fbpx
Browsing Category

Featured

ଲାଗୁ ହେବ ଲକଡ଼ାଉନ୍ !

ଉତ୍ତରପ୍ରଦେଶ୧୩ା୪ (ଓଡିଶା ଭାସ୍କର) :  ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡ଼ି ଚାଲିଛି । ରାଜ୍ୟମାନଙ୍କରେ କରୋନାର ସ୍ଥିତି ଅତ୍ୟନ୍ତ ଖରାପ ଦିଗକୁ ଗତି କରୁଛି । ହସ୍ପିଟାଲରେ ଲମ୍ବା ଲାଇନ୍ ମଧ୍ୟ ଦେଖବବାକୁ…

ଜାଲିଆନାୱାଲାବାଗ ହତ୍ୟାକାଣ୍ଡକୁ ପୁରିଲା ୧୦୨ ବର୍ଷ: ଭୁଲି ହେବନାହିଁ ସେହି ନର ସଂହାର

୧୩ ଏପ୍ରିଲ୧୯୧୯ର ସେହି ଦିନକୁ ଭାରତ କେବେବି ଭୁଲିପାରିବ ନାହିଁ । ଯେତେବେଳେ ଶାନ୍ତିପୂର୍ଣ୍ଣ ସ୍ୱାଧୀନତା ଚାହୁଁଥିବା ଲୋକଙ୍କ ଉପରେ ଇଂରେଜୀ ସୈନ୍ୟମାନେ କିପରି ଗୁଳିଚାଳନା ନର୍ମମ କରିଥିଲେ । ଇଂରେଜୀ ଜେନେରାଲ…

କରୋନା ସ୍ଥିତି ଅଣାୟତ: ରାଜ୍ୟପାଳଙ୍କ ସହିତ ଆଲୋଚନା କରିବେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । ଧୀରେ ଧୀରେ କରୋନା ଗ୍ରାଫ୍ ଉପରମୁହାଁ ହେଉଛି । ପୁର୍ବବର୍ଷ ଅପେକ୍ଷା ଏବର୍ଷ ଦ୍ରୁତ ଗତିରେ କରୋନା ସଂକ୍ରମଣ…

ମୋଦୀ ରଖିବେ ଉପବାସ

ନୁଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : ଆଜିଠାରୁ ଚୈତ୍ର ନବରାତ୍ରୀ ପୁଜା ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଅବସରରେ ସାରା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ…

ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ୧୩ା୪ (ଓଡିଶା ଭାସ୍କର) :  ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀଙ୍କ ଆପତ୍ତିଜନକ ଭାଷଣ ପାଇଁ ରାଜନୀତି ମହଲ ଅଧିକ ସରଗରମ ହେବାରେ ଲାଗିଛି । ଗତକାଲି…

ପଣା ସଂକ୍ରାନ୍ତିରେ ମନ୍ଦିର ମନା: ରାଜଧାନୀ ପାଇଁ ଗାଇଡଲାଇନ୍ ଜାରି କଲା ବିଏମସି

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଆସନ୍ତାକାଲି ପଣା ସଂକ୍ରାନ୍ତି । ପ୍ରତ୍ୟେକ ବର୍ଷ ଏହି ପର୍ବ ଘରେ ଘରେ ଖୁବ୍ ଜାକଜମକରେ ପାଳନ କରାଯାଇଥାଏ । ମାତ୍ର ଚଳିତ ବର୍ଷ କୋଭିଡକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର…

ଶ୍ରୀମନ୍ଦିରରୁ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ପୁରୀ ୧୩ା୪ (ଓଡିଶା ଭାସ୍କର) : ପୁରୀ ଶ୍ରୀମନ୍ଦିର ପ୍ରଶାସନ ର ଏକାଧିକ   କର୍ମଚାରୀ ଏବଂ ସେବାୟତ କରୋନା ସଂକ୍ରମିତ ଚିହ୍ନଟ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଜୋତା ଷ୍ଟାଣ୍ଡରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ପତ୍ନୀ ଓ ସନ୍ତାନଙ୍କ ଗଳାକାଟି ହତ୍ୟା: ମୃତଦେହକୁ ଲୁଚାଇ ଫେରାର ହେଲେ ଯୁବକ

ଜାମସେଦପୁର, ୧୩ା୪: ଝାଡ଼ଖଣ୍ଡର ଜାମସେଦପୁରରୁ ଛାତି ଥରାଇ ଦେଲା ଭଳି ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ଜଣେ ଯୁବକ ନିଜ ସ୍ତ୍ରୀ ଓ ୨ ସନ୍ତାନ ଓ ଟ୍ୟୁସନ ମାଷ୍ଟରଙ୍କୁ ହତ୍ୟା କରି ଘରେ ତାଲା ପକାଇ ଫେରାର…

ରାଜଧାନୀ ପ୍ରତିଷ୍ଠା ଦିବସରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ସାଲିଆ ସାହି ବାସିନ୍ଦା

ଭୁବନେଶ୍ୱର,୧୩ା୪ (ଓଡିଶା ଭାସ୍କର) : ଆଜି ହେଉଛି ରାଜଧାନୀର ପ୍ରତିଷ୍ଠା ଦିବସ । ଏହି ଅବସରରେ ସାଲିଆ ସାହି ବସ୍ତି ବାସିନ୍ଦା ମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ବାସସ୍ଥାନର…