fbpx
Browsing Category

Featured

TET ପ୍ରମାଣପତ୍ର ଆଜୀବନ ପାଇଁ ବୈଧ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଦେବାକୁ ପଡୁଥିବା ଜରୁରୀ ‘ଟିଜର ଇଲିଜିବିଲିଟି ଟେଷ୍ଟ/ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (ଟିଇଟି)ର ସାର୍ଟିଫିକେଟର ବୈଧତାକୁ ୭ ବର୍ଷରୁ ବଢାଯାଇ ଆଜୀବନ କରାଯାଇଛି ।…

ମହାପ୍ରଭୁଙ୍କ ଭଉଁରୀ ଉତ୍ସବରେ ଚକ-ଅଖ ଡେରା ନୀତି ସମ୍ପନ୍ନ କଲେ ଭୋଇ ସେବକ, ରଥଖଳାରେ ଆଜ୍ଞାମାଳ ପହଞ୍ଚିବା ପରେ ୬ ଚକରେ ୩ ଅଖ ସଂଯୋଗ ହେଲା

ପୁରୀ (ଓଡ଼ିଶା ଭାସ୍କର) : ମହାପ୍ରଭୁଙ୍କ ଭଉଁରୀ ତିଥିରେ ଚକରେ ଅଖ ସଂଯୋଗ ଡେରା ନୀତି ସମ୍ପର୍ଣ୍ଣ ହୋଇଛି । ଗୁରୁବାର ଦିନ ୧୦ଟା ସମୟରେ ରଥ ନିର୍ମାଣ ପରମ୍ପରା ଅନୁସାରେ ଠାକୁରଙ୍କ ଆଜ୍ଞାମାଳ ରଥ ଖଳାରେ ପହଞ୍ଚିଲା।…

ପୁଣି ଜେଲରୁ ମିଳିଲା ମୋବାଇଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଭିନ୍ନ ଜେଲ୍ ରୁ ଲଗାତର ଭାବେ ଅଧିକ ସଂଖ୍ୟାରେ ମୋବାଇଲ୍ ଫୋନ୍ ମିଳିବାରୁ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ଝାରପଡା ଜେଲ୍ ରୁ ଅନେକ ଗୁଡିଏ ମୋବାଇଲ୍ ଫୋନ୍…

ଭର୍ଚୁଆଲ ମିଟିଂରେ ସିବିଏସଇ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବଙ୍କ ସହିତ ଭିଡିଓ କନଫରେନ୍ସିଂ ଦ୍ୱାରା କଥା ହୋଇଛନ୍ତି । ଏହି ସମୟରେ ସେ ଅଭିଭାବକ…

ରାଗିଗଲେ ଶାଶୂ, ବୋହୂ କୁଣ୍ଢାଇ ଧରିଲେ… ତା’ ପରେ ବୋହୂ ‘ପଜିଟିଭ୍’

ହାଇଦ୍ରାବାଦ୍: ତେଲେଙ୍ଗାନାକୁ ଆଜି ଶାଶୁ-ବୋହୁଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନା ଆସିଛି । ତେଲେଙ୍ଗାନାର ସୋମରିପଟା ଗାଁରେ ରହୁଥିବା ଜଣେ ମହିଳା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ସେ ଅତି…

ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ବିଦେଶରେ ପୂଜା ପାଇବେ ଚତୁର୍ଦ୍ଧାମୂର୍ତ୍ତି

ଲଣ୍ଡନ(ଓଡ଼ିଶା ଭାସ୍କର): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହୋଇଛି । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ୨୦୨୦ ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ…

ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ, ସାହାଯ୍ୟ ପ୍ରତିଶ୍ରୁତି ଦେଲେ ସୋନୁ ସୁଦ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଦୁନିଆର ସ୍ୱନାମଧନ୍ୟ ଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଜୀବନ ସହ ସଂଘଷ କରିଆସୁଛନ୍ତି । ତାଙ୍କୁ ଭଲ…

ନଦୀରୁ ମିଳିଲା ଭାସମାନ ଇଟା, ଭଗବାନ ଭାବି ଦର୍ଶନ କରିବାକୁ ଲାଗିଲା ଲୋକଙ୍କ ଭିଡ

ଆଗ୍ରା: ମାନ୍ୟତା ରହିଛି ଯେ, ତ୍ରେତୟା ଯୁଗରେ ଭଗବାନ ରାମ ସମୁଦ୍ର ପାର ହେବାକୁ ପଥର ଜରିଆରେ ଏକ ବ୍ରିଜ୍ ତିଆରି କରିଥିଲେ । ନଳ-ନୀଳ ରାମଙ୍କ ନାମ ପଥର ଗୁଡିକ ଉପରେ ଲେଖି ସମୁଦ୍ରରେ ପଥର ସବୁକୁ ପାଣିରେ ଭସାଇ ଦେଇଥିଲେ…

ଏଣିକି ଟିକା ନେବାକୁ କେହି ହେବେନି କୁନ୍ଥକୁନ୍ଥ! ଆମେରିକା ରାଷ୍ଟ୍ରପତିଙ୍କ ଅଭିନବ ଘୋଷଣା… ଜାଣନ୍ତୁ କଣ କହିଲେ ଜୋ ବାଇଡେନ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି । ଏବେବି ପ୍ରତିଦିନ ହଜାର ହଜାର ଲୋକ ଲୋକ ପ୍ରାଣ ହରାଉଛନ୍ତି । ଲକ୍ଷ ଲକ୍ଷ କୋଭିଡରେ ସଂକ୍ରମିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦେଶ…

ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଉଛନ୍ତି ଅମ୍ରିତ ପ୍ରଧାନ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡରରେ ପହଞ୍ଚିଲେ ବିମାନ ବନ୍ଦରରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମିତ ହୋଇ ଗୁରୁତର ହୋଇଥିବା ଅମ୍ରିତ୍ ପ୍ରଧାନଙ୍କୁ ଆଜି ଚେନ୍ନାଇକୁ ଏୟାରଲିଫ୍ଟ କରାଯାଉଛି । ବର୍ତ୍ତମାନ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିମାନ ବନ୍ଦରକୁ ନିଆଯାଇଛି ।…