Browsing Category

ଦେଶ ବିଦେଶ

ମୋଦୀ କହିଲେ, ‘ମୁଁ କେଶକୁ କଲର କରି ଧଳା କରିଥାଏ, କାରଣ..’ ଗେମର୍ସଙ୍କ ସହ ସାକ୍ଷାତ ସମୟରେ ଏପରି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତି ସହିତ ଅନ୍ୟ କ୍ଷେତ୍ରର ଲୋକମାନଙ୍କ ସହ ବି ମିଶିବାକୁ ପସନ୍ଦ କରିଥାନ୍ତି । ନିକଟରେ ସେ ମାଇକ୍ରୋସଫ୍ଟ ନିର୍ମାତା ଓ ଜଣାଶୁଣା ଟେକ୍ନୋକ୍ରାଟ ତଥା ସମାଜସେବୀ ବିଲ୍…

ନିର୍ବାଚନ ପାଖେଇ ଆସୁଥିବାରୁ ବଢ଼ୁଛି ଭୋଟର ଆଇଡି କାର୍ଡ ଡାଉନଲୋଡ୍ ସ୍କାମ୍: ଜାଣନ୍ତୁ କିପରି ବର୍ତ୍ତିବେ

ନୂଆଦିଲ୍ଲୀ : ଦେଶରେ ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ସେମାନଙ୍କର ଭୋଟର ପରିଚୟ ପତ୍ର ଡାଉନଲୋଡ୍ କରୁଛନ୍ତି । ଏହି ସମୟରେ ଠକାମି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀମାନେ ମଧ୍ୟ…

ଭାରତରେ ଏମିତି ଏକ ହନୁମାନ ମନ୍ଦିର ଅଛି, ଯେଉଁଠାରେ ମୁସଲମାନ ମାନେ ମଧ୍ୟ ପୂଜା କରିବାକୁ ଆସିଥାନ୍ତି

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପ୍ରଭୁ ହନୁମାନଙ୍କ ମହତ୍ତ୍ୱ ବେଶ ରହିଛି । ହନୁମାନ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଥିଲେ । ଏହି କାରଣରୁ ଭାରତର ଅନେକ ସ୍ଥାନରେ ହନୁମାନଙ୍କ ଅନେକ ମନ୍ଦିର ଏବଂ ପୀଠ…

ଦିଲ୍ଲୀ NCRବାସୀଙ୍କ ପାଇଁ ଖୁସି ଖବର, ଏଣିକି ହ୍ୱାଟ୍ସଆପରେ ବୁକ୍ କରିପାରିବେ DTC ବସ୍ ଟିକେଟ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜିରେ ନୂତନ ଫିଚର ମନୁଷ୍ୟ ଜୀବନକୁ ଆହୁରି ସରଳ କରିଦେଇଛି । ବର୍ତ୍ତମାନ ଘରେ ବସି ବ୍ୟକ୍ତି କିଛି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିପାରୁଛି । ବର୍ତ୍ତମାନ…

୧ ମେ’ରୁ ଦେଶର ଏହି ସ୍ଥାନଗୁଡ଼ିକରେ ବିକ୍ରି ହେବନି OnePlus ଫୋନ୍, ଟାବଲେଟ୍! ଖୁଚୁରା ବ୍ୟବସାୟୀମାନେ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଦକ୍ଷିଣ ଭାରତ ସଂଗଠିତ ରିଟେଲର୍ସ ଆସୋସିଏସନ୍ (ଓଆରଏ) ଆସନ୍ତା ୧ ମେ’ରୁ ତାରିଖରୁ ନିଜର ପ୍ରତିଷ୍ଠାନରେ ୱାନପ୍ଲସ୍ ପ୍ରଡକ୍ସ ବିକ୍ରି ବନ୍ଦ କରିବାକୁ ଧମକ ଦେଇଛି । କମ୍ପାନୀ ସହିତ ସମାଧାନ ହୋଇନଥିବା ବିବାଦ…

‘ନେତାଙ୍କର ବି ପ୍ରାଇଭେସୀ ଅଧିକାର ରହିଛି’, ସୁପ୍ରିମକୋର୍ଟଙ୍କ ଏପରି ଟିପ୍ପଣୀ ନେତାଙ୍କ ପାଇଁ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଚଳିତ ସପ୍ତାହରେ ନିର୍ବାଚନ ପ୍ରକ୍ରିୟା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଅରୁଣାଚଳପ୍ରଦେଶ ତେଜୁରୁ ନିର୍ଦ୍ଦଳୀୟ ବିଧାୟକ କାରିଖୋ କ୍ରିଙ୍କ ନିର୍ବାଚନକୁ…

ପଶ୍ଚିମବଙ୍ଗରେ ଲାଗୁ ହେବନି ସିଏଏ, ଏନଆରସି ଓ ୟୁନିଫର୍ମ ସିଭିଲ କୋଡ୍; ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ କୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଏବଂ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)…

NRSC ବାର୍ଷିକ ରିପୋର୍ଟ: ‘କଂକ୍ରିଟ୍ ଜଙ୍ଗଲରେ ପରିଣତ ହୋଇଗଲାଣି ଭାରତ, ୧୭ ବର୍ଷରେ ୨୫ ଲକ୍ଷ ହେକ୍ଟର କନଷ୍ଟ୍ରକସନ ଅଞ୍ଚଳ ବୃଦ୍ଧି

ନୂଆଦିଲ୍ଲୀ: ଗତ ୧୭ ବର୍ଷ ମଧ୍ୟରେ ଭାରତ ‘କ୍ରିଂକ୍ରିଟ୍ ଜଙ୍ଗଲ’ରେ ପରିଣତ ହୋଇଯାଇଛି । ୨୦୦୫ରୁ ୨୦୨୩ ମଧ୍ୟରେ ଦେଶରେ କନଷ୍ଟ୍ରକସନ ଅଞ୍ଚଳ ୨୫ ଲକ୍ଷ ହେକ୍ଟର ବଢ଼ି ଯାଇଛି । ଦେଶରେ ସହରୀକରଣ ଓ ଭିତ୍ତିଭୂମି ହାର କେଉଁ…

‘ଡିଜିଟାଲ ପେମେଣ୍ଟ ମାମଲାରେ ଆମେରିକା ତୁଳନାରେ ବହୁ ଆଗରେ ଭାରତ’: ବୈଦେଶିକ ମନ୍ତ୍ରୀ କହିଲେ ଏହାର କାରଣ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟର ମାମଲାରେ ଲଗାତାର ଭାରତ ଉଚ୍ଚ ସ୍ଥାନ ଅଧକାର କରିବା ଦେଖାଯାଉଛି । ବୈଦେଶିକ ମନ୍ତ୍ରୀ ଏସ,ଜୟଶଙ୍କର ବୁଧବାର ଦିନ ଡିଜିଟାଲ ପେମେଣ୍ଟରେ ଭାରତର ଅଗ୍ରଗାମୀକୁ ପ୍ରକାଶ କରି କହିଛନ୍ତି ଯେ,…

ଏଣିକି ମନ୍ଦିରରେ ପୂଜାରୀମାନଙ୍କ ପରି ପୋଲିସ ବି ଧୋତି ପିନ୍ଧି ଲୋକଙ୍କୁ ଦେବେ ସୁରକ୍ଷା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏଣିକି ମନ୍ଦିରରେ ପୋଲିସ ମଧ୍ୟ ପୂଜାରୀମାନଙ୍କ ପରି ଧୋତି ପିନ୍ଧି ଲୋକଙ୍କୁ ସୁରକ୍ଷା ଦେବେ । ଉତ୍ତର ପ୍ରଦେଶ ସ୍ଥିତ କାଶୀ ବିଶ୍ୱନାଥ ଧାମରେ ଏହି ନିୟମ ଲାଗୁ ହୋଇଛି । ମନ୍ଦିରର ଅଧିକାରୀମାନଙ୍କ ମୁତାବକ,…