
Browsing Category
ଦେଶ ବିଦେଶ
ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କ ବୟସ ବଢିବାର ଗତି ମନ୍ଥର ହୋଇଥାଏ, ଏମାନେ ବଞ୍ଚନ୍ତି ଅଧିକ ଦିନ: ବିଶେଷଜ୍ଞଙ୍କ ଦାବି
ନୂଆଦିଲ୍ଲୀ: ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ବୟସ ବଢିବାର ଗତି ଅନ୍ୟମାନଙ୍କ ତୁଳନାରେ ମନ୍ଥର ହୋଇଥାଏ ଏବଂ ସମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା ଥାଏ । ଜେଏମଏ ନେଟୱର୍କ…
ମୋବାଇଲରେ ମ୍ୟାଚ୍ ଦେଖୁଥିଲେ ଲୋକୋ ପାଇଲଟ୍: ଠିଆ ହୋଇଥିବା ଟ୍ରେନକୁ ଦେଲେ ଧକ୍କା, ୧୪ ମୃତ୍ୟୁ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଟ୍ରେନ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ଏବେ ସାମନାକୁ ଆସିଛି । ଏହି ଟ୍ରେନ ଦୁର୍ଘଟରାର ପ୍ରକୃତ କାରଣ ଉପରୁ ପରଦା ଉଠାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସମୟରେ ଟ୍ରେନର…
ଦିଲ୍ଲୀରୁ ୪ ଜଣ ସାଂସଦଙ୍କ ଟିକଟ ବାତିଲ, ନୂତନ ଚେହେରାଙ୍କୁ ସୁଯୋଗ, ବିଜେପିର ରଣନୀତି ପଛରେ କ’ଣ ରହିଛି କାରଣ
ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୌତିକ ଦଳ ମଧ୍ୟରେ ଉଷ୍ମତା ଦେଖାଦେଇଛି । ଶନିବାର ଭାରତୀୟ ଜନତା ପାର୍ଟି(ବିଜେପି)ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ପ୍ରଥମ…
(Video) ‘Jhalak Dikhhla Jaa 11’ର ବିଜେତା ହେଲେ ମନୀଷା ରାନୀ, ଟ୍ରଫି ଜିତିବା ସହ ପାଇଲେ ଏତିକି ଟଙ୍କା
ମୁମ୍ବାଇ: ସାଢେ ୩ ମାସ ଧରି ଚାଲିଥିବା ରିଆଲିଟି ଶୋ ‘ଝଲକ ଦିଖଲା ଜା ୧୧’ ସିଜନ ୧୧କୁ ତାର ୱିନର ମିଳିଯାଇଛି । ୱାଇଲ୍ଡକାର୍ଡ ପ୍ରତିଯୋଗୀ ମନୀଷା ରାନୀ ସୋନୀ ଟିଭିର ଡାନ୍ସ ରିଆଲିଟି ଶୋ’ର ଟ୍ରଫିକୁ ନିଜ ନାମରେ…
Newspaper ରେଜିଷ୍ଟ୍ରେସନ ହେବ ଆହୁରି ସହଜ: ଖବରକାଗଜ-ପତ୍ରିକାର ପଞ୍ଜୀକରଣ ପାଇଁ ନୂଆ ନିୟମ
ନୂଆଦିଲ୍ଲୀ: ଦେଶରେ ଏବେ ସମାଚାର ପତ୍ର ଏବଂ ପତ୍ରିକାଗୁଡ଼ିକର ରେଜିଷ୍ଟ୍ରେସନ କରିବା ଖୁବ ସହଜ ହୋଇଯାଇଛି । କାରଣ ୧୮୬୭ର ଔପନିବେଶିକ ଯୁଗର ପ୍ରେସ ଏବଂ ପୁସ୍ତକ ପଞ୍ଜୀକରଣ ଅଧିନିୟମ ସ୍ଥାନରେ ନୂଆ ନିୟମ ଲାଗୁ ହୋଇଛି ।…
ଜନସାଧାରଣଙ୍କ ପାଇଁ ଖୋଲିଲା ଆବୁଧାବିର ହିନ୍ଦୁ ମନ୍ଦିର, ଏହି ଡ୍ରେସ କୋଡରେ ମିଳିବନି ଏଣ୍ଟ୍ରି
ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ଆବୁଧାବି ସହରରେ ଏକ ହିନ୍ଦୁ ମନ୍ଦିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୪ରେ ଉଦ୍ଘାଟନ କରିଥିଲେ । ୟୁଏଇରେ ଏହା ହେଉଛି ପଥରରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିର…
ଆଜି ବସିବ କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ: ଅଧ୍ୟକ୍ଷତା କରିବେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ ବସିବ । ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୧ଟାରେ ସୁଷମା ସ୍ୱରାଜ ଭବନରେ ବୈଠକ ବସିବ । ଏହା ଲୋକସଭା ନିର୍ବାଚନ…
ଭୋଜପୁରୀ ଷ୍ଟାର ହେବେ ମୋଦୀଙ୍କ ଅସ୍ତ୍ର: ନିର୍ବାଚନରେ ବିଜେପି ପକ୍ଷରୁ ଲଢିବେ ୪ ସୁପରଷ୍ଟାର
ଓଡ଼ିଶା ଭାସ୍କର: ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପ୍ରଥମ ପର୍ଯ୍ୟାୟରେ ୩୪ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୁବବର୍ଗ ଏବଂ ମହିଳାଙ୍କ ସମେତ ସମାଜର…
Radhika Anant Cocktail Party: ପ୍ରି-ୱେିଡିଙ୍ଗ Functionରେ ଏହି ଗାଉନ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ରାଧିକା, ଜାଣନ୍ତୁ ଲୁକରେ…
ନୂଆଦିଲ୍ଲୀ: ଗୁଜୁରାଟରେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ଫଙ୍ଗସନ ଆରମ୍ଭ ହୋଇସାରିଛି। ରାଧିକା ଏବଂ ଅନନ୍ତଙ୍କ ବିବାହ ଚଳିତ ବର୍ଷ ଜୁଲାଇ ମାସରେ ହେବ ବୋଲି…
ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ହେବ ଖବରକାଗଜ ଓ ପତ୍ରିକାର ପଞ୍ଜୀକରଣ, ଜାଣନ୍ତୁ ଷ୍ଟେପ
ନୂଆଦିଲ୍ଲୀ: ଭାରତ ସରକାର ଐତିହାସିକ ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ଆକ୍ଟ (ପିଆରପି ନିୟମ), ୨୦୨୩ ଏବଂ ଏହାର ନିୟମାବଳୀକୁ ଗେଜେଟରେ ବିଜ୍ଞପ୍ତି ଜାରି କରି ସୂଚିତ କରିଛନ୍ତି ଏବଂ ଫଳସ୍ୱରୂପ ଏହି ଆଇନ…