Browsing Category
ବିଦେଶ
ୟୁକ୍ରେନ୍-ଋଷ ବିବାଦ:୧.୩୦ ଲକ୍ଷ ସେନା, ଯୁଦ୍ଧ ବିମାନ, ମିସାଇଲ୍ ଟ୍ୟାଙ୍କର୍…ୟୁକ୍ରେନକୁ ତିନି ପଟରୁ ଘେରିଲା ଋଷ
ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । କେବଳ ପରିସ୍ଥିତି ନୁହେଁ ବରଂ ଯୁଦ୍ଧ ତାରିଖ ମଧ୍ୟ ଘୋଷଣା କରିସାରିଲାଣି ଋଷ । ୟୁକ୍ରେନ୍ ସୀମାରେ ନିଜର ୧.୩୦ ଲକ୍ଷ ସେନାଙ୍କୁ…
ୟୁକ୍ରେନ ରାଷ୍ଟ୍ରପତି ଫେସବୁକରେ ଜଣାଇଲେ ଆକ୍ରମଣ ତାରିଖ, ଆମେରିକା କହିଲା- ତୁରନ୍ତ ଦେଶ ଛାଡ଼
ନୂଆଦିଲ୍ଲୀ: ୟୁକ୍ରେନ୍ ସୀମାରେ ଋଷ ନିଜ ୧.୩୦ ଲକ୍ଷ ସେନା ମୁତୟନ କରି ରଖିଛି । ସୀମାରୁ ହଟିବାର ନାଁ ଧରୁନାହିଁ ଋଷ । ଓଲଟା ସେନାଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛି । ଏନେଇ ଆମେରିକାରେ ଜଣେ ବରିଷ୍ଠ ଅଧିକାରୀ ସୂଚନା…
ପଦରୁ ହଟିବେ ଇମ୍ରାନ୍! ଆସିପାରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ହଟିବେ ଇମ୍ରାନ ଖାନ୍ ! ଇମ୍ରାନଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ହଟେଇବା ପାଇଁ ଏବେ ସବୁ ବିରୋଧୀ ଦଳ ଏକ ହୋଇଛନ୍ତି । ଆସନ୍ତା ଶୁକ୍ରବାର ଦିନ ସଂସଦରେ ଇମ୍ରାନଙ୍କ ବିରୋଧରେ…
ଚଳିତ ମାସ ଏହି ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ କରିବ ରୁଷ୍: ଆମେରିକା ଗୁପ୍ତଚର ସଂସ୍ଥା ରିପୋର୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ରୁଷିଆଙ୍କୁ ନେଇ ଯୁଦ୍ଧର ଆଶଙ୍କା ଜାରି ରହିଛି । ରୁଷିଆ ତିନିପଟରୁ ୟୁକ୍ରେନରୁ ଘେରି ସାରିଥିବାରୁ ଯେ କୌଣସି ସମୟରେ ସେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି ।…
ୟୁକ୍ରେନ୍ ସଙ୍କଟ: ଉଡ଼ାଣ ବାତିଲ, ଦେଶ ଛାଡ଼ିଲେଣି ନାଗରିକ; ଭାରତରେ ଉପରେ ବି ପଡ଼ୁଛି ପ୍ରଭାବ
ନୂଆଦିଲ୍ଲୀ: ଋଷ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ରୋକିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ବିବାଦ ଥମିବାର ନାଁ ନେଉନାହିଁ । ୟୁକ୍ରେନ ପ୍ରସଙ୍ଗରେ ଉଭୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଗୋଟେ ପଟେ…
ପାକିସ୍ତାନ ମେଡିକାଲ୍ କଲେଜରେ ଭାଲେଣ୍ଟାଇନ୍ ଡେ ପାଇଁ ସ୍ପେଶାଲ୍ ଡ୍ରେସ୍ କୋଡ୍, ଜାରି ହୋଇଛି ଗାଇଡଲାଇନ୍
ଇସଲାମାବାଦ୍: ଆଜି ସମଗ୍ର ବିଶ୍ୱ ପାଳନ କରୁଛି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ । ଏହା ଭିତରେ ପାକିସ୍ତାନର ଏକ ମେଡିକାଲ୍ କଲେଜ୍ ରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ଏହି…
ନେପାଳ: ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ, ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗ ଆଣିଲେ ସାଂସଦ
ନୂଆଦିଲ୍ଲୀ: ନେପାଳର ମୁଖ୍ୟ ବିଚାରପତି ଚୋଲେନ୍ଦ୍ର ଶମଶେର ଜେବୀ ରାଣାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ରୁଜୁ ହୋଇଛି । ରବିବାର ନେପାଳରେ ଶାସନରେ ଥିବା ମେଣ୍ଟ ସରକାରର ୧୦୦ ରୁ ଅଧିକ ସାଂସଦ ମୁଖ୍ୟ ବିଚାରପତିଙ୍କ…
ଭୂତକୁ ବିବାହ କରିବେ ମହିଳା: ରିସେପସନରେ ଯୋଗଦେବେ ମର୍ଲିନ ମୁନରୋ ଓ ସେକ୍ସପିୟର
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଇଂଲଣ୍ଡର ଜଣେ ମହିଳା ନିକଟ ଭବିଷ୍ୟତରେ ଜଣେ ଭୂତକୁ ବିବାହ କରିବେ ବୋଲି କହିଛନ୍ତି । ଇଲଣ୍ଡର ଅକ୍ସଫୋର୍ଡଶାୟର୍ରେ ରହୁଥିବା ୩୮ବର୍ଷୀୟା ବ୍ରୋକାଡୋ ଏମିତି ଦାବି…
ଏମିତି ବି ହୁଏ ପରିଣାମ: ପୁଅକୁ ଗାଳି କରିବା ପରିବାର ପାଇଁ ପଡିଛି ମହଙ୍ଗା
ନୂଆଦିଲ୍ଲୀ: ଗାଳି ବଦଳରେ ମିଳିଛି ଗୁଳି । ଭୟଙ୍କର ହୋଇଛି ପୁଅକୁ ଗାଳି କରିବାର ପରିଣାମ । ନିଜ ମାଆକୁ ଗୁଳି କରିଛି ନାବାଳକ ପୁଅ । ବାପାଙ୍କ ପିସ୍ତଲରୁ କରିଛି ନିର୍ମମ ହତ୍ୟା ।
ଆଜି ଏମିତି ଏକ ଭୟଙ୍କର ଘଟଣା…
ଅଲିମ୍ପିକ ସରିବା ପରେ ବିଶ୍ୱ ଦେଖିବ ଯୁଦ୍ଧର ଝଲକ: ନିଜ ଜିଦରେ ଅଟଳ ଶକ୍ତିଶାଳୀ ରୁଷ୍
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ଏକ ଭୟଙ୍କର ଯୁଦ୍ଧ ଆଶଙ୍କା ମଧ୍ୟରେ ରହିଛି । ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଜାରି ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ବିଶ୍ୱର ଅନେକ…