Browsing Category

Featured

T20 WC-2022 ମ୍ୟାଚ୍ ଜିତିବା ପରେ ବି ସଂକଟରେ ଅଷ୍ଟ୍ରେଲିଆ: ସେମି ଫାଇନାଲ ପାଇଁ ଦଳ କରୁଛି ସଂଘର୍ଷ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ମିଳିସାରିଛି ଗ୍ରୁପ-୧ର ପ୍ରଥମ ସେମି ଫାଇନାଲିଷ୍ଟ । ଏବେ ଦ୍ୱିତୀୟ ଦଳକୁ ଅପେକ୍ଷା ରହିଛି । ତେବେ ଏଥିପାଇଁ ଅଷ୍ଟ୍ରେଲିଆ ବଡ ଦାବିଦାର ରହିଥିବା ବେଳେ ଦଳକୁ ଏବେ ସଂଘର୍ଷ କରିବାକୁ…

ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର, ଏଣିକି ଏତିକି ମିଳିବ ଦରମା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସରକାର ଯେତିକି ସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ସରକାରୀ ଚାକିରିଆଙ୍କ ଉପରେ ମଧ୍ୟ ସେତିକି କୃପା ବୃଷ୍ଟି କରୁଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାର…

କାହିଁକି ବ୍ଲୁ ଟିକ୍ ପାଇଁ ଟଙ୍କା ନେବାକୁ ଜିଦ ଧରିଲେ ଏଲନ ମସ୍କ? ଜାଣନ୍ତୁ ମାସକୁ କେତେ ହେବ ରୋଜଗାର…

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଏବେ ୟୁଜରମାନଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଆକାଉଣ୍ଟରେ ବ୍ଲୁ ଟିକ୍ ହାସଲ କରିବା ପାଇଁ ହେଲେ ମାସିକ ୮ ଡଲାର (୬୬୦ ଟଙ୍କା) ଦେବାକୁ ହେବ ବୋଲି କହିଛନ୍ତି ଏଲନ ମସ୍କ ।…

MCD ନିର୍ବାଚନ ପାଇଁ ବାଜିଲା ବିଗୁଲ୍: ଡିସେମ୍ବରେ ୪ରେ ଭୋଟିଂ, ୭ରେ ରେଜଲ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଡିସେମ୍ବର ମାସ ୪ ତାରିଖରେ ଭୋଟ ହେବ ଓ ୭ ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ । ଏମସିଡିରେ ମୋଟ…

OSSC ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ୧୨୨୫ଟି ପଦବୀ ପାଇଁ ବାହାରିଲା ବିଜ୍ଞାପନ

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଏଣିକି ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ ସ୍ତରର ପଦବୀ ପୂରଣ ପାଇଁ ଗୋଟିଏ ପରୀକ୍ଷା…

Video: ଅହଙ୍କାରୀ ମଣିଷର ନିଷ୍ଠୁର କାର୍ଯ୍ୟ, କାର୍‌କୁ ଛୁଇଁ ଦେବାରୁ ନାବାଳକର ଛାତିକୁ ମାରିଲେ ଗୋଇଠା

କେରଳ: ଶିକ୍ଷିତ ମଣିଷର ଅଶିକ୍ଷିତ ବ୍ୟବହାର। ଟଙ୍କା ବଳରେ ସାଧାରଣ ମଣିଷ ଅହଙ୍କାର ତଥା ମିଥ୍ୟା ବଡ଼ିମା ଦେଖାଇଥାଏ। ମଣିଷ ନିଜର ଅହଙ୍କାରରେ ଏପରି ଅନ୍ଧ ହୋଇଯାଏ ଯେ, ଦୟା, କ୍ଷମା ସବୁକିଛି ଭୁଲିଯାଏ। ଏଭଳି ଏକ…

ଫିଫା ବିଶ୍ୱକପ ପୂର୍ବରୁ ଜର୍ମାନୀକୁ ଲାଗିଲା ଝଟକା: ଦଳରୁ ବାଦ ପଡିଲେ ଷ୍ଟାର ଷ୍ଟ୍ରାଇକର

ବର୍ଲିନ: ଆସନ୍ତା ଫିଫା ବିଶ୍ୱକପ-୨୦୨୨ ପୂର୍ବରୁ ଜର୍ମାନୀକୁ ଏକ ଶକ୍ତ ଝଟକା ଲାଗିଛି । କତାରରେ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଦଳରୁ ବାଦ ପଡିଛନ୍ତି ଆର.ବି ଲିପଜିଗ ଷ୍ଟ୍ରାଇକର ଟିମୋ ୱେର୍ଣ୍ଣର । ତେବେ କେବଳ ଏହି…

ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା: ୧୧ରୁ ପ୍ରାକ୍ଟିକାଲ, ବୋର୍ଡ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଆସନ୍ତା ୨୩ ତାରିଖଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ । ୨୩ରୁ ୩୦ ତାରିଖ…

କୋଲେଷ୍ଟ୍ରଲର ସଂକେତ ଦେଇଥାଏ ଏହି ୪ ଟି ଲକ୍ଷଣ; ସମୟ ଥାଉ ଥାଉ ହୋଇଯାଆନ୍ତୁ ସତର୍କ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ କାରଣରୁ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯେଉଁ କାରଣରୁ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ତେବେ ଏହି ସମସ୍ୟା ମଧ୍ୟରୁ ଗୋଟିଏ…

ଗୁଜରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ‘AAP’: କେଜ୍ରିୱାଲ କହିଲେ- ୭୩ % ଲୋକଙ୍କର ପସନ୍ଦ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ଆଜି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି ବା ‘ଆପ୍’ । ଇସୁଦାନ ଗଢୱୀ…