଜର୍ସଙ୍କୁ ପାସବୁକ୍ ବିବରଣୀ ଚେକ୍ କରିବା ଲାଗି ପିଏନବି ୱାନ୍ ଆପ୍‌ର…

ମୋବାଇଲ ସ୍କ୍ରିନରେ ଅଧିକ ସମୟ ବିତାଇବା ଦ୍ଵାରା ଛୋଟ ଛୁଆଙ୍କଠାରେ ବଢୁଛି ହୃଦୟ ରୋଗର ଆଶଙ୍କା: ରିପୋର୍ଟ

ଆଜିକାଲିର ଆଧୁନିକ ଜୀବନଶୈଳୀ ସହ ବଦଳୁଛି ଲୋକଙ୍କ ରୁଚି । ତେବେ ଏଥିରୁ ବାଦ ପଡୁନାହାନ୍ତି ଛୋଟ ଛୁଆ । ବର୍ତ୍ତମାନ ଏଭଳି ସମୟ ହୋଇଯାଇଛି ଯେ, ଫୋନ୍‌ ଟ୍ୟାବ ଏବଂ ଟିଭି ବିନା ଛୁଆ ଖାଦ୍ୟ ମଧ୍ୟ ଖାଉ ନାହାନ୍ତି ।…

CRPF କ୍ୟାମ୍ପରେ ଅଘଟଣ : ନିଜକୁ ନିଜେ ଗୁଳି କଲେ ଯବାନ

ନୂଆପଡ଼ା : ବୋଡେନ ଥାନା ଅର୍ନ୍ତଗତ ଖଡୁପାଣି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖଡୁପାଣି ସ୍ଥିତ CRPF କ୍ୟାମ୍ପରେ ଏକ ଅଘଟଣ ଘଟିଛି । ସେ ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ମୃତ…

ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ, ସ୍ୱାମୀଙ୍କ ମୃତ୍ୟୁ ପରେ ବାପ ଘରେ ରହି ଆସୁଥିଲେ

ଭୁବନେଶ୍ୱର: କୁହାଯାଏ ଝିଅ ବାପାର ସବୁଠାରୁ ଗେହ୍ଲା ହୋଇଥାଏ । କିନ୍ତୁ ଆଜି ମୟୁରଭଞ୍ଜରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବାପା ଝିଅର ଏହି ଅନ୍ତରଙ୍ଗ ସଂପର୍କ ଉପରେ ରକ୍ତଛିଟାର ଦାଗ ଲଗାଇ ଦେଇଛି । ମୟୂରଭଞ୍ଜର…

ନଭେମ୍ବର ପହିଲାରୁ ରାଉରକେଲା-କୋଲକାତା ବିମାନସେବା ଆରମ୍ଭ : ଆଲାଏନ୍ସ ଏୟାର ପକ୍ଷରୁ ମିଳିଲା ସୂଚନା

ରାଉରକେଲା : ନଭେମ୍ବର ପହିଲାରୁ ଷ୍ଟିଲ ସିଟିରୁ ଭୁବନେଶ୍ୱର ଦେଇ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ । ପୂର୍ବରୁ ଚଳାଚଳ ହେଉଥିବା ରାଉଲକେଲାରୁ ଭୁବନେଶ୍ୱର ବିମାନକୁ ଏବେ କୋଲକାତା ସହ ସଂଯୋଗ କରାଯାଇଛି । ଏନେଇ ଆଲାଏନ୍ସ…

ଅଚାନକ ବିସିସିଆଇ ନେଲା ବଡ ନିଷ୍ପତ୍ତି, ଏହି ଖେଳାଳୀଙ୍କ ଉପରେ ଲଗାଇଲା ୨ ବର୍ଷ ବ୍ୟାନ୍

ନୂଆଦିଲ୍ଲୀ:  ଟିମ୍ ଇଣ୍ଡିଆ ୱାନ ଡେ’ ୱାର୍ଲ୍ଡ କପ୍ ୨୦୨୩ରେ ବେଶ୍ ଭଲ ପ୍ରଦର୍ଶନ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏ ପର୍ଯ୍ୟନ୍ତ ହୋଇଥିବା ମ୍ୟାଚ୍‌ରେ ବିଜୟ ହିଁ ହାସଲ କରି ଆସିଛି । ଏହାରି ମଧ୍ୟରେ ଭାରତୀୟ…

ଶସ୍ତା ହେବ ପିଆଜ ଦର! ସରକାର ରପ୍ତାନି ଶୁଳ୍କ ସମେତ ନେଲେ ଅନେକ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ପୁଣି ଚିନ୍ତା ବଢିଗଲାଣି । ଗତକିଛି ସପ୍ତାହ ମଧ୍ୟରେ ପିଆଜର ଦର ଦୁଇଗୁଣ ବୃଦ୍ଧି ପାଇଛି । ଦିଲ୍ଲୀ ଏନସିଆର ସମେତ ଅନେକ ସ୍ଥାନରେ ପିଆଜର ମୂଲ୍ୟ ୮୦ କିଲୋଗ୍ରାମ ହୋଇଛି ।…

କନଭେନସନ୍ ସେଣ୍ଟରରେ ପ୍ରାର୍ଥନା ଚାଲିଥିବା ବେଳେ ବିସ୍ଫୋରଣ; ୧ ମୃତ, ୨୫ ଗୁରୁତର

କୋଚି: କେରଳର କୋଚିରେ ଏକ କନଭେନସନ୍ ସେଣ୍ଟରରେ ବମ୍ ବ୍ଲାଷ୍ଟ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମିଳିଥିବା ସୂଚନା ଅନୁସାରେ ଏହି…

ମନ କି ବାତ୍ ଜରିଆରେ ‘ଭୋକାଲ ଫର୍ ଲୋକାଲ’ ସ୍ୱପ୍ନକୁ ମିଳିମିଶି ପୁରଣ କରିବାକୁ ଦେଶବାସୀଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ରେଡିଓ ପ୍ରୋଗ୍ରାମ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ମନ କି ବାତ୍ କାର୍ଯ୍ୟକ୍ରମର ୧୦୬ ଏପିସୋଡ୍ ।…

ଘରେ ବାସ୍ତୁଦୋଷ ଥିଲେ ସବୁବେଳେ ଲାଗିରହେ କଳହ: ଜାଣନ୍ତୁ କିପରି ଏଥିରୁ ମୁକୁଳିବେ ?

ଘରେ ବାସ୍ତୁଦୋଷ ଥିଲେ କଳହ ଲାଗି ରହେ ବୋଲି ବାସ୍ତୁଶାସ୍ତ୍ର କହୁଛି । ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଏ, ରୋଗବ୍ୟାଧି ଲାଗି ରହେ ଇତ୍ୟାଦି। ତେଣୁ କ’ଣ କଲେ ଏସବୁରୁ…