Browsing Category
ଦେଶ ବିଦେଶ
କରୋନା ଭାଇରସ୍ କେବେ ବି ଯିବ ନାହିଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ
ନୂଆଦିଲ୍ଲୀ: କରୋନା ମହାମାରୀ ସବୁଦିନ ପାଇଁ ରହିବ, କେବେ ଯିବ ନାହିଁ । ସମସ୍ତଙ୍କୁ କରୋନା ସହ ଲଢ଼େଇ ଜାରି ରଖିବାକୁ ପଡ଼ିବ । ୨୦୦୯ରେ ଆସିଥିବା ସ୍ୱାଇନ ଫ୍ଲୁର ପ୍ରଭାବ ଆଜି ପର୍ଯ୍ୟନ୍ତ ବି ରହିଛି । ଅନୁରୂପ ଭାବେ…
ପରୀକ୍ଷା ପାଇଁ ସର୍ଟ ପିନ୍ଧିଯାଇଥିଲେ, ସାର ଡୋର ସ୍କ୍ରିନ ଗୁଡେ଼ଇ ହଲ୍ ରେ ବସିବାକୁ ବାଧ୍ୟ କଲେ
ନୂଆଦିଲ୍ଲୀ: ସର୍ଟ ପିନ୍ଧି ପରୀକ୍ଷା ଦେବାକୁ ଆସିଥିଲେ ଜଣେ ୧୯ ବର୍ଷୀୟ ଯୁବତୀ । ହେଲେ ସର୍ଟ ପିନ୍ଧିଥିବାରୁ ସାର୍ ହଲ୍ ଭିତରେ ପଶିବାକୁ ବାରଣ କରିଥିଲେ । ଏହାପରେ ଯୁବତୀଙ୍କୁ ଡୋର୍ ସ୍କ୍ରିନ୍ ଗୋଡ଼ ଚାରିପଟେ ଗୁଡାଇ…
ଗୋଟିଏ ଗରିବ ପରିବାରରୁ ଆସି ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ମୋଦିଙ୍କ ଜୀବନର କିଛି ଖାସ୍ କଥା ଜାଣନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ହେଉଛି ୭୧ତମ ଜନ୍ମଦିନ । ମୋଦିଙ୍କ ବିଷୟରେ ଅନେକ କଥା ଆଜି ବି ଦେଶବାସୀଙ୍କୁ ଅଗୋଚର । ମୋଦି ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଠାରୁ କିଛି ଅଲଗା ଅନ୍ଦାଜରେ କାର୍ଯ୍ୟ…
୨୫ ଟଙ୍କା ଶସ୍ତା ହୋଇପାରେ ପେଟ୍ରୋଲ, ଆଜି ସରକାର ନେବାକୁ ଯାଉଛନ୍ତି ଏହି ନିଷ୍ପତ୍ତି
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ସାଧାରଣ ଜନତା ତୈଳ ଦରକୁ ନେଇ ଚିନ୍ତିତ ରହିଛନ୍ତି । ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଉପରେ ରହିଛି । ତେବେ ଏହି ମୂଲ୍ୟବୃଦ୍ଧି ସମୟରେ ଗୁଡ୍ସ ଆଣ୍ଡ ସର୍ଭିସେସ୍ (ଜିଏସଟି)…
କମ୍ ଟଙ୍କାରେ ଅଧିକ ଫାଇଦା, ଜାଣନ୍ତୁ କିପରି ଚାଲୁଛି ପର୍ଣ୍ଣୋଗ୍ରାଫିର କଳା ଧନ୍ଦା
ନୂଆଦିଲ୍ଲୀ: ଭାରତରେ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟକୁ ବ୍ୟାନ୍ କରାଯାଇଛି । କଟକଣା ଲାଗୁ ହେବା ପରେ ମଧ୍ୟ ସମଗ୍ର ବିଶ୍ୱରେ ଆମେରିକା, ବ୍ରିଟେନ ପରେ ଭାରତରେ ସର୍ବାଧିକ ଅଶ୍ଲୀଳ କଣ୍ଟେଣ୍ଟର ଗ୍ରାହକ ରହିଛନ୍ତି । ନିକଟରେ…
ବିହାର ସମେତ ୪ ରାଜ୍ୟରେ ଭାଇରାଲ ଜ୍ୱର ଓ ଡେଙ୍ଗୁର ଆତଙ୍କ, ବର୍ତ୍ତମାନ ସୁଦ୍ଧା ୧୦୦ ମୃତ
ପାଟଣା: କରୋନା ସାଙ୍ଗକୁ ଏବେ ଅନେକ ରାଜ୍ୟରେ ଭାଇରାଲ ଜ୍ୱର ଓ ଡେଙ୍ଗୁର ଆତଙ୍କ ବଢ଼ିବାରେ ଲାଗିଛି । ଶତାଧିକ ଲୋକେ ମେଡିକାଲରେ ଭର୍ତ୍ତି ହେଉଥିବା ବେଳେ ପ୍ରତିଦିନ ମୃତ୍ୟୁସଂଖ୍ୟା ବି ବଢ଼ୁଛି । ରିପୋର୍ଟ ଅନୁସାରେ ବିହାର…
ଅନ୍ୟ ଧର୍ମରେ ବାହାହେଲେ ବୈବାହିକ ଜୀବନରେ ହସ୍ତକ୍ଷେପ କରିପାରିବେନି ପରିବାର ସଦସ୍ୟ : ହାଇକୋର୍ଟ
ଆହ୍ଲାବାଦ: ଅନ୍ୟ ଧର୍ମରେ ବାହାହେଉଥିବା ଯୁବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏକ ଆବେଦନର ଶୁଣାଣି ପରେ ହାଇକୋର୍ଟ କହିଛନ୍ତି ଯେ, ୨ଟି ଅଲଗା ଅଲଗା ଧର୍ମରେ ଯଦି…
ଆଇସିସି ଟି-୨୦ ବିଶ୍ୱକପ୍ ପୂର୍ବରୁ ବିରାଟ କୋହଲି ହଠାତ୍ ଅଧିନାୟକ ପଦ ଛାଡ଼ିବାର ଘୋଷଣା କଲେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ ସବୁ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ବିରାଟ କୋହଲିଙ୍କୁ ନେଇ ଖୁବ୍ ଚର୍ଚ୍ଚା । ଆଇସିସି ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାର ଠିକ୍ ଏକ…
ଏମାନେ ହେଉଛନ୍ତି ଭାରତର ଧନୀ ଭିକାରି, ଭିକ ମାଗି ରୋଜଗାର କରିଛନ୍ତି କୋଟି କୋଟି ଟଙ୍କା
ଏ ଦୁନିଆରେ ଅନେକ ଧନୀ ଓ ଗରିବ ଉଭୟ ଶ୍ରେଣୀର ଲୋକ ବସବାସ କରନ୍ତି । ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାର ବୃତ୍ତିକୁ ଆପଣାଇ ଟଙ୍କା ରୋଜଗାର କରିପାରେ । ମାତ୍ର ଭିକ ମାଗି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଶୁଣିଲେ ଯେ…
ଅକ୍ଟୋବର ୧୦ରେ ୟୁପିଏସ୍ସି ସିଭିଲ ସର୍ଭିସ୍ ପ୍ରିଲିମ୍, ୱେବସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କରୋନା ଯୋଗୁଁ ସ୍ଥଗିତ ଥିବା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ପ୍ରାଶାସନିକ ସେବା (ସିଭିଲ୍ ସର୍ଭିସ୍)ର ପ୍ରିଲିମ୍ ପରୀକ୍ଷା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହେବ । ଏନେଇ…