Browsing Category

ଦେଶ ବିଦେଶ

Jacqueline Fernandezଙ୍କ ଗୀତ ସବୁଠାରୁ ଅଧିକ ଶୁଣିଥିବା ବ୍ୟକ୍ତିଙ୍କୁ ଆଇଫୋନ ଗିଫ୍ଟ ଦେବେ ଠକ ସୁକେଶ

ନୂଆଦିଲ୍ଲୀ: ୨୦୦ କୋଟି ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖର ଚର୍ଚ୍ଚାରେ ରହିଛନ୍ତି । ସେ କିଛି ନା କିଛି ଏପରି କରନ୍ତି ଯେଉଁଥି ପାଇଁ ସେ ଚର୍ଚ୍ଚାରେ ରହିଥାଆନ୍ତି । ସେ ଜ୍ୟାକଲିନ…

ଦିନକୁ ମାତ୍ର ୧୨ ମିନିଟ ନିରବ ରହିଲେ ମିଳିବ ଚମତ୍କାର ଫାଇଦା: ଷ୍ଟ୍ରେସ ହର୍ମୋନ ସ୍ତର ହ୍ରାସ ପାଇବ, ସୃଜନଶୀଳତା ଓ ଏକାଗ୍ରତା ବଢ଼ିବ

ନୂଆଦିଲ୍ଳୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ଚାପରେ ରହୁଥିବା ଦେଖାଯାଉଛି । ପାରିବାରିକ ସମସ୍ୟା, ବୃତ୍ତିଗତ ଜୀବନରେ କାର୍ଯ୍ୟ ଭାର ଚିନ୍ତା, ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟଗତ ସମସ୍ୟା ଆଦି ବିଭିନ୍ନ…

ଭାରତର ଲୋକସଭା ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରୁଛି ଆମେରିକା: ଋଷ

ନୂଆଦିଲ୍ଳୀ: ଦେଶରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇସାରିଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଭାରତର ଲୋକସଭା ନିର୍ବାଚନରେ…

ବିମାନ ବାଥରୁମରେ କରୁଥିଲେ ଏହି କାମ, ଧରାପଡ଼ିଲେ ଯାତ୍ରୀ, FIR ରୁଜୁ କଲେ ସୁରକ୍ଷା ଅଧିକାରୀ

ମୁମ୍ବାଇ: ଆଜିକାଲି ସିଗାରେଟ୍ ଟାଣିବା ଏକ ସାଧାରଣ କଥା । କିଛି ଲୋକମାନେ ନିଜ ଦୁଃଖ ଭୁଲିବା ପାଇଁ ତ ଆଉ କେତେ ଜଣ ସମାଜରେ ସ୍ଟାଟସ୍ ମେଣ୍ଟେନ୍ କରିବା ପାଇଁ ସିଗାରେଟ୍ ଟାଣିଥାନ୍ତି । ଆଉ ବେଳେ ବେଳେ ଏହି ନିଶା ଏତେ…

ଦୁଷ୍କର୍ମର ଶିକାର ହେଲେ ପୂର୍ବତନ ବିଧାୟକଙ୍କ ଝିଅ, ଏବେ ଫଟୋ ଭାଇରାଲ କରିଦେବ କହି ଏହି ଜିନିଷ ଡିମାଣ୍ଡ କରୁଛି ଅଭିଯୁକ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁରାଦାବାଦରେ ସମାଜବାଦୀ ପାର୍ଟୀର ପୂର୍ବତନ ବିଧାୟକଙ୍କ ବିବାହିତ ଝିଅଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି । ପୀଡିତ ମହିଳାଙ୍କ ଅଭିଯୋଗ ରହିଛି ଯେ, ତାଙ୍କ ସହ ରେପ…

ବ୍ୟାଙ୍କ କର୍ମଚାରୀଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ: ଜିରୋ ବା କମ୍ ସୁଧ ବିଶିଷ୍ଟ ଲୋନ୍ ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କୁ ଲାଗିଛି ଏକ ବଡ଼ ଝଟକା । ଶୂନ ବା କମ୍ ସୁଧ ବିଶିଷ୍ଟ ଲୋନ୍ ଉପରେ କର୍ମଚାରୀଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ସୁପ୍ରିମକୋର୍ଟଙ୍କ ତରଫରୁ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ଝଟକା ଲାଗିଛି ।…

Air India Express: ଏକ ସାଙ୍ଗରେ ଅସୁସ୍ଥ ଥିଲେ ୧୦୦ କର୍ମଚାରୀ, ଚାକିରିରୁ ବିଦା କଲା ଏୟାରଲାଇନ

ନୂଆଦିଲ୍ଲୀ: ବିନା କୌଣସି କାରଣରେ ସାମୁହିକ ଭାବେ ଅସୁସ୍ଥ ଥିବା କହି ଛୁଟି ନେଇଥିବା କର୍ମଚାରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଚାକିରିରୁ ବାହାର କରିଦେଇଛି । ଟାଟା ଗ୍ରୁପର ଏୟାର ଇଣ୍ଟିଆ…

ପିଓକେ ଭାରତକୁ ଫେରିବା ପ୍ରସ୍ତାବ ଉପରେ ସଂସଦରେ ସମସ୍ତ ରାଜନୈତିକ ଦଳ ସହମତ: ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଭାରତକୁ ଫେରିବା ପ୍ରସଙ୍ଗକୁ ନେଇ ବର୍ଷ ବର୍ଷ ଧରି ଚର୍ଚ୍ଚା ଲାଗି ରହିଛି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା…

ଯାତ୍ରୀମାନଙ୍କୁ ଏହି ଅପସନ୍ ଦେଲା ଏୟାର ଇଣ୍ଡିଆ ଏକ୍ସପ୍ରେସ, ଏବେ ଆହୁରି ବି ହୋଇପାରେ ଫ୍ଲାଇଟ କ୍ୟାନସେଲ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ବୁଧବାର ଦିନ ୯୦ ରୁ ଅଧିକ ଫ୍ଲାଇଟ କ୍ୟାନ୍ସେଲ ହୋଇଛି । ଯେଉଁ କାରଣରୁ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ବର୍ତ୍ତମାନ ଇଣ୍ଡିଆ ଏକ୍ସପ୍ରେସ…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାରତୀୟ ଯୁବକଙ୍କୁ ସାମିଲ କରାଇବା ଅଭିଯୋଗରେ ୪ଜଣଙ୍କୁ ଗିରଫ କଲା CBI

ନୂଆଦିଲ୍ଲୀ: ଭାରତୀୟ ଯୁବକଙ୍କୁ ଭଲ ଚାକିରି ଦେଇ ରୁଷିଆ ସେନାରେ ଯୋଗ ଦେବାକୁ ପ୍ରଲୋଭନ ଦେଖାଇଥିବା ମାନବ ଚାଲାଣ ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି। ସିବିଆଇ ଏକ ବିବୃତିରେ କହିଛି…