Browsing Category
Featured
ଖାଲି ପେଟରେ ରମ୍ ପିଇଲେ ହୋଇପାରେ ଏହି ସମସ୍ୟା: ଜାଣନ୍ତୁ କେମିତି ଓ କେତେ ମାତ୍ରାରେ ପିଇବେ ରମ୍
ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । କିନ୍ତ ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ରାମବାଣ ସାଜିଥାଏ ରମ୍(Rum) । ବିଶେଷ କରି ପାହାଡ଼ୀ ବା ବରଫ ଅଞ୍ଚଳରେ ଏହାର ପ୍ରଚଳନ ଅଧିକ । ରିପୋର୍ଟ ଅନୁଯାୟୀ ‘ରମ୍’ ଆଖୁ…
ଏବେ ପ୍ଲାଟିନମ ଅଳଙ୍କାର ଲୋକଙ୍କର ପ୍ରଥମ ପସନ୍ଦ, ଜାଣନ୍ତୁ ସୁନାକୁ କାହିଁକି ପସନ୍ଦ କରୁନାହାନ୍ତି ଗ୍ରାହକ
ନୂଆଦିଲ୍ଲୀ: ଏକ ବିବାହ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ, ଲୋକମାନେ ସେମାନଙ୍କର ସ୍ୱତନ୍ତ୍ର ଲୋକଙ୍କୁ ସୁନାରେ ନିର୍ମିତ ଅଳଙ୍କାର ଉପହାର ଦିଅନ୍ତି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ସୁନାର ଚମକ କମିବାରେ…
ୟୁଏଇରେ କପ୍ ୨୮ ସମ୍ମିଳନୀ, ଭାରତ କରିବ ସମସ୍ତ ବିକାଶଶୀଳ ଦେଶର ପ୍ରତିନିଧିତ୍ୱ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ହେଉଥିବା କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଲାଗି ୟୁଏଇ ଗସ୍ତ କରୁଛନ୍ତି । କପ୍ ୨୮ ସମ୍ମିଳନୀର ଆୟୋଜନ ୨୮ ନଭେମ୍ବରରୁ ୧୨ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ…
ଓଡିଶାକୁ ଗର୍ବିତ କରାଇଲେ ଓଡ଼ିଆ ଝିଅ: ଦେଶର ପ୍ରଥମ ମହିଳା ADC ହେଲେ ମନୀଷା ପାଢ଼ୀ
ଓଡିଶା ଭାସ୍କର: ଆଜି ଭାରତ ବର୍ଷ କାହିଁକି ବିଶ୍ୱରେ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆରବିଆଇ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତିଙ୍କ ପର୍ୟ୍ୟନ୍ତ ଓଡ଼ିଆ ଆଜି ବହୁ ଆଗରେ ରହିଛନ୍ତି। ତେବେ…
ଦୁନିଆରେ ଏମିତି ବି ମଣିଷ ଅଛନ୍ତି? ୫୦ ବର୍ଷ ହେଲା କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ ପିଇ ବଞ୍ଚିଛନ୍ତି ଜଣେ ମହିଳା
ନୂଆଦିଲ୍ଲୀ: ମଣିଷ ବଞ୍ଚିବା ପାଇଁ ପ୍ରତ୍ୟେକ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ସାଧାରଣ ଭାବେ ଗୋଟିଏ ଦିନ ନ ଖାଇଲେ ଆମକୁ ହାଲିଆ ଲାଗେ ଓ କାମ କରିବାକୁ ବଳ ପାଏନି । ତେବେ ଜଣେ ମହିଳା କୌଣସି ଖାଦ୍ୟ ସେବନ ନକରି କେବଳ…
ଲମ୍ବା ଓ ସୁନ୍ଦର କେଶ ରଖି ଗିନିଜ୍ ୱାର୍ଲ୍ଡ ରେକର୍ଡ, କେଶର ଲମ୍ବ ୭ ଫୁଟ ୯ ଇଞ୍ଚ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସ୍ମିତା ଶ୍ରୀବାସ୍ତବ ନିଜର ଲମ୍ବା କେଶ ଲାଗି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ସ୍ମିତା ୧୪ ବର୍ଷରୁ କେଶ କାଟିବା ବନ୍ଦ କରିଦେଇଥିଲେ । ଏବେ ତାଙ୍କ କେଶ ବଢି ବଢି ୭ ଫୁଟ ୯…
ନିଖିଲ ଗୁପ୍ତାଙ୍କ ପାଇଁ ଭାରତ-ଆମେରିକା ସମ୍ପର୍କରେ ପଡ଼ିବ ଫାଟ!
ୱାସିଂଟନ: ଆମେରିକାରେ ଖାଲିସ୍ତାନୀ ଆତଙ୍କବାଦୀ "ଗୁରପତୱନ୍ତ ସିଂ ପନ୍ନୁ"ଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏହି ମାମଲାରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ସମ୍ପୃକ୍ତି ଥିବା…
ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ୨୫ ହଜାରକୁ ବୃଦ୍ଧି ପାଇଲା ଦେଶର ଜନ ଔଷଧି କେନ୍ଦ୍ର ସଂଖ୍ୟା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ବଡ଼ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ମହିଳା…
BIG BREAKING: ବଡ଼ ଧରଣର ଦୁର୍ଘଟଣା, ୧୭ ଜଣ ଆହତ
ଓଡିଶା ଭାସ୍କର: ଘାଟିରେ ଭ୍ୟାନ ଓଲଟିବାରୁ ୧୭ ଜଣ ଆହତ। ଏଭଳି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ନେଇ ସୂଚନା ଆସି ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଭ୍ୟାନଟି ଏକ ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ଫେରୁଥିବା…
ରସାୟନ କାରଖାନାରେ ଅଗ୍ନିକାଣ୍ଡ ଘଟଣା, ୭ ନିଖୋଜ କର୍ମଚାରୀଙ୍କ ମିଳିଲା କଙ୍କାଳ
ସୁରଟ: ଗୁଜରାଟ ସୁରଟ ସହରରେ ବୁଧବାର ବିଳମ୍ବିତ ରାତ୍ରୀରେ ଏକ କେମିକାଲ ଫ୍ୟାକ୍ଟ୍ରୀରେ ଥିବା ଟ୍ୟାଙ୍କରେ ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ପରେ ସନ୍ଧାନ ମିଳୁ ନ ଥିବା ୭ ଜଣ କର୍ମଚାରୀଙ୍କର…