Browsing Category

Featured

ପାର୍ଟନରକୁ ଏହି ୪ଟି କଥା ଅଧିକ ଦୁଃଖୀ କରିଥାଏ, ଝଗଡାବେଳେ ଭୁଲରେ ବି କୁହନ୍ତୁ ନାହିଁ

ବିବାହ ପରେ ଦମ୍ପତିଙ୍କ ମଧ୍ୟର ବେଳେବେଳେ ଛୋଟ ଛୋଟ କଥାକୁ ନେଇ ଝଗଡା ହୋଇଥାଏ, ଯାହାକି ସମ୍ପର୍କ ଭାଙ୍ଗିବାର ବଡ କାରଣ ହୁଏ । ଯଦିଓ ସମ୍ପର୍କରେ ସ୍ୱଚ୍ଛତା ବା ସତ କହିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବେଳେବେଳେ ସମ୍ପର୍କ…

ଚତୁର୍ଥ ଆସନ ପାଇଁ ବିଜେପି ଦେବନି ପ୍ରାର୍ଥୀ

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ଚତୁର୍ଥ ସିଟ୍ ପାଇଁ ବିଜେପି ପ୍ରାର୍ଥୀ ଦେବନି ବୋଲି ବିଜେପି କହିଛି । ଦଳର ସଂଖ୍ୟା ନଥିବାରୁ ଦଳ ପ୍ରାର୍ଥୀ ଦେବନି ।…

କରୋନା ଭାଇରସ୍ ପାଇଁ ଟିକା ପ୍ରସ୍ତୁତ, ଆସନ୍ତା ମାସରୁ ମଣିଷ ଉପରେ ପରୀକ୍ଷା କରିବ ଆମେରିକା !

କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ୧୦୮,୬୧୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୮୨୫ ଜଣଙ୍କର ମୃତ୍ୟୁ ହୋଇଛି । ୟୁରୋପିଅନ ଓ ଆମେରିକା ମଧ୍ୟ ଚୀନରୁ ବାହାରିଥିବା ଏହି ଭୂତାଣୁକୁ ନେଇ ଚିନ୍ତିତ ଅଛନ୍ତିି । ବର୍ତ୍ତମାନ…

ରାଜ୍ୟସଭା ଚତୁର୍ଥ ଆସନ ପାଇଁ ଲଢ଼ିବେ ମମତା ସାମନ୍ତରାୟ

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ରାଜ୍ୟସଭା ଚତୁର୍ଥ ଆସନ ପାଇଁ ସମାଜସେବୀ ମମତା ସାମନ୍ତରାୟ ଲଢ଼ିବେ । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ସମର୍ଥନ ଦେବା ନେଇ ସେ ଆଶାବାଦୀ ଅଛନ୍ତି । ବିଜେଡ଼ି ପ୍ରାର୍ଥୀନୀ ମମତା…

ଏନକାଉଣ୍ଟରରେ ଟଳିଲା ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୯ା୩: ଆଜି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ଘଟିଥିଲା । ଗୁଳିବିନିମୟ ଫଳରେ ଆତଙ୍କବାଦୀ ନିହତ ହୋଇଛି । ନିହତ…

ଉହାନରେ ପରିଣତ ହେଉଛି ଇଟାଲୀ, କରୋନାର ଦ୍ୱିତୀୟ ଭୟଭୀତ କେନ୍ଦ୍ର

ବିଶ୍ୱରେ କରୋନା ଭାଇରସର ହେତୁ ଯଦି କୌଣସ ଦେଶ ଅଧିକ ପ୍ରଭାବିତ ହୋଇଥାଏ, ତେବେ ତାହା ହେଉଛି ଚୀନ୍ ଓ ଇଟାଲୀ । ଚୀନରେ ବର୍ତ୍ତମାନ ସୁଦ୍ଧା ୮୦,୭୩୫ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩,୧୧୯ ଲୋକଙ୍କ ମୃତ୍ୟୁ…

ଫିକା ପଡ଼ିପାରେ ହୋଲି, ରାଜ୍ୟରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ହୋଲି ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆସନ୍ତାକାଲି ପବିତ୍ର ହୋଲି ପାଳନ ହେବ । ହୋଲି ଦିନ ବର୍ଷା ହେବାର ସମ୍ଭାବନା ରହିଛି । ୧୫ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହେବାର…