Browsing Category
Featured
ପ୍ରତିଦିନ ଆଙ୍ଗୁଠି ଫୁଟାଇବା ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ସ୍ୱାସ୍ଥ୍ୟ ଗତ ସମସ୍ୟା
ନୂଆଦିଲ୍ଲୀ: ପ୍ରତିଦିନ ଆଙ୍ଗୁଠି ଫୁଟାଇବା ଅନେକ ଲୋକଙ୍କର ଅଭ୍ୟାସ । ଆଉ ଯଦି ଏପରି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗିରୁହେ। ତେବେ ଭବିଷ୍ୟତରେ ଆର୍ଥ୍ରାଇଟିସ୍ ପରି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି…
ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ଚୁଲବୁଲି ଶ୍ରୀନିଧି, ‘କେଜିଏଫ୍’ଠାରୁ ଏହି ସିନେମା ପାଇଁ ଦୁଇଗୁଣ ପାରିଶ୍ରମିକ…
ମୁମ୍ବାଇ: "କେଜିଏଫ୍' ଫେମ୍ ଶ୍ରୀନିଧି ସେଟ୍ଟୀ ଏବେ ପରିଚିତ ନାଁ । "କେଜିଏଫ୍' ଚଳଚ୍ଚିତ୍ର ଜରିଆରେ ଦର୍ଶକଙ୍କ ପ୍ରିୟ ପାଲଟିଥିବା ଶ୍ରୀନିଧି ଏବେ ତାମିଲ୍ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମଟିର ନାଁ…
ଦୁର୍ବଳ ହେଉଛି ମୌସୁମୀ ବାୟୁ: ୫ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମ ପ୍ରବାହ, କଲବଲ ହେବେ ଲୋକ
ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଯେଉଁ ସମୟରେ ପ୍ରବଳ ବର୍ଷା ହେବା କଥା ସେହି ଧାରା ଶ୍ରାବଣରେ ମୌସୁମୀ ଉଭାନ ହୋଇଯାଇଛି । ଟାଣ୍ ଖରାରେ ଡହଳବିକଳ ହେଉଛନ୍ତ ରାଜ୍ୟବାସୀ । ଯେଉଁ ସମୟରେ ଲଗାଣ ବର୍ଷା ଲାଗି ରହିବା କଥା…
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା: ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ୍ସ ଫାଇନାଲରେ ଶ୍ରୀହରି
ବର୍ମିଂହାମ: ଭାରତୀୟ ସନ୍ତରଣକାରୀ ଶ୍ରହରି ନଟରାଜ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ୍ସ ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ସୋମବାର ଅନୁଷ୍ଠିତ ସେମିଫାଇନାଲ ପ୍ରତିଯୋଗିତାରେ ୨୦…
ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇ ଦେଲା ମଇଁଷି, କରେଣ୍ଟ ଝଟକାରେ ଚାଲିଗଲା ଜୀବନ
ଉତ୍ତର ପ୍ରଦେଶର: ପଶୁ ପକ୍ଷୀଙ୍କୁ ଭଲପାଇବା ଦେଲେ ସେମାନେ ମଧ୍ୟ ମଣିଷକୁ ଭଲ ପାଆନ୍ତି । ସେମାନେ ମଧ୍ୟ ସ୍ନେହ ଏବଂ ମମତାର ଭାଷା ବୁଝିପାରନ୍ତି । ସେମାନେ ଏତେ ବିଶ୍ୱସ୍ତ ହୋଇଥାନ୍ତି ଯେ ନିଜ ମାଲିକ ପାଇଁ କିଛି ବି…
ରାତିର ଅନ୍ଧାରରେ ଅଲକାଏଦା ନେତାକୁ ସବୁଦିନ ପାଇଁ ଶୁଆଇଦେଲା ଆମେରିକା: ଏପରି କଲା ‘The End’
ୱାଶିଂଟନ: ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ନେତା ଆୟମାନ ଅଲ ଜୱାହିରିଙ୍କୁ ନିହତ କରିଛି ଆମେରିକା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଛନ୍ତି ଯେ, ଜୁଲାଇ ୩୧ ରେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ…
କାଶୀପୁର ପରେ ନିମାପଡାରେ ବ୍ୟାପିଲା ଝାଡାବାନ୍ତି, ଅଞ୍ଚଳ ପରିଦର୍ଶନରେ ସ୍ୱାସ୍ଥ୍ୟ ଟିମ୍
ନିମାପଡ଼ା, (ଭାସ୍କର ନ୍ୟୁଜ) : ନିମାପଡା ଅଞ୍ଚଳରେ ବର୍ଷାପରିମାଣ କମ୍ ରହିଥିବା ବେଳେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଉପରେ ପ୍ରଭାବ ପକାଉଛି । ହାଜର ହାଜର ବ୍ୟକ୍ତି ଝାଡା ବାନ୍ତି ରୋଗରେ ଆକ୍ରାନ୍ତ…
ଅଲଟିମେଟ୍ ଖୋଖୋ ଲିଗ୍ ପାଇଁ ଓଡ଼ିଶା ଜଗରନଟ୍ସ ଦଳର ଜର୍ସି ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୧୪ରୁ ଆରମ୍ଭ ହେବ ଲିଗ୍ ମ୍ୟାଚ୍
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅଲଟିମେଟ୍ ଖୋଖୋ ଲିଗ୍ର ପ୍ରଥମ ସଂସ୍କରଣରେ ଭାଗ ନେବାକୁ ଥିବା ଓଡ଼ିଶା ଜଗରନଟ୍ସ ଦଳର ଜର୍ସି ଉନ୍ମୋଚନ କରିଛନ୍ତି । ସ୍ଥାନୀୟ କଳିଙ୍ଗ…
ଜନ୍ମାଷ୍ଟମୀରେ ବରଷିବ କୃଷ୍ଣଙ୍କ କୃପା: ଧନ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ଅର୍ପଣ କରନ୍ତୁ ଏହି ଜିନିଷ
ଓଡିଶା ଭାସ୍କର: ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ଏହି ଦିନ ରୋହିଣୀ ନକ୍ଷତ୍ରରେ ଭଗବାନ କୃଷ୍ଣଙ୍କର ଜନ୍ମ ହୋଇଥିଲା । ଜନ୍ମାଷ୍ଟମୀରେ ଶ୍ରକୃଷ୍ଣଙ୍କର ବାଳ…
ରାଶିଫଳ(ମଙ୍ଗଳବାର,୦୨ ଅଗଷ୍ଟ,୨୦୨୨)
ମେଷ - ଘରୋଇ ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନହେବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସମସ୍ୟା ସମାଧାନ ହୋଇ ଉନ୍ନତି ସହ ଶାନ୍ତି…