
Browsing Category
Featured
India vs Hong Kong: ଆଜି ଭାରତ-ହଂକଂ ମୁକାବିଲା, ଏହି ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତ !
ନୂଆଦିଲ୍ଲୀ: ଏସିଆ କପରେ ଭାରତ ଆଜି ନିଜର ଦ୍ୱିତୀୟ ମୁକାବିଲାରେ ହଂକଂକୁ ଭେଟିବ । ହଂକଂର ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ପ୍ରଥମ ମୁକାବିଲା । ହଂକଂକୁ ହରାଇ ଟୁର୍ଣ୍ଣାମେଣ୍ଟର ସୁପର ୪ରେ ପ୍ରବେଶ କରିବା ଲକ୍ଷ୍ୟ ନେଇ…
ଗଣେଶ ଚତୁର୍ଥୀରେ କାହିଁକି କୁହାଯାଏ ଗଣପତି ବାପ୍ପା ମୋରିୟା:ଜାଣନ୍ତୁ ଏହା ପଛର ରହସ୍ୟ
ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ସାରା ଦେଶ ଖୁବ୍ ଧୁମଧାମରେ ବପ୍ପାଙ୍କ ସ୍ୱାଗତ କରୁଛି । ତେବେ ଗଣପତିଙ୍କ ସ୍ଥାପନା ସମୟରେ ସମସ୍ତଙ୍କ କଣ୍ଠରୁ ଗୋଟିଏ ହିଁ ସ୍ୱର ଶୁଭେ ଗଣପତି ବପ୍ପା ମୋରିୟା । କିନ୍ତୁ ପ୍ରାୟ…
ପ୍ରଶାସନିକ ସେବାକୁ ପୁଣି ଥରେ ଫେରିଲେ ଶାହ ଫୈସଲ, ଏହି ମନ୍ତ୍ରଣାଳୟରେ ମିଳିଲା ନିଯୁକ୍ତି
ନୂଆଦିଲ୍ଲୀ: ଟପ୍ପର ରହିଥିବା ଦେଶର ଚର୍ଚ୍ଚିତ ଭାରତୀୟ ପ୍ରଶାସନିକ ଅଧିକାରୀ ଶାହ ଫୈସଲଙ୍କୁ ଶେଷରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରଣାଳୟରେ ଉପ ସଚିବ ଭାବେ ନିଯୁକ୍ତ କରାଯାଇଛି । ଜାମ୍ମୁ-କାଶ୍ମୀର…
ଏହି ମାଧ୍ୟମରେ ୨ ଲକ୍ଷ ଟଙ୍କାରୁ ଆରମ୍ଭ କଲେ ବ୍ୟବସାୟ ;ବର୍ତ୍ତମାନ ୭୫ କୋଟି ଟଙ୍କାର ମାଲିକ, ଜାଣନ୍ତୁ ୩ସାଙ୍ଗଙ୍କ ସଂଘର୍ଷର କାହାଣୀ
ନୂଆଦିଲ୍ଲୀ :ଭାରତରେ ଷ୍ଟାର୍ଟ ଅଫ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଅନେକ ଯୁବ ଉଦ୍ୟୋଗି ସାମିଲ ହୋଇ ସଫଳତା ପଇଛନ୍ତି । ସେମାନଙ୍କ ମଧ୍ୟରୁ ଏପରି କିଛି ସଫଳ ଉଦ୍ୟୋଗି ଅଛନ୍ତି ଯେଉଁମାନେ ସାମାନ୍ୟ କିଛି ଟଙ୍କାର ସେମାନଙ୍କ…
SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି Whatsappରେ ପାଇବେ ବ୍ୟାଙ୍କର ସୁବିଧା
ଭାରତୀୟ ଷ୍ଟେଟ ବ୍ୟାଙ୍କର ସମସ୍ତ ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଏଣିକି ଡିଜିଟାଲ ମାଧ୍ୟମରେ ବ୍ୟାଙ୍କର ସମସ୍ତ ସୁବିଧା ଆପଣଙ୍କ ହାତମୁଠାରେ ମିଳିପାରିବ । ଆଉ ବ୍ୟାଙ୍କରେ ଲାଇନ ଲଗାଇ ଠିଆ ହେବାର ଆବଶ୍ୟକତା ପଡିବ…
‘କୁଆଡେ ଯାଇ ମର’ କହିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ: ହାଇକୋର୍ଟ
ନୂଆଦିଲ୍ଲୀ: ସ୍ୱାମୀଙ୍କ ଚାପୁଡ଼ା ମାରିବା ପରେ ‘କୁଆଡେ ଯାଇ ମର’ କହିଥିବା ପତ୍ନୀଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ,…
ସମସ୍ତ ଶୁଭକାର୍ଯ୍ୟରେ ସର୍ବ ପ୍ରଥମେ ସିଦ୍ଧିବିନାୟକଙ୍କୁ କାହିଁକି କରାଯାଏ ଆବାହନ; ଜାଣନ୍ତୁ ଏହା ପଛର ପୌରାଣିକ କାହାଣୀ
ପରମ୍ପରା ଅନୁଯାୟୀ ଭଗବାନ ଗଣେଶଙ୍କ ପୂଜା ଘର କିମ୍ବା ବ୍ୟବସାୟ ସ୍ଥାନରେ କୌଣସି ପୂଜା ଆରମ୍ଭ କରିବା ପୂର୍ବରୁ କରାଯାଏ। ଜପ ଗାନ କରି ଭଗବାନ ଗଣେଶଙ୍କ ବିଷୟରେ ଚିନ୍ତା କରି ଆମେ ପ୍ରତ୍ୟେକ ଭଲ ଜିନିଷର ଆରମ୍ଭରେ ତାଙ୍କୁ…
ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ ବାଂଲାଦେଶ କିମ୍ବା ଶ୍ରୀଲଙ୍କା, ସେପ୍ଟେମ୍ବର ୨ରେ ସ୍ପଷ୍ଟ ହେବ ସୁପର ୪ର ଚିତ୍ର
ନୂଆଦିଲ୍ଲୀ: ଏସିଆ କପ ୨୦୨୨ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ସେପ୍ଟେମ୍ବର ୨ରେ ସମାପ୍ତ ହେଉଛି । ସେହି ଦିନ ହିଁ ଜଣା ପଡିବ ଯେ କେଉଁ ଚାରୋଟି ଦଳ ସୁପର ୪ରେ ପ୍ରବେଶ କରିବେ ଏବଂ କେଉଁ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ ।…
ଏକା ସାଙ୍ଗରେ ୨୨ଟି ଜାଗାରେ ରେଡ କରୁଛି ଇନକମ୍ ଟାକ୍ସ: ଟାର୍ଗେଟରେ ଲାଞ୍ଚୁଆ ଅଫିସର
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ମାରାଥନ ରେଡ୍ କରୁଛି ଇନକମ୍ ଟାକ୍ସ । ଭ୍ରଷ୍ଟାଚାରୀ ଓ ଲାଞ୍ଚୁଆ ଅଫିସରମାନଙ୍କ କଳାଧନ ଏବଂ ଆୟ ବହିର୍ଭୁତ ସମ୍ପତ୍ତିକୁ ଜବତ କରିବା ପାଇଁ ଅଣ୍ଟା ଭିଡିଛି ଆଇଟି ଡିପାର୍ଟମେଣ୍ଟ । ୧୨ରୁ…
ସନ୍ନ୍ୟାସ ନେଲେ କୋହଲିଙ୍କ ସାଥୀ ଖେଳାଳି: ୧୧୫ ମ୍ୟାଚ ଖେଳି କ୍ରିକେଟରୁ ଅଲରାଉଣ୍ଡରଙ୍କ ଅବସର
ନୂଆଦିଲ୍ଲୀ: ୟୁଏଇରେ ଜାରି ରହିଛି ଏସିଆ କପ୍ ମହାଯୁଦ୍ଧ । ଟ୍ରଫି ପାଇଁ ୬ଟି ଟିମ ମଧ୍ୟରେ କଡା ଟକ୍କର ଜାରି ରହିଛି । ସେପଟେ ଗୋଟିଏ ଦଳକୁ ଲାଗିଛି ଏକ ବଡ ଝଟକା । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ…