Browsing Category
ଦେଶ ବିଦେଶ
ପ୍ରଦୂଷଣ ନେଉଛି ଜୀବନ, ବିଶ୍ୱରେ ପ୍ରତିବର୍ଷ ୯ଲକ୍ଷ ଲୋକ ହରାଉଛନ୍ତି ପ୍ରାଣ
ନୂଆଦିଲ୍ଲୀ : ବିଶ୍ୱର ପ୍ରତିଟି ରାଷ୍ଟ୍ର ଏବେ ବିକାଶମୁଖୀ ହୋଇଥିବା ବେଳେ ପରୋକ୍ଷରେ ବିଶ୍ୱ ପାଇଁ ଆଣିଛନ୍ତି ମହାବିତ୍ତି । ଏହି ମହାବିତ୍ତିଟି ହେଉଛି ପ୍ରଦୂଷଣ । ପ୍ରଦୂଷଣକୁ ନେଇ କରାଯାଇଥିବା ନୂତନ ଅଧ୍ୟୟନରେ…
ଶତ୍ରୁପକ୍ଷର ଚାଲ୍କୁ ମାତ୍ ଦେବାକୁ ଫୁଲ୍ ଆଲର୍ଟ ଭାରତ : ସୀମାରେ ମୁତୟନ କରିବ ଏସ୍-୪୦୦ ମିସାଇଲ୍ ସିଷ୍ଟମ, ଆଡଭାନ୍ସ ସର୍ଭିଲାନ୍ସ…
ପେଣ୍ଟାଗନ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପୂର୍ବାପେକ୍ଷା ତା’ର ଶକ୍ତିକୁ ଏବେ ବହୁଗୁଣିତ କରିଛି । ଶତ୍ରୁପକ୍ଷର ଚାଲ୍କୁ ମାତ୍ ଦେବା ପାଇଁ ଭାରତ ଏବେ ଫୁଲ୍ ଆଲର୍ଟ । ପାକିସ୍ତାନ ଓ ଚୀନ୍ ପକ୍ଷରୁ ଆକ୍ରମଣକୁ…
କ୍ଷୀର-ପାଳଙ୍ଗ ଶାଗ ଖାଇ ଦୀର୍ଘାୟ ହେଲେ ମହିଳା, ପାଳିଲେ ୧୨୮ ତମ ଜନ୍ମଦିନ
ନୂଆଦିଳ୍ଲୀ: ଦକ୍ଷିଣ ଆଫ୍ରିକାର ୧୨୮ ବର୍ଷୀୟା ମହିଳା କ୍ଷୀର ଓ ପାଳଙ୍ଗ ଶାଗ ତାଙ୍କର ଆହାର କରି ଦୀର୍ଘାୟୁ ହୋଇପାରିଛନ୍ତି । ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ କିନ୍ତୁ ଏହା ସତ । ଦକ୍ଷିଣ ଆଫ୍ରିକାର ଏହି ମହିଳା ହେଲେ ଜୋହାନା…
ଦିଲ୍ଲୀ ଉପରାଜ୍ୟପାଳ ପଦ ଛାଡ଼ିଲେ ଅନୀଲ ବୈଜଲ , ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଇଲେ…
ନୂଆଦିଲ୍ଲୀ: ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇ ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା…
ସଅଳ ଆସିବ ମୌସୁମୀ, ସ୍ୱାଭାବିକ ଠାରୁ କମ୍ ବର୍ଷିବ : ଚଳିତ ବର୍ଷର ମୌସୁମୀ ବର୍ଷାକୁ ନେଇ ପାଣିପାଗ ବିଶେଷଜ୍ଞ ଆକଳନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡମାନ ଉପକୂଳ ଛୁଇଁସାରିବା ପରେ ଏବେ କେରଳ ଉପକୂଳ ମୁହାଁ ହୋଇଛି । ଆସନ୍ତା ଜୁନ୍ ୭ ତାରିଖ ସୁଦ୍ଧା ଏହା ଓଡ଼ିଶାରେ ପ୍ରବେଶ କରିବ । ତେବେ ଚଳିତ ବର୍ଷ ମୌସୁମୀ…
ଡକାୟତ ମୁଣ୍ଡରେ ଚଢିଲା ବାହା ହବାର ନିଶା: ଗୋଟିଏ ଜିଦି ଭାଙ୍ଗିଦେଲା ସମ୍ପୂର୍ଣ୍ଣ ଗ୍ୟାଙ୍ଗ
ନୂଆଦିଲ୍ଳୀ: ଇନାମୀ ଡକାୟତ କଲ୍ଲୀ ଗୁର୍ଜର ଏବେ ଜେଲର ଚାରିକାନ୍ଥ ଭିତରେ ଫଶି ଯାଇଛି । କଲ୍ଲୀ ସହିତ ଭାଇ ଏବଂ ଭିଣୋଇକୁ ଗିରଫ କରିଛି ମୁରୈନା ପୋଲିସ । ତେବେ ଗିରଫ କରିବା ପରେ କଲ୍ଲୀ ଗୁର୍ଜରର ସବୁ କାରନାମାର ପରଦା…
ବିବାହ ଉପହାରରେ ମିଳିଥିଲା ଟେଡି ବିୟର: ବ୍ଲାଷ୍ଟ ହେବାରୁ ନଷ୍ଟ ହୋଇଗଲା ଯୁବକଙ୍କ ହାତ ଏବଂ ଆଖି
ଗୁଜୁରାଟ: ବିବାହ ଉତ୍ସବରେ ମିଳିଥିଲା ଟେଡି ବିୟର ଉପହାର । କିନ୍ତୁ ଏହା ପରିବାର ପାଇଁ ଏକ ଭୟଙ୍କର ଉପହାର ପାଲଟିଯାଇଛି । ଉପହାର ପ୍ୟାକେଟ ଖୋଲିବା ମାତ୍ରେ ଏଥିରେ ଅଚାନକ ବ୍ଲାଷ୍ଟ ହୋଇଛି । ଏହି ବିସ୍ଫୋରଣରେ…
ଏହି ଦିନରୁ ଶସ୍ତା ହେବ ପେଟ୍ରୋଲ-ଡିଜେଲ ଦର: ସରକାରଙ୍କ ତରଫରୁ ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦରବୃଦ୍ଧି ସମୟରେ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ତୈଳଦର ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି ସରକାର । ଏତିପାଇଁ ଦୀର୍ଘ ଦିନରୁ କରାଯାଉଥିବା ଏକ ପ୍ରକଳ୍ପରେ ସଫଳତା ମିଳି…
ଲଗାଣ ବର୍ଷା ଯୋଗୁଁ ଗମ୍ଭୀର ହେଉଛି ସ୍ଥିତି: ଏହି ସ୍ଥାନ ପାଇଁ ଜାରି ହେଲା ଅରେଞ୍ଜ ଆଲର୍ଟ
ଥିରୁଅନନ୍ତପୁରମ: ଲଗାଣ ବର୍ଷା ପାଇଁ କେରଳର ସ୍ଥିତି ଗମ୍ଭୀର ଆଡକୁ ଗତି କରୁଛି । ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପାଣିପାଗ ବିଭାଗ ମଧ୍ୟ ଏଥିରେ ଚିନ୍ତା ବଢାଇ ଦେଇଛି । ରାଜ୍ୟର ୭ଟି…
କୁକୁରକୁ ପୂଜା କରୁଛନ୍ତି ଏହି ପରିବାର: ବାର୍ଷିକରେ ଶହଶହ ସଂଖ୍ୟାରେ ପଶୁମାନଙ୍କୁ ଯୋଗାଇଥାନ୍ତି ଖାଦ୍ୟ
ନୂଆଦିଲ୍ଲୀ: ଅନେକ ଲୋକ ନିଜ ପୋଷା ଜୀବଜନ୍ତୁଙ୍କ ପାଇଁ ଖୁବ ଦରଦୀ ହୋଇଥାନ୍ତି । ସେମାନଙ୍କ ସହିତ ଯୋଡି ଦେଇଥାନ୍ତି ଏକ ଅତୁଟ ବନ୍ଧନ । ଠିକ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ହୁଗୁଳିରେ । ପୋଷା…