fbpx
Browsing Category

Featured

ଟୋକିଓ ୨୦୨୦: ପ୍ରି କ୍ୱାର୍ଟରରେ ମେରୀକମ୍

ନୂଆଦିଲ୍ଲୀ: ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତୀୟ ଭାରୋତ୍ତଳିକା ମୀରାବାଇ ସାଇଖୋମ ଚାନୁ ରୌପ୍ୟ ପଦକ ହାସଲ କରିଥିବା ବେଳେ ଦ୍ୱିତୀୟ ଦିନରେ ବିଜୟ ହାସଲ କରିଛନ୍ତି ଏମ୍ ସି ମେରୀକମ୍ । ରବିବାର ଅନୁଷ୍ଠିତ ମୁକାବିଲାରେ…

ପର୍ଣ୍ଣୋଗ୍ରାଫୀ ମାମଲା: କୁନ୍ଦ୍ରାଙ୍କ ବିରୋଧରେ ବୟାନ ଦେବେ ୪ କର୍ମଚାରୀ!

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ ମାମଲାରେ ତଦନ୍ତର ଶିକାର ହୋଇଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ୍ ଯାଞ୍ଚ କରୁଛି । ଅଶ୍ଳୀଳ ଭିଡିଓ ନିର୍ମାଣ କରିବା ଏବଂ…

ଆସନ୍ତାକାଲି ଖୋଲିବ ସ୍କୁଲ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି କାଲି ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ଯେଉଁ ପିଲାମାନେ ସ୍କୁଲକୁ ନ…

୩ ବର୍ଷର ପିଲା ଢ଼ୋକିଦେଲା ଗଣେଶ ମୂର୍ତ୍ତି, ଏପରି ବଞ୍ଚିଲା ଜୀବନ

ବେଙ୍ଗାଲୁରୁ: ପିଲାମାନଙ୍କ ଉପରେ ଧ୍ୟାନ ନଦେବା, ସେମାନେ କେଉଁ ଜିନିଷ ସହ ଖେଳୁଛନ୍ତି ତା ଉପରେ ନଜର ନ ରଖିବା କେତେ ଭୟଙ୍କର ସାବ୍ୟସ୍ତ ହୋଇପାରେ ତାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି । ଗୋଟିଏ ୩ ବର୍ଷର ଛୋଟ…

ମହଙ୍ଗା ମାଡ଼: ୬ ଲକ୍ଷ ପରିବାର କରିନାହାନ୍ତି ଗ୍ୟାସ୍ ଫିଲିଂ, ରୋଷେଇ କରୁଛନ୍ତି ଚୁଲିରେ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲ ସାଙ୍ଗକୁ ଗ୍ୟାସର ମହଙ୍ଗା ଋତୁ ଚାଲିଛି । ତେବେ ଏହି ମହଙ୍ଗାର କରୁଣ ପରିଣତି କେତେ ଭୟଙ୍କର ହୋଇପାରେ, ତା’ର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ ।…

‘ସେ କହିଲେ ଆମେ ଶୁଣିନେଲୁ’- ଅଲିମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁଙ୍କ ପାଇଁ ଲାଇଫଟାଇମ୍ ପିଜା ଫ୍ରୀ କଲା ଡୋମିନୋସ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ଭାରୋଉତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ ରେ ପ୍ରଥମ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାସହିତ ସେ ଭାରତକୁ ଗର୍ବ ଓ ଗୌରବ ଆଣିଛନ୍ତି । ସେ ୪୯ କେଜି ବର୍ଗରେ ଏହି ସଫଳତା ହାସଲ…

ଆସନ୍ତା ୨୮ରେ ହେବ ରାଜସ୍ଥାନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ!

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ନେଇ ଆଭାସ ମିଳିଛି । ତେଣୁ ଏହି ଖବରକୁ ନେଇ ରାଜ୍ୟର ସମସ୍ତ ନେତାଙ୍କ ମଧ୍ୟରେ ଏକପ୍ରକାର ଶିହରଣ ଖେଳିଯାଇଛି । କଂଗ୍ରେସ ମହାସଚିବ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ଆଜି ୫୩୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଗୌରବମୟ ଭାରତ: ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କଲେ ପ୍ରିୟା ମଲ୍ଲିକ

ନୂଆଦିଲ୍ଲୀ: ବିଶ୍ୱ କ୍ୟାଡେଟ କୁସ୍ତିରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତ ଝିଅ ପ୍ରିୟା ମଲ୍ଲିକ । ରେଙ୍ଗଲର ପ୍ରିୟା ମଲିକ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ…

ଗ୍ୟାଙ୍ଗଷ୍ଟାର୍ ହାଇଦରର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ହାଇଦର୍ ପୁଲିସ୍ ଏନକାଉଣ୍ଟର୍ ରେ ପ୍ରାଣ ହରାଇଛି । ବର୍ତ୍ତମାନ ତାର ଶବ ବ୍ୟବଚ୍ଛେଦ ଚାଲିଛି । ମୃତ ଦେହକୁ ନେବା ପାଇଁ ହାଇଦର୍ ର ପତ୍ନୀ ଓ ଦୁଇ ବୋହୂ…