Browsing Category

Featured

ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ରୂପ ନେବ : ୨୨ ଯାଏଁ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ମାର୍ତାବନ-ଗଲ୍ଫ ଏବଂ ତତ-ସଂଲଗ୍ନ ମିଆଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି-ବଳୟ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚ ଯାଏଁ ବ୍ୟାପିଥିବା ବେଳେ, ଏହା ପ୍ରଭାବରେ…

ବିଜୁଳି ତାରରେ ବସିବା ପରେ ବି ପକ୍ଷୀକୁ ଲାଗିନଥାଏ କରେଣ୍ଟ, ଜାଣନ୍ତୁ କାରଣ

ଦୁନିଆରେ ଏମିତି ଅନେକ ଘଟଣା ରହିଛି ଯାହାକୁ ଆମେ ପ୍ରତିଦିନ ନିଜ ଆଖିରେ ଦେଖିଥାଉ, କିନ୍ତୁ ଏହାର ପ୍ରକୃତ କାରଣ ଜାଣିପାରୁନା । ଯେମିତିକି କରେଣ୍ଟ ତାରରେ ବସିଥିବା ପକ୍ଷୀକୁ ଦେଖିବା, ଆପଣ ଅନେକ ଥର ପକ୍ଷୀଙ୍କୁ ତାର…

ଅଜବ ଘଟଣା, ଟିକଟକ୍ ଭିଡିଓ ଲାଇକ କରି ଭୋଗିଲେ ସଜା

ନୁଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡିଆ ଦିନରେ ଜଣେ ମହିଳାଙ୍କୁ ଏକ ଭିଡିଓ ଲାଇକ କରି ଜେଲ ଯିବା ଯାଏଁ ଖବର ଆସିଛି । ମହିଳା ଜଣଙ୍କୁ ତାଙ୍କର ଝିଅର ଟିକଟକ୍ ଭିଡିଓ ଲାଇକ କରିବା ତାଙ୍କ ପାଇଁ ସମସ୍ୟା ଆଣିଦେଇଛି । ଏଥି…

ବିଜେପିରେ ଯୋଗଦେବା ପରେ କଂଗ୍ରେସ ଉପରେ ବର୍ଷିଲେ ଜାଖର, କହିଲେ ହିନ୍ଦୁ ନୁହେଁ ଶିଖଙ୍କ ଉପରେ ବି ଅପମାନ କରିଛି କଂଗ୍ରେସ…

ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖର ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଆଉ ବିଜେପିରେ ଯୋଗଦେବା ପରେ ଗୁରୁବାର କଂଗ୍ରେସ ଉପରେ ବର୍ଷିଛନ୍ତି ଜାଖର । ସେ କହିଛନ୍ତି କଂଗ୍ରେସ କେବଳ ହିନ୍ଦୁ…

ଇତିହାସ ରଚିଲେ ନିକହତ ଜରୀନ, ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

ନୁଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତର ନିକହତ ଜରୀନ ଇତିହାସ ରଚିଛନ୍ତି । ଗୁରୁବାର ଖେଳାଯାଇଥିବା ଫାଇନାଲରେ ଜରୀନ ବିଜୟ ସହ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ୫୨ କେଜି ବିଭାଗରେ ନିକହତ ଜରୀନ…

ନୂଆ ରୂପରେ ଆସିଲା ନାନୋ, ଜାଣନ୍ତୁ କ’ଣ ରହିଛି ଫିଚର

ଭାରତରେ ଦିନକୁ ଦିନ ଇଭି କାର ଚାହିଦା ବଢ଼ୁଛି । ଏଥିପାଇଁ ବଡ ବଡ ନାମୀଦାମୀ କମ୍ପାନୀର କାର ମାର୍କେଟକୁ ଆସିଥିବାବେଳେ ଏଭଳି ସ୍ଥିତିରେ ନୂଆ ରୂପରେ ଶସ୍ତା କାର ନାନୋ ମଧ୍ୟ ଏଥିରୁ ବାଦ୍ ପଡିନି । ଟାଟା ନାନୋ ଏବେ…

ଦେଶରେ ପ୍ରଥମ ଥର ୫ଜି କଲ୍, ଆତ୍ମନିର୍ଭର ଦିଗରେ ଆଉ ଏକ ଉପଲବ୍ଧି

ଚେନ୍ନାଇ: ଦେଶରେ ସଫଳ ହେଲା ୫ଜି କଲ୍ । ଆଇଆଇଟି ମାଡ୍ରାସାରେ ୫ଜି କଲ୍ ର ସଫଳ ପରୀକ୍ଷଣ କରାଯାଇଛି । କେନ୍ଦ୍ରୀୟ ସୂଚନା ପ୍ରାଧୀକରଣ ଏବଂ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ…

(Video) ନନ୍ଦିନୀ ନାଁ ରେ ଲାଗିଲା ୪୨୦ ଦଫା , ଠକେଇ ସହ କରିଛନ୍ତି ବିଶ୍ବାସ ଘାତକତା

ଜେଲର ଚାରି କାନ୍ଥ ଭିତରକୁ ଟଣା ହେବେ ନନ୍ଦିନୀ! ନନ୍ଦିନୀଙ୍କ ନାମରେ ରୁଜୁ ହେଲା ୪୨୦ ମାମଲା । ନନ୍ଦିନୀ ଏବଂ ତାଙ୍କ ପରିବାର ନାମରେ ଲଗାତାର ପୁଅ ପରିବାର ତରଫରୁ ଆସିଥିବା ଅଭିଯୋଗକୁ ଆଧାର କରି ଥାନାରେ ରୁଜୁ ହୋଇଛି…

ହଷ୍ଟେଲ ଛାତରୁ ଖସି ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବାଲେଶ୍ୱର: ହଷ୍ଟେଲ ଛାତରୁ ଖସି କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମଳିଛି ବାଲେଶ୍ୱର ସହରର ଏକ ଆବାସିକ କଲେଜରେ । ମୃତ ଯୁକ୍ତ ଦୁଇ ଛାତ୍ରୀଙ୍କ ଘର ମୟୂରଭଞ୍ଜ ବିଶୋଇ ଅଞ୍ଚଳରେ ହୋଇଥିବା ବେଳେ ସେ…

ଆସିଲାଣି ଆର୍ଥିକ ମାନ୍ଦାବସ୍ଥା? ଅନଏକାଡେମୀ, ନେଟଫ୍ଲିକ୍ସ ପରେ, ଏହି କମ୍ପାନୀ ୬୦୦ କର୍ମଚାରୀଙ୍କୁ କଲା ଛଟେଇ

ନୁଆଦିଲ୍ଲୀ: କରୋନା ମହାମାରୀରୁ ସାରା ବିଶ୍ୱ ଅର୍ଥ ବ୍ୟବସ୍ଥା ବାହାରି ଆସୁଥିବା ବେଳେ ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପେଶି ହୋଇ ଗଲେଣି । ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ରହିଛି ।…