Browsing Category

Featured

ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧ ଶେଷ, କାବୁଲ ଛାଡିଲେ ଆମେରିକା ସେନା

କାବୁଲ: ତାଲିବାନ୍ କବଜାରେ ଥିବା ଆଫଗାନିସ୍ତାନରୁ ୨୦ ବର୍ଷ ପରେ ସମ୍ପୂର୍ଣ୍ଣ ଓହରି ଆସିଛନ୍ତି ଆମେରିକା ସେନା । ପୂର୍ବ ନିଷ୍ପତ୍ତି ଅନୁସାରେ ଆଫଗାନିସ୍ତାନ ଛାଡିଛନ୍ତି ସବୁ ଆମେରିକୀୟ ସେନା । ଆଉ ଆମେରିକୀୟଙ୍କ…

ଶାରଦୀୟ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ: ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ମା’ଙ୍କ ମୂର୍ତ୍ତି ପାଇଁ କୁଆଖାଇ ନଦୀପଠାରୁ ମାଟି ଅନୁକୂଳ

ଭୁବନେଶ୍ୱର/କଟକ (ଭାସ୍କର ନ୍ୟୁଜ୍‌) : ଆଉ ଦିନ କେଇଟା ପରେ ମା’ ଦୁର୍ଗତିନାଶିନୀ ସିଂହବାହିନୀ ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି ।…

କରୋନା ଆତଙ୍କ ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର: ଘାତକ ହେବନି ତୃତୀୟ ଲହର, ନୂଆ ଭାରିଏଣ୍ଟ ନଆସିଲେ ସ୍ୱାଭାବିକ ରହିବ ସ୍ଥିତି

କାନ୍‌ପୁର : କରୋନାର ତୃତୀୟ ଲହରକୁ ନେଇ ଥିବା ଆତଙ୍କ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କାନ୍‌ପୁର ଆଇଆଇଟିର ଆକଳନ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇନପାରେ କରୋନାର ତୃତୀୟ ଲହର । ନୂଆ ଭାରିଏଣ୍ଟ…

ଆଜି ଆସିବ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ୍‌ଲାଇନ୍‌: ପାର୍ବଣ ପାଇଁ ଲାଗିବ କି ସ୍ୱତନ୍ତ୍ର କଟକଣା ?

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମଙ୍ଗଳବାର ଆସିବ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ । ଅଗଷ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ର ଅବଧି ବୁଧବାର ସକାଳ…

ଏହି ୪ ରାଶିର ବ୍ୟକ୍ତି ହୁଅନ୍ତି ଧନବାନ; ଆପଣଙ୍କ ରାଶି ସହ ଚେକ୍ କରାଇ ନିଅନ୍ତୁ

ମଣିଷର ରାଶି ଅନୁଯାୟୀ ଅନେକ କିଛି ପରିବର୍ତ୍ତନ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏପରି କିଛି ରାଶି ଅଛି ଯେଉଁ ରାଶିରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତ ବିଶେଷଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ । ଏମାନେ ଯେଉଁ କାମରେ ହାତ…

ଟୋକିଓ ପାରା ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଦବ୍‌ଦବା, ପଦକ ବର୍ଷା: ଦିନକରେ ୨ ସ୍ୱର୍ଣ୍ଣ ସମେତ ୫ ମେଡାଲ୍

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ନିଜର ଦବ୍‌ଦବା ଜାରି ରଖିଛନ୍ତି । ରବିବାର ମହିଳା ଟେବୁଲ୍‌ ଟେନିସ୍‌ ଖେଳାଳୀ ଭାବିନାବେନ୍‌ ପଟେଲ୍‌ ହାଇଜମ୍ପର ନିଶାଦ କୁମାର ରୌପ୍ୟ ପଦକ ହାସଲ…

ରାଶିଫଳ(ମଙ୍ଗଳବାର ,୩୧ ଅଗଷ୍ଟ , ୨୦୨୧)

ମେଷ - ଶତୃମାନେ ମୁଣ୍ଡ ନୂଆଇଁବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ…

ସିନ୍ଧୁଙ୍କ ପାଇଁ ପାର୍ଟି ରଖିଲେ ଚିରଞ୍ଜିବୀ ଓ ରାମଚରଣ

ନୂଆଦିଲ୍ଲୀ: ଭାରତୀୟ ସଟଲ କୁଇନ ପିଭି ସିନ୍ଧୁଙ୍କ ପାଇଁ ପାର୍ଟି ରଖିଛନ୍ତି ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀ ଓ ରାମଚରଣ । ଏକମାତ୍ର ମହିଳା ଖେଳାଳି ତଥା ଦ୍ୱିତୀୟ ଭାରତୀୟ ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିବାର…

ସେପ୍ଟେମ୍ବର ୧୫ ଯାଏଁ ଲକଡାଉନ ଅବଧି ବୃଦ୍ଧି; ରବିବାର ସମୁଦ୍ରକୂଳ ଯିବା ଉପରେ କଟକଣା

ନୂଆଦିଲ୍ଲୀ: ଆଉ ଏକ ରାଜ୍ୟରେ ବଢିଛି ଲକଡାଉନ ଅବଧି । ତାମିଲନାଡୁ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକଡାଉନ ଅବଧି ସେପ୍ଟେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାଜ୍ୟରେ ଲକଡାଉନ ଅବଧି…

ଭାବରେ ମୀରା, ହୃଦୟେ କୃଷ୍ଣ ଆଉ ଅଧରରେ ରାଧା ଓଡ଼ିଆ ଝିଅ ପ୍ରିୟଙ୍କା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଶ୍ରୀକୃଷ୍ଣଙ୍କ ଜନ୍ମଦିନରେ ନିଜର ଅନନ୍ୟ କଳାକୃତି ଜରିଆରେ ରାଧା, ମୀରା ଏବଂ କୃଷ୍ଣଙ୍କୁ ଜୀବନ୍ତ କରିଛନ୍ତି ଓଡ଼ିଆ ଝିଅ ପ୍ରିୟଙ୍କା ସାହାଣୀ । ଭଗବାନ କୃଷ୍ଣଙ୍କ ଜନ୍ମଦିନ ପୂର୍ବରୁ ଏପରି…