Browsing Category
ଦେଶ ବିଦେଶ
କାଜୋଲଙ୍କ ପରଫେକ୍ଟ ଫିଗରର କଣ ଗୁମର? ୪୫ରେ ଚମକୁଛନ୍ତି କେମିତି…
ଓଡ଼ିଶା ଭାସ୍କର ବ୍ୟୁରୋ: ଅଭିନୟ ଯେମିତି, ଫିଟନେସ୍ ସେମିତି । ଫିଟ୍ ଆଣ୍ଟ୍ ଫାଇନ୍ ଅଭିନେତ୍ରୀଙ୍କ ମଧ୍ୟରେ କାଜୋଲ୍ ନିଜର ନିଆରାପଣ ଜାହିର କରିପାରିଛନ୍ତି । ଅଗଷ୍ଟ ୫ରେ ସେ ଛୁଇଁଛନ୍ତି ୪୫ ବର୍ଷ । କିନ୍ତୁ ୪୫ରେ ପୂରା…
ପୁଅର ବେଷ୍ଟ୍ ଫ୍ରେଣ୍ଡକୁ ବିବାହ କଲେ ମହିଳା, ଦୁହିଁଙ୍କ ମଧ୍ୟରେ ୨୯ ବର୍ଷର ଅନ୍ତର
ନୂଆଦିଲ୍ଲୀ: କୁହାଯାଏ ପ୍ରେମ ବୟସ ଦେଖେ ନାହିଁ । କେତେ ବେଳେ କାହା ସହିତ ପ୍ରେମ ହୋଇଯିବ ତାହା କେହି ବି ଜାଣିପାରନ୍ତି ନାହିଁ । ବ୍ରିଟେନ୍ ର ଜଣେ ମହିଳାଙ୍କ ସହିତ ଏଭଳି କିଛି ଘଟିଛି । ସେଠାରେ ଜଣେ ମହିଳାଙ୍କୁ ପୁଅର…
ମୋବାଇଲ୍ ନିଶା ହେଲା କାଳ: ଗପିବା ବେଳେ ୧୨୦ ଫୁଟ୍ ତଳକୁ ଖସିପଡ଼ିଲେ ଯୁବକ, ଚାଲିଗଲା ଜୀବନ
ଚୂରୁ: ମୋବାଇଲ୍ ରେ କଥା ହୋଇ ହୋଇ ୧୨୦ ଫୁଟ୍ ତଳକୁ ଖସି ପଡ଼ିଛନ୍ତି ଜଣେ ୨୫ ବର୍ଷିୟ ଯୁବକ । ଏହିଭଳି ଏକ ଘଟଣା ଘଟିଛି ରାଜସ୍ଥାନର ଚୂରୁ ଜିଲ୍ଲାରେ । ଏଠାରେ ମୋବାଇଳ୍ ରେ କଥା ହୋଇ ହୋଇ ଜଣେ ଯୁବକ ୧୨୦ ଫୁଟ୍ ଗଭୀର କୂଅ…
ଏବେ କେବଳ RTO ନୂହେଁ ବରଂ NGO ସମେତ ଏହି କମ୍ପାନୀ ମାନଙ୍କରେ ବି ଜାରି ହୋଇପାରିବ DL
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏବେ ଠାରୁ କାର୍ କମ୍ପାନୀ, ଅଟୋ ମୋବାଇଲ୍ ଆସୋସିଏସନ୍ ଓ ବିଭିନ୍ନ ଏନଜିଓରେ ବି ଡାଇଭିଂ ଲାଇସେନ୍ସ କରିବା ପାଇଁ ଅନୁମତି ମିଳିବ । ଏହି…
ଆଇପିଏସଙ୍କୁ ମୋଦୀ ପଚାରିଲେ ମଜାଳିଆ ପ୍ରଶ୍ନ, ଭିଡିଓ ଭାଇରାଲ୍
ଓଡ଼ିଶା ଭାସ୍କର ବ୍ୟୁରୋ: ଡେଣ୍ଟିଷ୍ଟରୁ ଆଇପିଏସ୍ ବନିଥିବା ପବଜୋତ୍ ସିମି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ସମ୍ପ୍ରତି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି…
ହ୍ୱାଟସଆପର ନୂଆ ଫିଚର୍; ଥରେ ଦେଖିବା ପରେ ଡିଲିଟ୍ ହୋଇଯିବ ଫଟୋ ଓ ଭିଡିଓ
ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ୍ ଫୋନରେ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପ୍ରକୃତରେ ହ୍ୱାଟସଆପ୍ ନିଜର ୟୁଜର୍ ମାନଙ୍କ ପାଇଁ ଏକ ଭିୟୁ ୱାନସ୍(View Once) ନୂଆ…
ପ୍ରଶାନ୍ତ କିଶୋର ଦେଲେ ଇସ୍ତଫା, ଜାଣନ୍ତୁ କେଉଁ ପଦବୀରୁ ଓହରିଲେ…
ଓଡ଼ିଶା ଭାସ୍କର ବ୍ୟୁରୋ: ନିର୍ବାଚନ ରଣନୀତିରେ ଅଭିଜ୍ଞ ପ୍ରଶାନ୍ତ କିଶୋର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ କ୍ୟାପ୍ଟେନ୍ ସିଂହଙ୍କୁ…
ଦୁଇଟି ଡୋଜ୍ ଟିକା ନନେଲେ ମିଳିବନି ଦରମା! ସରକାର ଜାରି କଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ ଚାକିରୀ କରୁଛନ୍ତି ଆଉ ଦୁଇଟି ଡୋଜ୍ ଟିକା ନେଇନାହାନ୍ତି ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯେଉଁ ମାନେ କରୋନାର ଦୁଇ ଡୋଜ୍ ଟିକା ଗ୍ରହଣ କରିନାହାନ୍ତି, ହରିୟାଣା ସରକାର…
ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚିଲା ପେଗାସସ୍ ଶୁଣାଣି
ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ଶୁଣାଣି ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଗୁରୁବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାର ନିରପେକ୍ଷ ଯାଞ୍ଚ କରିବାକୁ ନେଇ ହୋଇଥିବା ଆବେଦନର…
ଅନାଥ ପିଲାଙ୍କୁ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଫ୍ରୀ ସ୍ୱାସ୍ଥ୍ୟ ବୀମା, ମୋଦୀ ସରକାରଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଅନେକ ପିଲା ଅନାଥ ହୋଇଯାଇଛନ୍ତି । ତେଣୁ ସେମାନଙ୍କୁ ଆଖି ଆଗରେ ରଖି ମୋଦୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ସମୟରେ ଯେଉଁ ପିଲାମାନଙ୍କର ବାପା ମାଆ ପ୍ରାଣ ହରାଇଛନ୍ତି ଯେ,…