Browsing Category

ବିଦେଶ

କ୍ୟାଫେରେ ମାସ୍କ ପିନ୍ଧିଲେ ଦେବେ ୫ ଡଲାର ଫାଇନ୍, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କାୟା ମେଲାଇଛି କରୋନା ଭାଇରସ । ଏଥିପାଇଁ କେତେ କଡ଼ା ନିୟମ ଓ କଟକଣା ପାଳିବାକୁ ପଡୁଛି । ବିଭିନ୍ନ ଦେଶର ସରକାର ଲାଗୁ କରିଛି ନିୟମ । ତେବେ ଏହି ଭାଇରସଠାରୁ ରକ୍ଷା ପାଇବା ପାଇଁ ମାସ୍କକୁ…

ସାମନାକୁ ଆସିଲା ପଳାତକ ମେହୁଲ ଚୋକସୀର ଗର୍ଲଫ୍ରେଣ୍ଡଙ୍କ ହଟ୍ ଫଟୋ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀ ନିଜ ଗର୍ଲଫ୍ରେଣ୍ଡ ଚକ୍କରରେ ଡୋମିନିକାରେ ଧରାପଡିଥିବା କଥା ଆମେ ସମସ୍ତେ ଜାଣିଛେ । ବର୍ତ୍ତମାନ ତାର ଭାରତକୁ ପ୍ରତ୍ୟାର୍ପଣର ଆଇନଗତ ପ୍ରକ୍ରିୟା ଜାରି ରହିଛି । ଏହା…

ଚୀନରେ ‘ଆମେ ଦୁଇ ଆମର ଦୁଇ’ ଆଇନର ଅନ୍ତ, ଏବେଠାରୁ ତିନିଟି ଛୁଆଁ ଜନ୍ମ କରିବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: 'ଆମେ ଦୁଇ ଆମର ଦୁଇ' ଆଇନର ଅନ୍ତ ଘଟାଇଛନ୍ତି ଚୀନ ସରକାର । ଦେଶରେ ଜନସଂଖ୍ୟାର ଦ୍ରୁତ ହ୍ରାସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ନିକଟରେ ଜାରି ହୋଇଥିବା ଜନସଂଖ୍ୟା ହିସାବ ସମ୍ପର୍କିତ…

ଛାତ୍ର ସହ ଶାରିରୀକ ସମ୍ପର୍କ ରଖିଲେ ଶିକ୍ଷୟିତ୍ରୀ, ପରିଣାମ କଣ ହେଲା ଜାଣନ୍ତୁ…

ଭୁବନେଶ୍ୱର: ଶିକ୍ଷୟିତ୍ରୀ ପାର୍ କଲେ ସବୁ ସୀମା । ଭୁଲିଗଲେ ସବୁ ନୀତି-ନୈତିକତା । ନିଜ ଛାତ୍ର ସହ ରଖିଲେ ଶାରୀରିକ ସମ୍ପର୍କ । ଆଉ ଏହା ତାଙ୍କୁ ଖୁବ୍ ମହଙ୍ଗା ପଡ଼ିଲା । ସବୁଠି ନିନ୍ଦା ଓ ଚର୍ଚ୍ଚାର କାରଣ ପାଲଟିଲେ ।…

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇେଲେ ଟାରଜନ୍ ଅଭିନେତା ଜୋ ଲାରା

ୱାସିଂଟନ୍:  ଟେଲିଭିଜନ୍ ଚଳଚ୍ଚିତ୍ର ‘ଟାର୍ଜନ୍ ଇନ୍ ମାନ୍ହଟନ୍’ରେ ‘ଟାର୍ଜନ୍’ ଭୂମିକାରେ ଅଭିନୟ କରିଥିବା ଜୋ ଲାରାଙ୍କ ନିଧନ ହୋଇଯାଇଥିବା ଖବର ସାମନାକୁ ଆସିିଛି । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ…

ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫.୫୬ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୫୬ ହଜାର ୫୧୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୧୦ ଲକ୍ଷ ୧୫…

ଗର୍ଲଫ୍ରେଣ୍ଡଙ୍କ ସହ ଡୋମିନିକାକୁ ରୋମାଣ୍ଟିକ ଯାତ୍ରା କରିଥିଲେ ମେହୁଲ ଚୋକସି: ଆଣ୍ଟିଗୁଆ PM

ନୂଆଦିଲ୍ଲୀ: ଆଣ୍ଟିଗୁଆ ଏବଂ ବାରବୁଦାର ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ କାରିବିଆନ୍ ରୁ ମେହୁଲ ଚୋକସିଙ୍କ ରହସ୍ୟମୟ ଭାବରେ ନିଖୋଜକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି । ପଳାତକ ବ୍ୟବସାୟୀ ମେହୁଲ…

ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ହଠାତ୍ ପହଞ୍ଚିଗଲେ ମୁଖ୍ୟମନ୍ତ୍ରୀ, କରୋନା ଯୋଦ୍ଧା ଓ ରୋଗୀଙ୍କ ବଢ଼ାଇଲେ ମନୋବଳ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଦ୍ବିତୀୟ ଲହରର ପ୍ରକୋପରେ ସମଗ୍ର ଦେଶରେ ହାହାକାର ସ୍ଥିତି ଉପୁଜିଛି। ଯଦିଓ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି ତଥାପି ଅନେକ ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ରହିଛି।…

ଧୂମପାନ କରୁଥିବା ବ୍ୟକ୍ତିଙ୍କ କୋଭିଡ୍ ମୃତ୍ୟୁ ଆଶଙ୍କା ୫୦ ପ୍ରତିଶତ ଅଧିକ: ଡବ୍ଲୁଏଚଓ

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆଗକୁ ଆଉ କେତେ ବର୍ଷ ପର୍ଯ୍ୟନ୍ତ ଏହା ରହିବ ତାହା କହିବା ମୁସ୍କିଲ୍ । ଦ୍ୱିତୀୟ ଲହରରେ କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଅଧିକ ଦରକାର…

ସଇତାନର ଜାଲରେ ଫସିଲେ ପରିବାର: ନାବାଳିକାଙ୍କୁ ଜବରଦସ୍ତ ଉଠାଇ ନେଇ ସିନ୍ଦୁର ଦେଲା ବୃଦ୍ଧ ବର, ଝିଅର ଫେରିବା ବାଟକୁ ଚାହିଁ ରହିଛନ୍ତି…

ଗୁରୁଦାସପୁର: ପାକିସ୍ତାନରେ ଏକ ବିସ୍ମୟକର ଘଟଣା ଘଟିଛି । ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇ ପାଞ୍ଚଟି ସନ୍ତାନର ପିତା ବିବାହ କରିଛନ୍ତି । ଏହି ଘଟଣା ପରେ ନାବାଳିକା ନାୟବ ଗିଲଙ୍କ…