Browsing Category

Featured

ଏଣିକି ସକାଳ ୬ଟାରୁ ଖୋଲିବ ଦୋକାନ, ବିବାହ କାର୍ଯ୍ୟ ଏତିକି ଘଣ୍ଟାରେ ସାରିବାକୁ ଜାରି ହେଲା ନିର୍ଦ୍ଦେଶନାମା

ଜୟପୁର, ୨୪ା୪: ରାଜସ୍ଥାନରେ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ସରକାର ଦୋକାନ ବଜାର ଓ ବିବାହ ଉତ୍ସବ ନେଇ ନୂଆ ନିୟମ ପ୍ରଣୟନ କରିଛନ୍ତି । ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି…

କରୋନା ସମୟରେ ଆଗେଇ ଆସିଲେ ଅଟୋ ଡ୍ରାଇଭର: ରୋଗୀଙ୍କୁ ମାଗଣାରେ ମେଡିକାଲ ନେଇ ସାଜିଛନ୍ତି ଦେବଦୂତ

ରାଞ୍ଚି, ୨୪ା୪: ବର୍ତ୍ତମାନ ସମଗ୍ର ଦେଶରେ କୋଭିଡକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ଦେଶର କିଛି ଅଞ୍ଚଳରେ ଅନେକ ଗରିବ ଲୋକ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ମୃତ୍ୟୁବରଣ କରୁଥିବା…

ମାଓବାଦୀଙ୍କ ଦ୍ଵାରା ଅପହୃତ ପୋଲିସ SIଙ୍କୁ ହତ୍ୟା

ଛତିଶଗଡ, ୨୪। ୪ : ମାଓବାଦୀଙ୍କ ଦ୍ଵାରା ଅପହୃତ ପୋଲିସ SI ମୁରଲୀ ତାତିଙ୍କୁ ହତ୍ୟା କରାଯାଇଛି । SI ମୁରଲୀ ତାତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର କୁସୁମପାରା ନିକଟରେ ତାଙ୍କର ମୃତଦେହ ଉଦ୍ଧାର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୯୮ ଲକ୍ଷ ପାର

ନୂଆଦିଲ୍ଲୀ, ୨୪। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୯୮ ହଜାର ୮୩୮ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୬୨ ଲକ୍ଷ…

ଆଜିଠୁ ଓଡ଼ିଶାରେ ସପ୍ତାହାନ୍ତ ସଟ୍‌-ଡାଉନ୍

ଭୁବନେଶ୍ୱର ,୨୪।୪: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ଟ୍ୱିନ ସିଟି ସମେତ ସବୁ ସହରାଞ୍ଚଳରେ ଆଜିଠୁ ସଟ୍‌-ଡାଉନ୍‌ ଲାଗୁ ହୋଇଛି । ସୋମବାର ସକାଳ ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ, କିନ୍ତୁ…

ରାଶିଫଳ(ଶନିବାର,୨୪ ଅପ୍ରିଲ,୨୦୨୧)

ମେଷ - ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ମାତ୍ର କିଛି ବାଦବିବାଦରେ ଫସି ପାରନ୍ତି ସତର୍କ ରହିବେ, ମାନସମ୍ମାନ, ଅର୍ଥ, ଲୋକପ୍ରିୟତା ଏବଂ ପାରିବାରିକ ସୁଖରେ କମି ରହିବ, ମନ ଅଶାନ୍ତ ରହିବ,…

କରୋନା ପ୍ରଭାବ: ଭାରତରୁ ବିମାନ ବାତିଲ କଲା କାନାଡା

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭାରତରୁ ଯାଉଥିବା ସବୁ ଫ୍ଲାଇଟକୁ ବାତିଲ କରିଛି କାନାଡା। ଭାରତ ଉପରେ କାନାଡା ୩୦ ଦିନର ବ୍ୟାନ୍‌ ଲଗାଇଛି। ଏପରି କି ପାକିସ୍ତାନରୁ…

କରୋନାରେ ବିଜେପି ବିଧାୟକଙ୍କ ପରଲୋକ, ୭ ଦିନ ଭେଣ୍ଟିଲେଟରରେ ଥିଲେ

ଲକ୍ଷ୍ନୌ ,୨୩ ।୪: ସାରା ଦେଶରେ କରୋନା ପୁଣି ନିଜର କାୟା ବିସ୍ତାର କରିବାରେ ଲାଗିଛି । ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ରାଜଧାନୀ…

୮ଟି ଜିଲ୍ଲା ସାବଧାନ! ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ

ପିପିଲି,୨୩ ।୪(ଓଡିଶା ଭାସ୍କର): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା…

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌?

ପିପିଲି,୨୩ ।୪(ଓଡିଶା ଭାସ୍କର):ପିପିଲି ଉପନିର୍ବାଚନକୁ ନେଇ ଚାଲିଛି ରାଜନୀତି । କରୋନା ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନକୁ କିଛିଦିନ ପାଇଁ ଘୁଞ୍ଚାଯାଇଛି । ଏହାରି ମଧ୍ୟରେ…