Browsing Category

ଦେଶ ବିଦେଶ

୧୦ ମିନିଟରେ ୪୬ ଗାଡ଼ି ମୁହାମୁହିଁ: ଚାଲିଗଲା ୧୬ ଜଣଙ୍କର ଜୀବନ, ୬୬ ଜଣଙ୍କ ଅବସ୍ଥା ଶୋଚନୀୟ

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାରେ ଯାତାୟତ କରିବା କୌଣସି ଯମଦଣ୍ଡଠାରୁ କମ୍ ନୁହେଁ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣାରେ ପ୍ରାଣ ହରାଇବା ଓ ଆହତ ହେବା ଅବଶ୍ୟମ୍ଭାବୀ । ତେବେ ଏପରି ଏକ ଭୟଙ୍କର ରାସ୍ତା ଦୁର୍ଘଟଣାରେ…

ସ୍କୁଲରେ ଅଣ୍ଡା ଖାଇବା ପରେ ପାକସ୍ଥଳୀ ଯନ୍ତ୍ରଣା ଓ ବାନ୍ତି: ହସ୍ପିଟାଲରେ ଭର୍ତ୍ତି ହେଲେ ୧୨ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଅନେକ ସମୟରେ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ସହ ଅବ୍ୟବସ୍ଥା ଦେଖିବାକୁ ମିଳିଥାଏ । ତେବେ ସ୍କୁଲରେ ଅଣ୍ଡା ଖାଇ ୧୨ ଜଣ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା…

ChatGPT କ୍ରାନ୍ତି ଦ୍ୱାରା ଚାକିରି ବିପଦରେ! ଧୀରେଧୀରେ ସମାପ୍ତ ହୋଇଯିବ ଚାକିରି, ଏପରି ଡର କାହିଁକି ଘାରିଛି?

ନୂଆଦିଲ୍ଲୀ: ସାରା ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରୟୋଗ ବଢ଼ିବାରେ ଲାଗିଛି ଓ ନୂଆ ଜିନିଷର ସନ୍ଧାନ ଦ୍ୱାରା ଅନେକ କାମ ସହଜରେ ହୋଇପାରୁଛି । ତେବେ ଏହା ମଧ୍ୟରେ ଚାଟଜିପିଟିର ଆଗମନକୁ ନେଇ ଧୂମ୍…

ବାବା ରାମ ଦେବଙ୍କ ବିରୋଧରେ ମାମଲା ରୁଜୁ, ଅଭିଯୋଗ ଦାଖଲ କଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ବାଡମେର ଜିଲ୍ଲା ଅନ୍ତର୍ଗତ ଚୌହଟନ ଥାନାରେ ଆଜି ଜଣେ ସ୍ଥାନୀୟ ବ୍ୟକ୍ତି ଯୋଗଗୁରୁ ରାମଦେବ ବାବାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ ଏହି ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ…

(VIDEO) ଏହି ଗାଁରେ ରହିଛି ଅଜବ ନିୟମ; ବିବାହ ପରେ ଝିଅ ନୁହେଁ ପୁଅ ଯାଏ ଶାଶୁଘର

ନୂଆଦିଲ୍ଲୀ: ଆମ ଭାରତ ବର୍ଷରେ ଝିଅମାନେ ପ୍ରାୟତଃ ବିବାହ କଲାପରେ ଶାଶୁ ଘରକୁ ଯାଆନ୍ତି । ବାକି ଜୀବନ ସେମାନେ ତାଙ୍କ ଶାଶୁ ଘରେ କାଟିଥାନ୍ତି । ହେଲେ ଆମ ଦେଶରେ ଏଭଳି ଗାଁ ଅଛି ଯେଉଁଠାରେ ବିବାହ ପରେ ଝିଅମାନେ…

୫୮ ବର୍ଷୀୟ ମହିଳାଙ୍କୁ ବଳତ୍କାର କରି ହତ୍ୟା ମାମଲା, ୧୬ ବର୍ଷର କିଶୋର ଗିରଫ

ରିୱା: ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୬ବର୍ଷର ବାଳକ ୫୮ ବର୍ଷୀୟ ମହିଳାଙ୍କ ସହ ବଳତ୍କାର କରି ହତ୍ୟା କରିଛି । ପୋଲିସ ସୂଚନା ଅନୁସାରେ, ଏହି ଘଟଣାଟି ୩୦ ଜାନୁଆରୀ ରାତିରେ…

ଚୋରକୁ ମାନିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମଧ୍ୟ କରିଦେଲା ଚୋରି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବଦା ନିଜର ରୋକଠୋକ ବୟାନବାଜୀକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଆଜ ତକ ସହ ଏକ ସାକ୍ଷାତକାର ଅବସରରେ ଯୋଗୀ ସନାତନ ଧର୍ମ ଓ ୨୦୨୪ ବିଧାନସଭା…

ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ନାଁରେ ମାମଲା; ଏହି କାରଣ ପାଇଁ ଯାଇପାରନ୍ତି ଜେଲ୍ !

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଥରେ ବିବାଦ ଘରରେ ଛନ୍ଦି ହୋଇଯାଇଛନ୍ତି । ଫଳରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ପୋଲିସ ୩୨୪ ଓ ୫୦୪ ଆଇପିସି ଦଫାରେ ମାମଲା ରୁଜୁ କରିଛି । ତେବେ…

ପରଲୋକରେ ରବି କିଶନଙ୍କ ବଡ଼ଭାଇ: ଗୋଟିଏ ବର୍ଷରେ ଚାଲିଗଲେ ଦୁଇଭାଇ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଅଭିନେତା ରବି କିଶନଙ୍କ ବଡ଼ ଭାଇଙ୍କର ପରଲୋକ ଘଟିଛି । ଗତବର୍ଷ ମାର୍ଚ୍ଚ ମାସରେ ରବିଙ୍କ ବଡ଼ଭାଇ ରମେଶ ଶୁକ୍ଲା ମୃତ୍ୟୁବରଣ କରିଥିଲେ । ଏବେ ରବିଙ୍କ ବଡ଼ଭାଇ ରାମ କିଶନ ଶୁକ୍ଲା ଆରପାରିକୁ…

BSNL ଆଣିଲା ଜିଓ ଏବଂ ଏୟାରଟେଲ ଠାରୁ ଶସ୍ତା ପ୍ଲାନ! ୧୦୭ ଟଙ୍କା ରିଚାର୍ଜରେ ମିଳିବ ଡାଟା ଏବଂ କଲିଂ

ନୂଅଦିଲ୍ଲୀ: BSNLର ୟୁଜର୍ସଙ୍କ ପାଇଁ ଖୁସି ଖବର । କାରଣ କମ୍ପାନୀ ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କରିଲା । ଏହି ପ୍ଲାନରେ ଆପଣଙ୍କୁ ବହୁ ପ୍ରକାର ସୁବିଧା ମିଳୁଛି । ଆଜି ଆମେ ଆପଣଙ୍କୁ ବିଏସଏନଏଲର ୧୦୭ଟଙ୍କା ରିଚାର୍ଜ…