fbpx
Browsing Category

Featured

ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏସଓପି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ସମ୍ଭାବ୍ୟ ତୃତୀୟ ଲହର ପାଇଁ ଚିନ୍ତା ବଢିଛି । ଏହାର ମୁକାବିଲା ପାଇଁ ଟିକାକରଣରୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । ଜୁନ୍ ଶେଷ…

ପୁଣି ଦୁଇ ଓଡ଼ିଆ ଖେଳିବେ ଟୋକିଓ ଅଲିମ୍ପିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି । ଏହି ଦଳରେ ଦୁଇଜଣ ଓଡ଼ିଆ ବିରେନ୍ଦ୍ର ଓ ଅମିତ ସ୍ଥାନ ପାଇଛନ୍ତି । ଏହି ଖବର ଶୁଣିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର…

ଆତ୍ମହତ୍ୟା ଉଦ୍ୟମ କଲେ ‘ବାବା କା ଢ଼ାବା’ର କାନ୍ତ ପ୍ରସାଦ, ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ରାତାରାତି ଫେମସ୍ ହୋଇଥିବା ’ବାବା କା ଢାବା’ର କାନ୍ତ ପ୍ରସାଦ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରାଯାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

WTC Final IND vs NZ: ବର୍ଷା ଧୋଇନେଲା ପ୍ରଥମ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚ୍ । ଇଂଲଣ୍ଡର ସାଉଥମ୍ପଟନ୍‌ଠାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ମ୍ୟାଚ୍‌ ପୂର୍ବରୁ…

ରଥଯାତ୍ରା ପାଇଁ ୪ଥର ହେବ କୋଭିଡ ଟେଷ୍ଟ

ପୁରୀ(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ବେଳେ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ…

6 ଘଣ୍ଟାରେ ସଂପୂର୍ଣ୍ଣ ଭାଗବତ ପଢ଼ି ଇଣ୍ଡିଆ ବୁକ୍‌ରେ ସ୍ଥାନ ପାଇଲେ ସୁରଭି

ଜବଲପୁର: କୁହାଯାଏ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ଜବଲପୁରର ଜଣେ 14 ବର୍ଷର ଝିଅ ସୁରଭି ତୁଲେ । ସୁରଭି ତାଙ୍କ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ…

ରିଲିଜ୍ ପୂର୍ବରୁ ବିିବାଦରେ ଫିଲ୍ମ ‘ପୃଥ୍ୱୀରାଜ’, କ୍ଷତ୍ରିୟ ମହାସଭା ପକ୍ଷରୁ ହେଲା ଅକ୍ଷୟଙ୍କ କୁଶପୁତ୍ତଳିକା ଦାହ

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ "ପୃଥ୍ୱୀରାଜ" ରିଲିଜ୍ ପୂର୍ବରୁ ହିଁ ବିବାଦକୁ ଚାଲି ଆସିଛି । ଚଣ୍ଡିଗଡର ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା ପକ୍ଷରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି । ଦେଶର…

ଏଣିକି ବିନା ଟେଷ୍ଟରେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କରୋନା ମହାମାରୀ ଓ ଲକଡାଉନ୍ ସମୟରେ ଅନେକ ଲୋକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇପାରି ନଥିଲେ । ସେଥିପାଇଁ ଅନେକଙ୍କ ମନରେ ଅସନ୍ତୋଷ ରହିଥିଲା । ଅନ୍ୟପକ୍ଷରେ ବାରମ୍ବାର ଆରଟିଓ ଅଫିସକୁ ଯିବା ଓ ସେଠାରେ…

ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ ; ସବୁ ନମୁନା ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିଦିନ କରୋନା ଭାଇରସ୍ ସମ୍ବନ୍ଧରେ କିଛି କିଛି ନୂତନ ସୂଚନା ମିଳୁଛି । ଏପର୍ଯ୍ୟନ୍ତ ଦେଶର ଅନେକ ସହରରେ ସ୍ୱେରେଜ୍ ଲାଇନ୍ରେ କରୋନା ଭୂତାଣୁ ଜୀବନ୍ତ ଅଛି ବୋଲି ପ୍ରମାଣିତ ହୋଇଛି । ସମ୍ପ୍ରତି…

ମୁମ୍ବାଇରେ ବଢୁଛି ‘ବ୍ଲାକ ଫଙ୍ଗସ’ର ବିପଦ, ସଂକ୍ରମଣ ଫଳରେ ବାହାର କରିବାକୁ ପଡିଲା ୩ ଶିଶୁଙ୍କ ଆଖି

ମୁମ୍ବାଇ : ଦେଶରେ କରୋନା ମହାମାରୀର ସଂକ୍ରମଣ ସଂଖ୍ୟା କମୁଥିଲେ ବି ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢାଇଛି । ମୁମ୍ବାଇରେ ବ୍ଲାକ ଫଙ୍ଗସରୁ ରକ୍ଷା କରିବାକୁ ୩ ଛୋଟପିଲାଙ୍କ ଆଖି ବାହାରକରିବାକୁ ପଡିଛି, ଯେଉଁଥିରେ ଏହି ରୋଗର…