fbpx
Browsing Category

ବିଦେଶ

ବିଶ୍ୱର ପ୍ରଥମ ଘଟଣା: ବୃକ୍ଷଠାରୁ ମଣିଷ ଶରୀରରେ ବ୍ୟାପୁଛି ଏକ ଭୟଙ୍କର ଫଙ୍ଗସ, WHO ଜାରି କଲା ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷ ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ମଣିଷ କରୋନା, ବ୍ଲାକ ଫଙ୍ଗସ, ଓମିକ୍ରନ ଆଦି ବିଭିନ୍ନ ପ୍ରକାର ଭାରିଆଣ୍ଟର ସଂକ୍ରମଣର ଶିକାର ହେଉଛି । ତେବେ ଏହା ମଧ୍ୟରେ ପୁଣି ଏକ ଫଙ୍ଗସକୁ ନେଇ ବଡ଼…

ମାନବିକତାର ଉଦାହରଣ ସୃଷ୍ଟି କଲେ କ୍ୟାବ ଡ୍ରାଇଭର, ଯାତ୍ରୀଙ୍କୁ ଦାନ କଲେ କିଡନୀ, କାହାଣୀ ଜାଣିବା ପରେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜିକାଲି ଦୁନିଆ ଏପରି ହୋଇଗଲାଣି ଯେ, ଜନ୍ମ କଲା ପୁଅ ବି ନିଜ ବାପା ମାଆଙ୍କୁ ସାହାଯ୍ୟ କରିବା ପାଇଁ ୧୦ ଥର ଭାବୁଛି । କେତେକ ନିଜ ବାପା ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡିଦେଉଛନ୍ତି । ମଣିଷ ଯେଉଁଠି ନିଜର…

ମାଗଣା ଅଟା ଆଣିବାକୁ ଯାଇ ଦଳଚକଟା, ୧୧ ମୃତ, ୬୦ ଆହତ

ଇସଲାମାବାଦ: ପାକିସ୍ତାନରେ ବର୍ତ୍ତମାନ ଆର୍ଥିକ ସଂକଟ ଦେଖାଯାଇଥିବା ବେଳେ ସରକାରୀ କମ୍ପାନୀ ତରଫରୁ ଲୋକ ମାନଙ୍କୁ ମାଗଣାରେ ଅଟା ପ୍ରଦାନ କରାଯାଉଥିଲା । ମଗଣା ଅଟା ଆଣିବାକୁ ଯାଇ ଦଳାଚକଟାରେ ୧୧ ଜଣ ମୃତ୍ୟୁ ହୋଇଥିବା…

ଅସୁସ୍ଥ ହେଲେ ପୋପ୍ ଫ୍ରାନ୍ସିସ: ଶ୍ୱାସନଳୀରେ ସଂକ୍ରମଣ ପରେ ଡାକ୍ତରଖାନାରେ ଭର୍ତ୍ତି

ଭାଟିକାନ୍ ସିଟି: ଶ୍ୱାସନଳୀରେ ସଂକ୍ରମଣ ଯୋଗୁଁ ହଠାତ ଅସୁସ୍ଥ ହୋଇପଡିଛନ୍ତି ପୋପ୍ ଫ୍ରାନ୍ସିସ । ନିଶ୍ୱାସପ୍ରଶ୍ୱାସ କ୍ରିୟାରେ ଅସୁବିଧା ହେବାରୁ ରୋମର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ତେବେ…

Twitter ର ବଡ଼ ନିଷ୍ପତି, ତୃତୀୟ ଥର ପାଇଁ ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ:ବର୍ତ୍ତମାନ ଭାରତର ଲୋକମାନେ ପଡୋଶୀ ଦେଶ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଦେଖି ପାରିବେ ନାହିଁ। କାରଣ ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଅବରୋଧ କରାଯାଇଛି। ସୋସିଆଲ ମିଡିଆ…

ସମୟ ମଣିଷର ମୁଡ଼କୁ ପ୍ରଭାବିତ କରେ: ସକାଳୁ ଶାନ୍ତ ଓ ରାତିରେ ଚିଡ଼ଚିଡ଼ା, ବ୍ରେନରେ ଥିବା ‘Circadian rhythm’ ଘଣ୍ଟା କରୁଛି ଖେଳ,…

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ମୁଡ଼ ୨୪ ଘଣ୍ଟା ମଧ୍ୟରେ ଭିନ୍ନ ଭିନ୍ନ ରହିଥାଏ । କାହାକୁ ସକାଳୁ କାମ କରିବାକୁ ଭଲ ଲାଗେ ତ ଆଉ କିଏ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାର୍ଯ୍ୟରେ ବ୍ୟସ୍ତ ରହିଥାଏ । ମାତ୍ର ଦ୍ୱିପ୍ରହର…

ଚନ୍ଦ୍ରରେ କାଚ ମୋତି ରହିଛି, ଆଉ ସେଥିରେ ୩୦ ହଜାର କୋଟି ଲିଟର ଜଳ.. ଚୀନ ବୈଜ୍ଞାନିକଙ୍କ ଦାବି

ନୂଆଦିଲ୍ଲୀ : ଚନ୍ଦ୍ର ପୃଷ୍ଠାରେ ମାଟି ଓ ପାଣି ଥିବା ବୈଜ୍ଞାନିକମାନେ ପୂର୍ବରୁ ଆବିଷ୍କାର କରିଥିଲେ । କିନ୍ତୁ ଏବେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନା ଆସିଛି । ଏବେ ଚୀନ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଚନ୍ଦ୍ରରେ…

Apple ଲଞ୍ଚ କଲା ‘Buy Now Pay Later’ ସେବା: ସୁଧ ନାହିଁ କି ଫିସ୍ ନାହିଁ

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧା ପାଇଁ ଟେକ୍ କମ୍ପାନୀମାନେ ସର୍ବଦା ନୂଆ ନୂଆ ତଥା ଆକର୍ଷଣୀୟ ସେବା ଆଣିଥାନ୍ତି । ତେବେ ଏହା ମଧ୍ୟରେ ବିଶ୍ୱର ଅନ୍ୟତମ ମୋଷ୍ଟ ଭାଲୁଏବଲ କମ୍ପାନୀ ଆପଲ ୟୁଜର୍ସଙ୍କ ପାଇଁ ଏକ ବଡ଼ ଉପହାର…

ଅଜବ ଘଟଣା: ୪୧ ବର୍ଷୀୟ ଯୁବକ ୫୫୦ ସନ୍ତାନଙ୍କ ପିତା, ଶହ ଶହ ମହିଳାଙ୍କୁ ଦେଇଛନ୍ତି ଖାଲି ଧୋକ୍କା ଆଉ ଧୋକ୍କା!

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଦମ୍ପତ୍ତି ବିବାହ ପରେ ଗୋଟିଏ କିମ୍ବା ଦୁଇଟି ସନ୍ତାନକୁ ନେଇ ଖୁସିରେ ପରିବାର ଚଳାଉଛନ୍ତି । ବହୁତ କମ୍ ଲୋକଙ୍କର ୩/୪ ବା ତା’ଠାରୁ ଅଧିକ ସନ୍ତାନ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କୁ…

ହଠାତ୍ ମାଡ଼ି ଆସିଲା ଯମରୂପୀ ଅଗ୍ନିକାଣ୍ଡ: ଜଳିଗଲେ ୩୯ ଲୋକ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୩୦ ଜଣ

ନୂଆଦିଲ୍ଲୀ: କଥାରେ ଅଛି ଅଗ୍ନିକାଣ୍ଡଠାରୁ ଆଉ ବଡ଼ ବିପତ୍ତି ନାହିଁ । ଭୟଙ୍କର ନିଅାଁ ଆଗରେ ମଣିଷ ସତେ ଯେମିତି ଅସହାୟ ହୋଇ ପଡ଼େ । ତେବେ ଆଜି ଏପରି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଅଗ୍ନିର ଭୟଙ୍କର ତାଣ୍ଡବରେ…