Browsing Category

Featured

ନୂଆ ମୋଟରଯାନ ଆଇନକୁ ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା, ଲାଗିଗଲା ୧ ଲକ୍ଷ ୧୩ ହଜାରର ଜୋରିମାନା

ନୂଆ ମୋଟର ଯାନ ଆଇନକୁ ଉଲ୍ଲଙ୍ଘନ କରିବାକୁ ଜଣେ ଯୁବକଙ୍କୁ ମୋଟା ଅଙ୍କର ଜୋରିମାନା ଭରିବାକୁ ପଡିଛି । ଭୋପାଳର ରାୟଗଡ ଜିଲ୍ଲାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜଣେ ବ୍ୟକ୍ତିଙ୍କ ଉପରେ ଅଧିକ ଜୋରିମାନା ଲାଗିଛି ।…

୨୦ରୁ ଶିଶୁ ଜନସଂପର୍କ ଅଭିଯାନ ଆରମ୍ଭ

ପୁରୀ,୧୪ ।୧(ଓଡିଶା ଭାସ୍କର): ଜାନୁଆରି ୨୦ରୁ ଆରମ୍ଭ ହେବାକୁ ଯାଉଛି ଶିଶୁ ଜନସଂପର୍କ ଅଭିଯାନ । ପୁରୀରୁ ଶୁଭାରମ୍ଭ କରିବ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପ୍ରଥମ ପର୍ଯ୍ୟାୟରେ ପୁରୀର ଡେଲାଙ୍ଗ, କଣାସ, ପିପିଲିରେ…

ପୁରୀରୁ ଗଡିବ ଆଉ ୨ଟି ଟ୍ରେନ୍

ପୁରୀ,୧୪ ।୧(ଓଡିଶା ଭାସ୍କର): ଆସନ୍ତା ସପ୍ତାହରୁ ପୁରୀରୁ ଗଡିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍ । ରାଜସ୍ଥାନର ଯୋଧପୁର ଓ ଅଜରେମକୁ ଚାଲିବ ଟ୍ରେନ୍ । ଜାନୁଆରୀ ୨୦ରୁ ଚାଲିବ ପୁରୀ-ଯୋଧପୁର ସ୍ୱତନ୍ତ୍ର ଟ୍ରେନ୍ । ପୁରୀରୁ…

୧୬ରେ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ,୧୪ ।୧: ଜାନୁଆରୀ ୧୬ରେ ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ସ୍ୱୀକୃତି ପାଇଥିବା ଟିକାକୁ ନେଇ ସାରା ଦେଶରେ ଟିକାକରଣ ହେବ । ଏନେଇ ସମସ୍ତ ରାଜ୍ୟକୁ ଟିକା ପଠାଯିବା ସହ ପାକ୍…

ବିଜେପିରେ ମିଶିଲେ ଜୀବନ ପ୍ରଦୀପ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ଆଜି ବିଜେପିରେ ପୁଣି ସାମିଲ ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ଉପସ୍ଥିତିରେ ଜୀବନ ଦଳରେ ସାମିଲ ହୋଇଛନ୍ତି ।…