Browsing Category
ଦେଶ
ଭାରତରେ ପାଣିପାଗର ଏପରି ଅବସ୍ଥା: କିଛି ରାଜ୍ୟରେ ଗରମର ତାଣ୍ଡବ, କିଛି ରାଜ୍ୟରେ ବନ୍ୟାର ପ୍ରକୋପ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଭୀଷଣ ଗରମର ମାହୋଲ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନର କିଛି ଭାଗରେ ତାପମାତ୍ରା ୪୯ ଡିଗ୍ରୀ ଟପିଲାଣି । ଅନ୍ୟପକ୍ଷରେ ଅସମ, କେରଳରେ…
ବାହାଘର ପାର୍ଟିରେ ନାଚୁଥିଲେ ବର-କନିଆ: ଅଚାନକ୍ ଝଡ଼ ଆସିବାରୁ ଧରାଶାୟୀ ହେଲା ଟେଣ୍ଟ (ଦେଖନ୍ତୁ Video)
ରୁଦ୍ରପୁର: ଚାଲିଥିଲା ୨ ଭାଇଙ୍କ ବାହାଘରର ପାର୍ଟି, ଜମିଥିଲା ନାଚଗୀତର ଆସର । କିନ୍ତୁ ସବୁକିଛି ମାଟିରେ ମିଶାଇ ଦେଲା ଭୟଙ୍କର ଝଡ଼ । ଅଚାନକ୍ ଆସିଥିବା ଝଡ଼ ଯୋଗୁଁ ବାହାଘର ପାର୍ଟିରେ ହଇଚଇ ସୃଷ୍ଟି ହୋଇଥିଲା । ଝଡ଼…
ଭୁଲ୍ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ପ୍ରାଣ
ଭୁଲ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ । କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କ ଭୁଲ୍ ପ୍ଲାଷ୍ଟିକ ସର୍ଜରୀ ଯୋଗୁଁ ମୃତ୍ୟୁ ହୋଇଛି । ମଙ୍ଗଳବାର ବେଙ୍ଗାଲୁରୁର ଏକ ବେସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି…
ମାଡ୍ରାସ ହାଇକୋର୍ଟ ଇତିହାସରେ ପ୍ରଥମ, ହ୍ୱାଟ୍ସଆପରେ ରାୟ ଶୁଣାଇଲେ ଜଜ୍…
ମାଡ୍ରାସ୍ ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଜଜ୍ ମାମଲାର ଶୁଣାଣି ହ୍ୱାଟ୍ସଆପ୍ ଜରିଆରେ କରିଛନ୍ତି । ଏହି ଶୁଣାଣି ରବିବାର ଛୁଟି ଦିନରେ କରାଯାଇଛି । ବିଚାରପତି ବିବାହ ସମାରୋହରେ ଯୋଗଦେବା ପାଇଁ ସହରରୁ…
ମହା ବିକାଶ ଅଘାଡିରେ ଫାଟ: ମେଣ୍ଟରୁ ଓହରିବା ନେଇ ସୋନିଆ ନେବେ ଅନ୍ତିମ ନିଷ୍ପତ୍ତି
ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ଏନସିପି, ଶିବସେନା ଏବଂ କଂଗ୍ରେସର ମିଳିତ ସରକାର ଜାରି ରହିଥିବା ବେଳେ ସମୟ ସମୟରେ ଏଥିରେ ଫାଟ ନେଇ ଖବର ଆସିଥାଏ । ଏନସିପି ଓ କଂଗ୍ରେସ ମଧ୍ୟରେ ଦିନକୁ ଦିନ କଳି ବଢୁଥିବାରୁ ମେଣ୍ଟ…
ପରସ୍ପରକୁ ଭଲପାଇ ବସିଲେ ୨ ଭଉଣୀ: ଘରୁ ଫେରାର ହୋଇ ମନ୍ଦିରରେ କଲେ ବିବାହ , ଆଉ ତା’ ପରେ…
ନୋଏଡା: ସମଲିଙ୍ଗୀ ବିବାହ ବିଷୟରେ ତ ଆପଣମାନେ ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାରେ ୨ ସମଲିଙ୍ଗୀ ଭଉଣୀ ପରସ୍ପରକୁ ବିବାହ କରିଥିବା ମାମଲା ସାମ୍ନାକୁ ଆସିଛି । ଜଣେ ଯୁବତୀ ନିଜ…
ପ୍ରତିଦିନ ୫ ଲକ୍ଷ ସ୍ପାମ ଆକାଉଣ୍ଟ ଡିଲିଟ୍ କରୁଛି ଟ୍ୱିଟର: ପରାଗ ଅଗ୍ରୱାଲ
ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ସୋମବାର ଏକାଧିକ ଟ୍ୱିଟ୍ କରି ଦର୍ଶାଇଛନ୍ତି ଯେ କଭଳି ଟ୍ୱିଟରରେ ପ୍ରକୃତ ଲୋକଙ୍କୁ ଅସୁବିଧାରେ ପକାଇବା ପାଇଁ ସ୍ପାମ କରାଯାଉଛି । ଆଉ ସେ କହିଛନ୍ତି କିପରି ପ୍ରତି ସପ୍ତାହରେ ଲକ୍ଷ ଲକ୍ଷ…
ମ୍ୟାରିଟାଲ ରେପ୍ ବୈଧ କି ଅବୈଧ: ଦିଲ୍ଳୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍
ନୂଆଦିଲ୍ଳୀ: ବୈବାହିକ ଦୁଷ୍କର୍ମ ବା ମ୍ୟାରିଟାଲ୍ ରେପକୁ ନେଇ ସର୍ବଦା ଭିନ୍ନ ମତ ପୋଷଣ ହୋଇଛି । ସମାଜ ତଥା ସୋସିଆଲ ମିଡିଆରେ ଏହାକୁ ନେଇ ଭିନ୍ନ ମତ ପୋଷଣ କରାଯାଉଥିବା ବେଳେ ଦିଲ୍ଳୀ ହାଇକୋର୍ଟର ଖଣ୍ଡପୀଠ ମଧ୍ୟ ଏହାକୁ…
ପୁଞ୍ଜି ବଜାରରେ ଲିଷ୍ଟ ହେଲା ଏଲ୍ଆଇସିର ଶେୟାର: ଏତିକି ରହିଲା ପ୍ରାରମ୍ଭିକ ମୂଲ୍ୟ
ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାରରେ ପ୍ରବେଶ କରିଛି ଭାରତୀୟ ଜୀବନ ବୀମା ନିଗମ । ମଙ୍ଗଳବାର ଭାରତ ଇତିହାସରେ ସବୁଠାରୁ ବଡ ଷ୍ଟକ୍ ଭାରତୀୟ ବଜାରରେ ଲଞ୍ଚ ହୋଇଯାଇଛି । ମେ ୪-୯ ଯାଏଁ ଏହାର ଆଇପିଓ ବିକ୍ରି ହୋଇଥିବା ବେଳେ…
ଟ୍ରେନ୍ ବଦଳରେ ରେଲୱେ ଟ୍ରାକରେ ଗଡ଼ିଲା ଟ୍ରାକ୍ଟର: ଦେଖନ୍ତୁ ଭାଇରାଲ୍ ଭିଡିଓ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ବିଶ୍ୱାସ କରିବା କଷ୍ଟକର ହୋଇପଡୁଛି । ସେହିପରି ନିକଟରେ ଏପରି ଏକ ଜୁଗାଡ଼ୁ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ବି…