fbpx
Browsing Category

Featured

ଦେଶରେ ଆଜି ୩୪୦୩ ଜଣଙ୍କ ମୃତ୍ୟୁ, ୯୨ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୦୩ ଜଣଙ୍କ…

କରୋନା ପରେ ଆସିଲା ଆଉ ଏକ ରହସ୍ୟମୟ ରୋଗ: ଅନିଦ୍ରା, ମତିଭ୍ରମ ଭଳି ଦେଖାଦେଉଛି ଲକ୍ଷଣ, ମୋବାଇଲ୍ ଦ୍ୱାରା ବ୍ୟାପୁଛି ସଂକ୍ରମଣ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଦେଶବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ଏହା ମଧ୍ୟରେ ଏକ ନୂଆ ରହସ୍ୟମୟ ରୋଗର ସନ୍ଧାନ ମିଳିଛି । ଏହି ରହସ୍ୟମୟ ରୋଗ…

ଭାରତରେ ୧୭ ଲକ୍ଷରୁ ଅଧିକ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି? ଓଡ଼ିଶା ସରକାରଙ୍କ ମୃତ୍ୟୁ ରିପୋର୍ଟ କ’ଣ ଭୁଲ୍? ଏହା ଗଣନାଜନିତ ତ୍ରୁଟି ନା…

ନୂଆଦିଲ୍ଲୀ: ସମଗ୍ର ଭାରତ ବର୍ଷରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ କୋଭିଡ୍ କଟକଣା ଜାରି ରହିଛି । ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୩…

ମାସ୍କ ପିନ୍ଧି ନଥିଲେ ମହିଳା, ପୋଲିସକୁ ଦେଖି ତାଙ୍କ ଦେହରେ ବିଜେ କଲେ ଦେବୀ ମା’, ଏହାପରେ ଆଉ କଟିଲାନି ଚାଲାଣ

ଡେରାଡୁନ୍: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ କଟକଣା ଜାରି କରାଯାଇଛି । ଅଧିକାଂଶ ସ୍ଥାନରେ ପୋଲିସ ଜନସାଧାରଣଙ୍କୁ କୋଭିଡ୍ ନିୟମ ମାନିବା ନେଇ ସଚେତନ କରିବା ସହ ଚେକିଂ କରୁଛି । ଡେରାଡୁନରେ ପୋଲିସ ଚେକିଂ…

ଓଡ଼ିଶାରୁ ୪୩ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ରାଜ୍ୟରୁ ଆଜି ଚିହ୍ନଟ ହେଲେ ୫୨୩୫ କରୋନା ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ପରଲୋକରେ ପଦ୍ମଶ୍ରୀ ରାଧାମୋହନ

ଭୁବନେଶ୍ୱର, (ଓଡିଶା ଭାସ୍କର): ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ସମ୍ ହସ୍ପିଟାଲରେ କରୋନାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ନୟାଗଡ଼ର…

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଆଥ୍‌ଲେଟ୍‌ଙ୍କୁ ଦିଆଯିବ ଟିକା: ବାତ୍ରା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ…

ସୋଆରେ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍‌ ଷ୍ଟ୍ରିମିଂ କାର୍ଯ୍ୟକ୍ରମ, ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଦେଲେ ଅଭିଭାଷଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚଳିତ ସପ୍ତାହରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌…

୨୦ରୁ ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁରୀ ଏବଂ କାମାକ୍ଷା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି ।୦୫୬୪୦ /୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍‌ ଟ୍ରେନ…