Browsing Category

ଦେଶ ବିଦେଶ

(Video): କାଶ୍ମୀରର କେସର, ତାମିଲନାଡ଼ୁର ମୋତି, ଜାଣନ୍ତୁ ବିଲ୍ ଗେଟ୍ସଙ୍କୁ କ’ଣ ସବୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଇଥିଲେ । ଉଭୟଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ, ବିଜ୍ଞାନ, ସ୍ୱାସ୍ଥ୍ୟ, ଏଆଇ, ଡିଜିଟାଲ ପେମେଣ୍ଟ…

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜାତିସଂଘ ରଖିଲା ଏପରି ମତ, ଆମେରିକା ଓ ଜର୍ମାନୀ ପରେ ଏବେ ଜାତିସଂଘରେ ଉଠିଲା ସ୍ୱର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଓ କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ କରାଯିବା ଘଟଣା ଉପରେ ଏବେ ଜାତିସଂଘ ବି ଟିପ୍ପଣୀ କରିଛି । ଜାତିସଂଘ କହିଛି ଆଶା ରହିଛି କି ଭାରତରେ ସମସ୍ତେ ଏକ…

ଅବ୍ବାସ ଅନସାରୀଙ୍କୁ ବଡ଼ ଝଟକା, ପିତାଙ୍କ ଅନ୍ତିମ ସଂସ୍କାରରେ ହୋଇପାରିବେ ନାହିଁ ସାମିଲ, ପେରୋଲ ଜାମିନ ଖାରଜ କଲେ କୋର୍ଟ

ଲକ୍ଷ୍ନୌ: ମାଫିଆ ଡନ୍ ମୁଖତାର ଅନସାରୀଙ୍କ ବଡ଼ ପୁଅ ଅବ୍ବାସ ଅନସାରୀଙ୍କୁ ଲାଗିଛି ବଡ଼ ଝଟକା । ସେ ଜେଲରେ ବନ୍ଦି ଅଛନ୍ତି । ତେବେ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ନେଇ ପରିବାର ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ…

ହ୍ୱାଟସଆପ୍ ନମ୍ବର ଦେଇ ଆଶୀର୍ବାଦ ମାଗିଲେ ସୁନୀତା କେଜ୍ରିୱାଲ, ଆଜିଠୁ ଆରମ୍ଭ କଲେ ଆପ୍‌ର ନିର୍ବାଚନୀ ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଲୋକସଭା ନିର୍ବାଚନକୁ ନେଇ ନିର୍ବାଚନ ଅଭିଯାନ ଆରମ୍ଭ କରି ଦେଇଛନ୍ତି । ଆଜିଠାରୁ ଆପ୍ ନିଜର ନୂଆ ନିର୍ବାଚନୀ ଅଭିଯାନ ଆରମ୍ଭ…

ଜେଲରେ ତାଙ୍କୁ ସ୍ଲୋ ପଇଜନ୍ ଦିଆଯାଇଛି, ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ସାନ ପୁଅଙ୍କ ପ୍ରତିକ୍ରିୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୁଖ୍ୟାତ ମାଫିଆ ଡନ୍ ଭାବେ ପରିଚିତ ମୁଖତାର ଅନସାରୀ । ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିମଧ୍ୟରେ ମୁଖତାରଙ୍କ ସାନ ପୁଅର ପ୍ରତିକ୍ରିୟା ସାମ୍ନାକୁ…

ରାଜନୀତିରେ ପାଦ ଥାପିବେ ‘ମାତା ଜାନକୀ’! କ୍ରୀତି ଲଢିବେ କି ନିର୍ବାଚନ? ଗୋବିନ୍ଦା ହେବେ ଆଦର୍ଶ

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଏହା ପୂର୍ବରୁ ଅନେକ ଅଭିନେତା-ଅଭିନେତ୍ରୀ ରାଜନୀତି ଜଗତରେ ପାଦ ଥାପିଛନ୍ତି । ବଲିଉଡ ସିନେମାର ଅନେକ କଳାକାର ନିର୍ବାଚନ ଲଢିବା ପାଇଁ ଟିକେଟ ମଧ୍ୟ ପାଇଛନ୍ତି ।…

ଦେଶରେ ବହୁ ସଂଖ୍ୟାରେ ସୃଷ୍ଟି ହେବ ରୋଜଗାର ସୁଯୋଗ, ଆଉ ଏକ ନୂଆ ସେକ୍ଟରରେ ଏଣ୍ଟ୍ରୀ କଲେ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଏଣ୍ଟରପ୍ରାଇସେସ୍‌ର ମାଲିକାନା ବିଶିଷ୍ଟ କମ୍ପାନୀ କଚ୍ଛ କପର ଗୁଜରାଟ ମୁନ୍ଦ୍ରାରେ ଏକ ନୂଆ କାରଖାନାର ଶୁଭାରମ୍ଭ କରିଛନ୍ତି । ଆଦାନୀଙ୍କ କମ୍ପାନୀ ନିଜର ଗ୍ରୀନଫିଲ୍ଡ କପର ରିଫାଇନାରୀ ପ୍ରୋଜେକ୍ଟର…

ସୁନା ଦର ଗୋଟିଏ ଦିନରେ ବଢିଗଲା ୧୩ ଶହ ଟଙ୍କା, ଆଉ କିଛି ଦିନରେ ୭୦ହଜାର ଟପିପାରେ

ଭୁବନେଶ୍ୱର:  ଦିନକୁ ଦିନ ବଢି ଚାଲିଛି ସୁନା ଦର । ଏବେ ବିବାହ ଋତୁ ଚାଲିଥିବାରୁ ସୁନା ଦର ପ୍ରତିଦିନ ବଢିଚାଲିଛି । ଗୋଟିଏ ଦିନରେ ସୁନା ଦର ବଢିଗଲା ୧୩ ଶହ ଟଙ୍କା । ଯାହା ଫଳରେ ଏବେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ…

ବଢୁଛି ଜନସଂଖ୍ୟା, କିନ୍ତୁ ମିଳୁନି ଚାକିରି: ୪ ବର୍ଷରେ ୨ ଗୁଣ ବଢିଛି ଶିକ୍ଷିତ ବେକାରୀ ସଂଖ୍ୟା

ନୂଆଦିଲ୍ଲୀ: ବିକାଶ ପଥରେ ଆଗେଇ ଚାଲିଛି ସାରା ଭାରତ । ବିଜ୍ଞାନ ହେଉ କି ଯାନବାହନ କିମ୍ବା କଳକାରଖାନା ବା ଶିକ୍ଷା, ପ୍ରତ୍ୟେକ କ୍ଷେତ୍ରରେ ଭାରତ ଆଜି ଉଚ୍ଚସ୍ଥାନରେ ରହିଛି । ଦେଶର ଏହି ବିକାଶକୁ ଦୃଷ୍ଟିରେ ରଖି…

ପାହାଡ଼ ତଳକୁ ଖସି ଜଳିଗଲା ତୀର୍ଥଯାତ୍ରୀ ବସ, ୪୫ ମୃତ, ଜଣେ ଗୁରୁତର

ଓଡ଼ିଶା ଭାସ୍କର: ଦକ୍ଷିଣ ଆଫ୍ରିକାରେ ବଡ଼ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଗୁରୁବାର ଉତ୍ତର ଲିମ୍ପୋପୋ…