Browsing Category
ଦେଶ ବିଦେଶ
ତିହାରର ଜେଲ୍ ନଂ ୨ରେ ରହିବେ କେଜ୍ରିୱାଲ, ପୂର୍ବରୁ ଥିଲେ ଏହି ବଡ ନେତା
ନୂଆଦିଲ୍ଲୀ: ଇଡିର ରିମାଣ୍ଡ ଅବଧି ସରିବା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଚାର ବିଭାଗୀୟ ହେପାଜତରେ ତିହାର ଜେଲ୍ ପଠାଇ ଦିଆଯାଇଛି । ତେବେ କେଜ୍ରିୱାଲ ତିହାର ଜେଲ୍ ନଂ ୨ରେ ରହିବେ । ଏହି…
ଜ୍ଞାନବ୍ୟାପୀ ମାମଲା: ‘ପୂଜା ଏବଂ ନମାଜ ନିଜ-ନିଜ ସ୍ଥାନରେ ଜାରି ରହିବା ଉଚିତ୍’, ଶୁଣାଣି ବେଳେ କହିଲେ CJI
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଦିନ ଜ୍ଞାନବ୍ୟାପୀ ମସଜିଦ ପରିସରର ବ୍ୟାସ ତେହଖାନାରେ ପୂଜା ବିରୋଧରେ ମସଜିଦ କମିଟିର ପିଟିସନ ଉପରେ ଶୁଣାଣି କରିଛନ୍ତି । ମସଜିଦ ପକ୍ଷର ଓକିଲ ହୁଜୈଫା ଅହମଦୀ କହିଛନ୍ତି ଯେ, ନିମ୍ନ…
କଂଗ୍ରେସକୁ ସରକାର ଦେଲେ ଗୁଡ୍ ନ୍ୟୁଜ୍, ଓକିଲ ଅଭିଷେକ ସିଙ୍ଘବୀ କହିଲେ ଦୟାଳୁ କାର୍ଯ୍ୟ କଲେ ସରକାର
ନୂଆଦିଲ୍ଲୀ:ଆୟକରକୁ ନେଇ ସମସ୍ୟା ଘେରରେ ରହିଥିବା କଂଗ୍ରେସ ଲାଗି ଏକ ବଡ ଆଶ୍ୱସ୍ତି ଜନକ ଖବର ଆସିଛି । କେନ୍ଦ୍ର ଏହି ମାମଲାରେ ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି ଆୟକର ବିଭାଗ ଲୋକସଭା ନିର୍ବାଚନ ଶେଷ ହେବା…
କାମ କରୁନି UPI Service: SBI ଆକାଉଣ୍ଟରୁ ଅନଲାଇନରେ ଟଙ୍କା ପଠାଇବା ହେଲା ମୁସ୍କିଲ
ଓଡ଼ିଶା ଭାସ୍କର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ୟୁପିଆଇ ପେମେଣ୍ଟ । ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଡିଜିଟାଲ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…
ସକାଳେ ଚା’, ବ୍ରେଡ୍…, ରାମାୟଣ ଓ ଗୀତା ପାଠ..; ତିହାରରେ ଏପରି କଟିବ କେଜ୍ରିୱାଲଙ୍କ ଦିନ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା ସହ ଜଡିତ ମନି ଲଣ୍ଡ୍ରିଂ କେସ୍ରେ ଫସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ କୌଣସି ପ୍ରକାର ଆଶ୍ୱସ୍ତି ମିଳିଲା ନାହିଁ । ରାଉଜ୍ ଆଭେନ୍ୟୁ କୋର୍ଟ ଏବେ…
ନିର୍ବାଚନ ଡ୍ୟୁଟିରୁ ବର୍ତ୍ତିବା ପାଇଁ ବାହାନା, ୭ ଦିନରେ ୫୦୦ରୁ ଅଧିକ କର୍ମଚାରୀଙ୍କ ଆବେଦନ
ରାଞ୍ଚି: ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ । ଏଥିପାଇଁ ପଲ୍ଲୀରୁ ସହର ସବୁଆଡ଼େ ନିର୍ବାଚନୀ ମାହୋଲ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଜୋରସୋରରେ ଜାରି ରଖିଛନ୍ତି ନିର୍ବାଚନୀ…
(video)‘ଦେଶ ପାଇଁ ରାହୁଲ ଗାନ୍ଧୀ ଜୀବନ ଦେଇ ସହୀଦ ହୋଇଛନ୍ତି’, ମହାର୍ୟାଲିରେ ଏପରି କହିଲେ ଖଡ୍ଗେ
ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ମହାର୍ୟାଲି ଆୟୋଜନ କରାଯାଇଥିଲା । ଏହି ର୍ୟାଲିରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ତେଜସ୍ୱୀ ଯାଦବଙ୍କ ସହିତ ୨୮ ବିରୋଧୀ ଦଳର ନେତା ସାମିଲ…
Big breaking:(video)ତିହାର ଜେଲ୍ ଗଲେ ଅରବିନ୍ଦ କେଜ୍ରିୱାଲ, ବିଚାର ବିଭାଗ ହେପାଜତରେ ରହିବେ ୧୫ ଦିନ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ ତିହାର ଜେଲ୍ରେ ରଖାଯିବ । କେନ୍ଦ୍ରୀୟ ଏଜେନ୍ସୀ ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦିନ…
ମାର୍କେଟକୁ ଆସୁଛି ୯୦ ଟଙ୍କିଆ Coin, RBIର ୯୦ତମ ପ୍ରତିଷ୍ଠା ଉତ୍ସବରେ ଜାରି କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ୯୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ୯୦ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି । ମୁମ୍ବାଇରେ ଆୟୋଜିତ…
‘ପ୍ରତ୍ୟେକ ଗାଁରେ ଖୋଲାଯିବ Beer Bar…’ ବଡ଼ ଘୋଷଣା କଲେ ମହିଳା ନେତା: ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି
ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ଏବେ ରାଜନୀତି ମାହୋଲ ଅସ୍ତବ୍ୟସ୍ତ ହୋଇଉଠିଛି । ଲୋକଙ୍କ ମନ ଜିତିବା ପାଇଁ ନେତା-ମନ୍ତ୍ରୀ ବିଭିନ୍ନ ପ୍ରକାର ଘୋଷଣା କରିବାରେ ଲାଗିଛନ୍ତି । କିନ୍ତୁ ସବୁ ପ୍ରତିଶ୍ରୁତି ସବୁ ଘୋଷଣା…