Browsing Category

ବିଦେଶ

ଡବ୍ଲୁଏମଓର ଚେତାବନୀ: ଆଗାମୀ ୫ବର୍ଷ ମଧ୍ୟରେ ୪୦ ପ୍ରତିଶତ ବଢ଼ିବ ପୃଥିବୀର ତାପମାତ୍ରା

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ପଛର ମୂଳ କାରଣ ହେଲା ପ୍ରତିଦିନ ନିର୍ମାଣ ହେଉଥିବା ଶିଳ୍ପ ସଂସ୍ଥା ଏବଂ ବହ ବଡ ଅଟ୍ଟାଳିକା । ଏସବୁକୁ ନିର୍ମାଣ କରିବା ପାଇଁ ଯେଉଁଭଳି…

ଗୋପନରେ ବାହାହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍: ଉତ୍ସବରେ ସାମିଲ ହେଲେ ମାତ୍ର ୩୦ ଜଣ ଅତିଥି

ଲଣ୍ଡନ: : କରୋନା କାଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ମଙ୍ଗେତର କ୍ୟାରି ସାଇମଣ୍ଡସଙ୍କୁ ଗୋପନରେ ବିବାହ କରିଥିବା ଜଣାପଡ଼ିଛି । ଏହି ଅବସରରେ…

ଭାଇରସ୍ ବିରୋଧରେ କାମ କରୁନାହିଁ ଭ୍ୟାକ୍ସିନ୍, ତେଣୁ ଟିକାକରଣ ଧିମେଇ ଯାଇଛି ବୋଲି ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଘାତକ କରୋନା ଭାଇରସ୍ ସାର୍ସ-କୋଭ-୨ ବିରୋଧରେ ଭ୍ୟାକ୍ସିନ କାମ କରୁନାହିଁ । ଏନେଇ କୋଭିଡ୍ ଟିକା ସେପରି ଫଳପ୍ରଦ ହେଉନଥିବା ଜଣାପଡ଼ିଛି । ଫଳରେ ଦକ୍ଷିଣ ଆଫ୍ରିକାରେ…

କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୪୭ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୪୭ ହଜାର ୮୭୩ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୬ ଲକ୍ଷ ୧୦…

ଉହାନ୍ ଲ୍ୟାବରୁ ହିଁ ସୃଷ୍ଟି ହୋଇଥିଲା କରୋନା ଭାଇରସ୍, ମିଳିଲା ୟୁନିକ୍ ଫିଙ୍ଗରପ୍ରିଣ୍ଟ୍, ଜାଣନ୍ତୁ ନୂଆ ଅଧ୍ୟୟନର ଦାବି…

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତିକୁ ନେଇ ସନ୍ଦେହଘେରରେ ରହିଥିବା ଚୀନର ଅସଲ ରୂପ ଖୁବ୍ ଶୀଘ୍ର ବିଶ୍ୱ ସାମ୍ନାକୁ ଆସିବ । ମହାମାରୀ ଭୂତାଣୁର ସୃଷ୍ଟିକୁ ନେଇ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆମେରିକା ଓ…

ଭାରତର ‘ର’ କୁ ଫସାଇବାକୁ ଚାହୁଥିଲା ପାକିସ୍ତାନ, କୋର୍ଟରେ ଫସରଫାଟିଲା ଚକ୍ରାନ୍ତ; ଜାଣନ୍ତୁ କେମିତି…

ଆତଙ୍କର ଆଡ୍ଡାସ୍ଥଳ ତଥା ଆତଙ୍କର ବୋସ୍ ବୋଲି କୁହାଯାଉଥିବା ପାକିସ୍ତାନ ସର୍ବଦା ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବା ସହ ସେଭଳି କାର୍ଯ୍ୟକଳାପ କରିଆସୁଛି । କିନ୍ତୁ ସାରା ବିଶ୍ୱ ଜାଣିସାରିଛି ପାକିସ୍ତାନର ଏଭଳି…

ୟୁଏଇକୁ ସ୍ଥାନାନ୍ତର ହେବ ଆଇପିଏଲ୍-୨୦୨୧: ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ଅବଶିଷ୍ଟ ମ୍ୟାଚ୍, ସୂଚନା ଦେଲା ବିସିସିଆଇ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ କରାଯିବ । ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି ।…

ବ୍ରିଟେନରେ ପୁଣି ଥରେ ମୁଣ୍ଡ ଟେକିଲା କରୋନା ସଂକ୍ରମଣ, ବଢିଲା ତୃତୀୟ ଲହରର ବିପଦ

ଲଣ୍ଡନ : ବ୍ରିଟେନରେ କରୋନାର ତୃତୀୟ ଲହରର ବିପଦ ଘନେଇବାରେ ଲାଗିଛି। ଶୁକ୍ରବାର ଦେଶରେ ୪୧୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ମାସରେ ଆଜିର କେସ୍ ସର୍ବାଧିକ ରହିଛି । ପୁଣି ଥରେ ସଂକ୍ରମଣ ମୁଣ୍ଡ…

୧୯୭୮ରେ ବନ୍ଦ ହୋଇଥିବା ଆବାସିକ ସ୍କୁଲ ପରିସରରୁ ମିଳିଲା ଶହ ଶହ ପିଲାଙ୍କ କଙ୍କାଳ!

ଟରଣ୍ଟୋ: କାନାଡ଼ାର ଏକ ଆବାସିକ ସ୍କୁଲ ପରିସରରୁ ୨୧୫ ଜଣ ପିଲାଙ୍କ ଦେହାବଶେଷ ମିଳିଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ଏନେଇ ଅବଗତ ହେବା ପରେ ଏହାକୁ ଏକ ହୃଦୟ ବିଦାରକ ଘଟଣା ବୋଲି ଅଭିହିତ କରିଛନ୍ତି । ସମସ୍ତ…

କୋଭିଡ୍ ରିଲିଫ୍ ଫଣ୍ଡରୁ ନେଲେ ୩୬ କୋଟିର ଲୋନ୍: ତା’ପରେ ଫରାରି, ବେଣ୍ଟଲେ ଓ ଲମ୍ବୋର୍ଗିନୀ କିଣି ଛୁଟି ମନାଇଲେ ଯୁବକ

କାଲିଫର୍ଣ୍ଣିଆ: ବର୍ତ୍ତମାନ କରୋନା ସମୟରେ ଲୋକମାନେ ନିଜ ଜୀବନ ଜୀବିକା ହରାଇ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି । ତେଣୁ ଲୋକଙ୍କୁ ସହାୟତା କରିବା ପାଇଁ କାଲିଫର୍ଣ୍ଣିଆ ସରକାର ‘ପେଚେକ୍ ପ୍ରୋଟେକ୍ସନ…