Browsing Category

Featured

ସୋୟାବିନ୍ ଚାଷରେ କେମିକାଲ ବ୍ୟବହାର ଯୋଗୁଁ ପିଲାଙ୍କୁ ହେଉଛି କ୍ୟାନ୍ସର : ଅଧ୍ୟୟନରୁ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ସୋୟା ଚାଷରେ ବ୍ୟବହୃତ କୀଟନାଶକ ପିଲାମାନଙ୍କ କର୍କଟ ବା କ୍ୟାନ୍ସର ପାଇଁ ଦାୟୀ । ବ୍ରାଜିଲରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ପିଏନଏସ ନାମକ ଏକ ଅନୁସନ୍ଧାନ…

ଶସ୍ତା ସୁଧରେ ୧୦ ଲକ୍ଷ ଟଙ୍କାର ଲୋନ୍ ଦେଉଛନ୍ତି ମୋଦୀ ସରକାର: ପାର୍ବଣ ଋତୁରେ ଏପରି ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ଯଦି ଆପଣ ଏହି ପାର୍ବଣ ଋତୁରେ ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି କିନ୍ତୁ ଆପଣଙ୍କ ପାଖରେ ଟଙ୍କାର ଅଭାବ ରହିଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ତେବେ ଗତ ୯ ବର୍ଷ ମଧ୍ୟରେ…

ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ

ଭଣ୍ଡାରିପୋଖରୀ: ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ । ମିଳିଥିବା ସୂଚନା ଅନୁଯାୟୀ, ମୃତ…

ଆଜିଠାରୁ ଭୁବନେଶ୍ୱର-ଜୟପୁରକୁ ଦ୍ୱିତୀୟ ବିମାନ ଚଳାଚଳ ଆରମ୍ଭ

ଓଡିଶା ଭାସ୍କର; ଆଜିଠାରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ଗତ ବର୍ଷ ଭୁବନେଶ୍ୱର-ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଯାହାକୁ…

ଘର ଭିତରେ ପୋଡ଼ିହୋଇ ଦମ୍ପତ୍ତି ଗୁରୁତର: ଅନୁସନ୍ଧାନ ଜାରି

ଓଡ଼ିଶା ଭାସ୍କର: ଘର ଭିତରେ ପୋଡ଼ିହୋଇ ଦମ୍ପତ୍ତି ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ । ତେବେ ଉଭୟଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ଥିବା…

ହାଡକୁ ସୁସ୍ଥ ରଖିବା ସହ କର୍କଟ ରୋଗରୁ ରକ୍ଷା କରେ ଅଙ୍ଗୁର

ଅଙ୍ଗୁର ରସରେ ଭରି ରହିଛି ଅନେକ ସ୍ୱାସ୍ଥ୍ୟକର ତତ୍ତ୍ୱ । ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ । ଅଙ୍ଗୁର କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ । ଲୋକମାନେ ଅଙ୍ଗୁର ଖାଇବାକୁ ପସନ୍ଦ…

ଭୁବନେଶ୍ୱରରେ ପୁଣି ସାଇବର ଠକେଇ: ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାଇବର ଠକେଇ । ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ଯୁବକଙ୍କୁ ପଡ଼ିଛି ମହଙ୍ଗା । ଯୁବକଙ୍କୁ ଫସାଇ ୧ ଲକ୍ଷ ୩୫ ହଜାର ଲୁଟି ନେଇଛନ୍ତି ସାଇବର ଠକ । ସାଇବର ଠକାମିର ଶିକାର ହୋଇ…

+୩ ରେ ସାମିଲ ହେବ ନୂଆ ପାଠ୍ୟକ୍ରମ ‘ଫ୍ୟୁଚର ସ୍କିଲ୍‍ ପ୍ରାଇମ୍‍’

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ତିନିପାଇଁ ‘ଫ୍ୟୁଚର ସ୍କିଲ୍‍ ପ୍ରାଇମ୍‍’ ନୂଆ ପାଠ୍ୟକ୍ରମ ସାମିଲ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଓ ନାସ୍‍କମ୍‍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରଥମେ ପାଇଲଟ୍‍ କାର୍ଯ୍ୟକ୍ରମ…

ପୁଣି ଏକ ଅଘଟଣ; ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣରେ ବିଏସଏଫ ଯବାନ ସହିଦ

ଓଡିଶା ଭାସ୍କର; ଛତିଶଗଡ଼ ଦାନ୍ତେୱାଡାରେ ଅଘଟଣ । ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣରେ ବିଏସଏଫ ଯବାନ ସହିଦ । ଅଚାନକ ଯବାନଙ୍କ ହ୍ୟାଣ୍ଡ ଗ୍ରେନେଡ଼ରେ ବିସ୍ଫୋରଣ ହେବାରୁ ଏଭଳି ଏକ ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି ।…

ସକାଳୁ ସକାଳୁ ଦୁଖଦଃ ଖବର; ଭାରସାମ୍ୟ ହରାଇ ପୋଲରୁ ଖସିଲା ବସ୍

ଓଡିଶା ଭାସ୍କର; ସକାଳୁ ସକାଳୁ ଏକ ଦୁଖଦଃ ଖବର ଆସି ପହଞ୍ଚିଛି । ରାଜସ୍ଥାନ ଦଉସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଏକାଧିକ…