Browsing Category

ବିଦେଶ

ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ସାମାନ୍ୟ ଫେସବୁକ ପୋଷ୍ଟ ପାଇଁ ଜାଳିଦେଲେ ୨୦ଟି ଘର; ସ୍ଥିତି ଉଦ୍ବେଗଜନକ

ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ହିନ୍ଦୁ ମାନଙ୍କ ମୁଖ୍ୟ ପୂଜା ଦୁର୍ଗା ମା'ଙ୍କର ପୁଜା ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନି । ବାଂଲାଦେଶର…

ସାଓମି, ଆପଲ୍ ଓ ସାମସଙ୍ଗ, ଜାଣନ୍ତୁ ନମ୍ବର-୧ରେ ରହିଛି କେଉଁ ସ୍ମାର୍ଟଫୋନ୍ କମ୍ପାନୀ

ନୂଆଦିଲ୍ଲୀ: ଗ୍ଲୋବାଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ୍ କୁ ନେଇ ରିସର୍ଚ୍ଚ ଫର୍ମ କାନାଲିସ୍ (ଉବଦ୍ଭବକ୍ଷଚ୍ଚଗ୍ଦ)ର ଏକ ରିପୋର୍ଟରେ ସାଓମିକୁ ତୃତୀୟ ସ୍ଥାନ ମିଳିଛି । ଦ୍ୱିତୀୟରେ ରହିଛି ଆପଳ୍ ସ୍ମାର୍ଟଫୋନ୍ ଓ ପ୍ରଥମ…

ପାୱର କ୍ରାଇସିସ୍ ଭାଙ୍ଗିଲା ଚାଇନାର ମେରୁଦଣ୍ଡ, ତିନି ମାସ ମଧ୍ୟରେ ଖସିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ପାୱାର କ୍ରାଇସିସ୍, ସପ୍ଲାଇ ଚେନରେ ଦୁର୍ବଳତା, କରୋନାର ନୂଆ ଲହର କାରଣରୁ ଚାଇନାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଫଳରେ ଜୁଲାଇ-ସେପ୍ଟେମ୍ବର ତିନିମାସ ମଧ୍ୟରେ ଡ୍ରାଗନର ଇକୋନୋମିକ୍ ଗ୍ରୋଥ୍ ରେଟ୍…

ହାଇତିରେ ୧୭ ଆମେରିକୀୟ ମିଶନାରୀଙ୍କୁ ଅପହରଣ

ନୂଆଦିଲ୍ଲୀ: ହାଇତିର ରାଜଧାନୀ ପୋର୍ଟ-ଅ-ପ୍ରିନ୍ସରେ ଶନିବାର ୧୭ ଜଣ ଆମେରିକୀୟ ଖ୍ରୀଷ୍ଟିଆନ ମିଶନାରୀ ଏବଂ ସେମାନଙ୍କ ପରିବାରକୁ କୌଣସି ଗ୍ୟାଙ୍ଗ ମେମ୍ବର ଅପହରଣ କରି ନେଇଥିବା ନେଇ ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ…

ବାଂଲାଦେଶରେ ଇସ୍କନ ମନ୍ଦିରରେ ହିନ୍ଦୁ ଭକ୍ତଙ୍କୁ ପିଟିପିଟି ମାରିଦେଲେ, ସାମନାକୁ ଆସିଲା ଭିଡିଓ

ଢ଼ାକା: ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ହମଲା ଜାରି ରହିଛି । ଶୁକ୍ରବାର ଦିନ ନୋଆଖାଲୀ ଅଞ୍ଚଳରେ ଥିବା ଇସ୍କନ ମନ୍ଦିର ଉପରେ ବିରୋଧୀ ମାନେ ଆକ୍ରମଣ କରିଥିଲେ । ମନ୍ଦିରରେ ଅନେକ ଭଙ୍ଗାରୁଜା କରିବା ସହିତ ମା'…

ଆଫଗାନ୍ ସ୍ଥିତିକୁ ନେଇ ଦିଲ୍ଲୀରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ; ପାକିସ୍ତାନକୁ ପଠାଗଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଭାରତ ଆସନ୍ତା ମାସରେ ଆଫଗାନିସ୍ତାନର ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି । ଯେଉଁଥିରେ ପାକିସ୍ତାନ ମଧ୍ୟ ଯୋଗ ଦେଇପାରେ । ତେଣୁ ଭାରତ, ପାକିସ୍ତାନକୁ ଆମନ୍ତ୍ରିତ କରିଛି । କାବୁଲ…

ସ୍ୱାମୀର ଥିଲା ଅବୈଧ ସମ୍ପର୍କ: ଗୁଳି ମାରିବା ପରେ ଶବକୁ ଛୋଟ ଛୋଟ ଖଣ୍ଡରେ କାଟିଲା

ନୂଆଦିଲ୍ଳୀ: ଅବୈଧ ସମ୍ପର୍କ ପଡିଲା ମହଙ୍ଗା । ନିଜ ସ୍ୱାମୀର ଅବୈଧ ସମ୍ପର୍କ ବିଷୟରେ ଜାଣିବା ପରେ ରାଗରେ ସ୍ୱାମୀକୁ ଗୁଳି ହତ୍ୟା କରିଛି ଏହି ପତ୍ନୀ । ରାଗ ଏତେ ଥିଲା କି ହତ୍ୟା ପରେ ମଧ୍ୟ ରାଗ ଶାନ୍ତ ହୋଇନଥିଲା ।…

ଦିନକରେ ଆୟ କଲେ ୪୪ ହଜାର କୋଟି: ଜାଣନ୍ତୁ କିଏ ଏହି ଶିଳ୍ପପତି

ନୂଆଦିଲ୍ଲୀ:ଇଲେକ୍ଟ୍ରିକ କାର କମ୍ପାନୀ ଟେସଲା ସିଇଓ ଏଲନ ମସ୍କ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଗୋଟିଏ ଦିନରେ ସେ ୪୫୪୭୧ କୋଟି ଟଙ୍କା ଆୟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଶୁକ୍ରବାର ଟେସଲାର…

କେବେ ଭାବିଛନ୍ତି କି ମରିଯିବା ପରେ ଆପଣଙ୍କ ଗୁଗୁଲ ଡାଟା କଣ ହେବ? ଚାଲନ୍ତୁ ଜାଣିବା ବିସ୍ତାରରେ

ନୂଆଦିଲ୍ଲୀ: ଆପଣ ମାନେ କେବେ ଭାବିଛନ୍ତି କି ଆପଣ ଯଦି କୌଣସି କାରଣରୁ ମରିଯାଆନ୍ତି ତେବେ ଏହାପରେ ଗୁଗୁଲ ଅବା ଆପଲ୍ କ୍ଲାଉଡ୍ ସର୍ଭିସ୍ ରେ ସେଭ୍ ହୋଇ ରହିଥିବା ଡାଟାର କଣ ହୁଏ? ଏ ବିଷୟରେ ଗୁଗୁଲ୍ ଭାବିଚିନ୍ତି ଏକ…

କାମ ଦେଲାନି ଜି ହଜୁର, ପାକିସ୍ତାନକୁ ନିଜର ଔକାତ ଦେଖାଇଲା ଚୀନ, କହିଲା- ପ୍ରଥମେ କ୍ଷତିପୂରଣ ଦିଅ ତା ପରେ…

ନୂଆଦିଲ୍ଲୀ : ପାକିସ୍ତାନର ପରମ ମିତ୍ର ଚୀନ ଦାସୁ ଡ୍ୟାମ ପ୍ରୋଜେକ୍ଟରେ ପ୍ରାଣ ହରାଇଥିବା ଚୀନ ଇଞ୍ଜିନିୟରଙ୍କ ପାଇଁ ପାକିସ୍ତାନଠୁ ୨୮୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି । ପାକିସ୍ତାନ ଖବରକାଗଜ ବିଜନେସ…