fbpx
Browsing Category

Featured

ଗର୍ଲଫ୍ରେଣ୍ଡକୁ ନକଲି ହୀରା ମୁଦି ଗିଫ୍ଟ କରିଥିଲା ପଳାତକ ଚୋକସି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କକୁ ୧୩ ହଜାର ୫୦୦ କୋଟି ଟଙ୍କା ଚୁନ ଲଗାଇ ଆଣ୍ଟିଗୁଆ ଫେରାର୍ ହୋଇଥିବା ହୀରା ବେପାରୀ ମେହୁଲ ଚୋକସି ନିଜର ତଥାକଥିତ ଗର୍ଲଫ୍ରେଣ୍ଡ ବାରବରା ଜାବରିକାଙ୍କୁ ନକଲି ହୀରା ମୁଦି ଦେଇ…

ସୋନୁ ସୁଦଙ୍କୁ ଜଣାଇବେ ଦୁଃଖ, ପଦଯାତ୍ରାରେ ବାହାରିଛନ୍ତି ତେଲେଙ୍ଗାନାର ଛାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ ନାହିଁ ଯାହାର, ସାହା ନାହିଁ ତାହାର । ବଡ଼ ଦୁଃଖ ଯନ୍ତ୍ରଣାର ଜୀବନ ଯାହାର ମା’ ନାହିଁ । ସେଭଳି ଛାତ୍ର ଜୀବନରେ ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ଜଣେ ଯୁବକ ବାପାଙ୍କ ଭରସାରେ…

6000 mAh ବ୍ୟାଟେରୀ ସହ ଲଞ୍ଚ ହେଲା Realme C25s

ନୂଆଦିଲ୍ଲୀ: Realmeର ନୂତନ ଫୋନ Realme C25s ଭାରତରେ ଲଞ୍ଚ ହୋଇଛି । ଏହା ଦେଶରେ କମ୍ପାନୀର ନୂଆ ବଜେଟ ଫୋନ । C25s ଭାରତରେ ଏପ୍ରିଲରେ ଲଞ୍ଚ ହୋଇଥିବା C25 ମଡେଲର ଅପଗ୍ରେଡ ମଡେଲ । ଏହି ଦୁଇ ମଡେଲରେ କେବଳ…

ପାକିସ୍ତାନ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଗତ ସୋମବାର ଦିନ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଘଟଣାକୁ ନେଇ ତୁରନ୍ତ ଯାଞ୍ଚ କରିବାକୁ ବରୋଧୀ ଦଳ ଦାବି କରିଛନ୍ତି । ଏବେବି ୧୦୦ରୁ…

ଆପଲ୍ ଫୋନକୁ ସଜାଡିବାକୁ ଦେଇଥିଲେ ଛାତ୍ରୀ, ହେଲେ ଟେକ୍ନିସିଆନ୍ ମାନେ ଭାଇରାଲ୍ କରିଦେଲେ ତାଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ସଜାଡିବା ପାଇଁ ଦିଆଯାଇଥିବା ଆପଲ୍ ଫୋନରୁ ଲିକ୍ ହୋଇଗଲା ବିଦ୍ୟାର୍ଥୀଙ୍କ ଅଶ୍ଲୀଳ ଫାଟୋ ଏବଂ ଭିଡିଓ । ଏବେ ଏହି ମାମଲାରେ ଜୋରିମାନା ଦେବ ଆପଲ୍ କମ୍ପାନୀ । ତେବେ ଏପରି ଏକ ଘଟଣା କାର୍ଲିଫର୍ଣ୍ଣିଆରେ ଘଟିଛି…

ଟିଏମସି ସାଂସଦ ନୁସରତ ଜହାଁ ୬ ମାସର ଗର୍ଭବତୀ , କିନ୍ତୁ ସ୍ୱାମୀ କହିଲେ – ଏ ପିଲା ମୋର ନୁହେଁ…

ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ଜଣାଶୁଣା ଅଭିନେତ୍ରୀ ନୁସରତ ଜହାଁଙ୍କ ବିଷୟରେ ପୁଣି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ, ଟିଏମସି ସାଂସଦ ନୁସରତ ଗର୍ଭବତୀ ଥିବା ବେଳେ ସେ ଖୁବଶୀଘ୍ର ମା’…

ସରକାରୀ ହସ୍ପିଟାଲରେ ପଜିଟିଭ୍, ପ୍ରାଇଭେଟରେ ନେଗେଟିଭ୍, କେଉଁଟା ଠିକ୍? କରୋନାର ଭୁଲ୍ ରିପୋର୍ଟ ଯୋଗୁଁ ପେଶି ହେଉଛନ୍ତି ଜନସାଧାରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ଓଡ଼ିଶାରେ ବର୍ତ୍ତମାନ କୋଭିଡ୍ କଟକଣା ଜାରି ରହିଛି । ତେବେ କିଛିଦିନର କଟକଣା ପରେ ଏବେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷେ କରୋନା ରୋଗୀଙ୍କ ଦୈନିକ…

ଜନ୍ମ ହେବା ମାତ୍ରେ ଜଣାପଡ଼ିଲା ବିନା ପଢ଼ାରେ ପାସ୍! ତେଣୁ ବିନ୍ଦାସ୍… ଶିଶୁର ଫଟୋ #ଭାଇରାଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ଶୁଣିଥିବେ ଓଡ଼ିଆରେ ଗୋଟିଏ ଋଢ଼ି ଅଛି - ଓଳିଆରୁ ପଡ଼ି ଗଜା । ଅର୍ଥାତ୍ ମୂଳରୁ ହିଁ କେହି ବେଶ୍ ସିଆଣିଆ ଅର୍ଥରେ ଆମେ ଏହି ଋଢ଼ି ବ୍ୟବହାର କରିଥାଉ । ତେବେ ଏକଥା ଆମେ ଏଥିପାଇଁ କହୁଛୁ…

ଓଡ଼ିଶାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି, ଅପରପକ୍ଷେ ସଂକ୍ରମଣ କମୁଛି, କ’ଣ ହୋଇପାରେ ଏହା ପଛର ପ୍ରକୃତ କାରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ସହ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି । ତେବେ କିଛିଦିନ ଧରି କରୋନା କଟକଣା ଜାରି ରହିବା ପରେ ରାଜ୍ୟରେ ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିଛି ।…

ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରୁ ହଟିଲା କରୋନା କଟକଣା, କେବଳ ରହିବ ରାତ୍ରୀକାଳୀନ କର୍ଫ୍ୟୁ

ଲକ୍ଷ୍ନୌ: ଦେଶରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଉତ୍ତରପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଫଳରେ ରାଜ୍ୟର ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଯାଇଛି । ଅତିରିକ୍ତ…