Browsing Category
ଦେଶ ବିଦେଶ
ଦୁଇ ଡୋଜ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି ସଂକ୍ରମଣ ଆଶଙ୍କା ବଢ଼ାଇଥାଏ: ଡାକ୍ତର ଫାଉଚି
ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଦୁଇଟି ଟିକା ମଧ୍ୟରେ ଥିବା ସମୟ ବ୍ୟବଧାନକୁ ନେଇ ଅନେକ ଦ୍ଵନ୍ଦ ଉପୁଜିଛି । ହେଲେ ଏହା ମଧ୍ୟରେ ଆମେରିକାର ଜଣେ…
କ୍ରିକେଟ ଗ୍ରାଉଣ୍ଡରେ ଅଭଦ୍ରାମି: ଷ୍ଟମ୍ପକୁ ମାରିଲେ ଗୋଇଠା, ଅମ୍ପାୟାରଙ୍କ ସହ କଲେ ଯୁକ୍ତିତର୍କ, ଶେଷରେ କ୍ଷମା ମାଗିଲେ ଏହି ଖେଳାଳି (ଭାଇରାଲ…
ଢାକା: ବାଂଲାଦେଶ କ୍ରିକେଟର ଶକିବ ଅଲ ହସନଙ୍କ ଅଭଦ୍ରାମିର ସୀମା ଟପିଛି । ନିଜ କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇ ସେ ଷ୍ଟମ୍ପ ଭାଙ୍ଗିବା ସହ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଛନ୍ତି । ତେବେ ଶେଷରେ ଶକିବ ନିଜର ଭୁଲ…
୯୮ ଦିନ ପର୍ଯ୍ୟନ୍ତ ଜାରି ରହିବ କରୋନାର ତୃତୀୟ ଲହର, ଏହା ଦ୍ୱିତୀୟ ଲହର ଠାରୁ ହୋଇପାରେ ଅଧିକ ଘାତକ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରବର୍ଷରେ କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେବେ ଆଗକୁ ଆସୁଥିବା ତୃତୀୟ ଲହରକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । ସେଥିପାଇଁ ପ୍ରଶାସନ ପକ୍ଷରୁ…
ଇତିହାସ ରଚିଲେ ଜୋକୋଭିକ୍: ନାଡାଲଙ୍କୁ ହରାଇ ପହଞ୍ଚିଲେ ଫାଇନାଲରେ
ପ୍ୟାରିସ୍: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଫେଞ୍ଚ ଓପନ ଫାଇନାଲରେ ପହଞ୍ଚିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କ୍ଲେ କୋର୍ଟର ବାଦଶାହ ସ୍ପେନର ରାଫେଲ ନାଡାଲଙ୍କୁ ୩-୬, ୬-୩, ୭-୬(୪), ୬-୨ରେ ହରାଇ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୬୦ ଲକ୍ଷ ୨୫ ହଜାର ୮୨୮କୁ…
ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ସିଲିଣ୍ଡର
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଏଲପିଜି ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତାଙ୍କୁ ଆରାମ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ରନ୍ଧନ ଗ୍ୟାସ ଉପଭୋକ୍ତା ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ଏଲପିଜି ସିଲିଣ୍ଡର ।…
କୋଭାକ୍ସିନ୍ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲାନି ଆମେରିକା
ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ…
୧୬-୧୮ ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ସୋନୁ ସୁଦ
ମୁମ୍ବାଇ: କୋଭିଡ-୧୯ ମହାମାରୀ ସମୟରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାଯ୍ୟ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ଅଭିନେତା ସୋନୁ ସୁଦ । ଆଉ ତାଙ୍କର ଏହି ପ୍ର୍ରୟାଶ ପାଇଁ ସବୁଠି ତାଙ୍କର ଚର୍ଚ୍ଚା ଓ ପ୍ରଶଂସା ।…
ମୁକୁଲଙ୍କ ଉପରେ ବିଜେପିରେ ଆକ୍ରମଣ, ବିଜେପି ଉପାଧ୍ୟକ୍ଷ କହିଲେ ସୁବିଧାବାଦୀମାନେ ଏଭଳି କରନ୍ତି
ନୂଆଦିଲ୍ଲୀ: ପ୍ରାୟ ୪ ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ ରହିବା ପରେ ମୁକୁଲ ରୟ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି। ମୁକୁଲ ରଏ ଦଳ ପରିବର୍ତ୍ତନ କରିବା ପରେ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂ…
ମୋଦୀ-ଉଦ୍ଧବ ବୈଠକ ପରେ ପାଓ୍ଵାରଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, ମହାରାଷ୍ଟ୍ର ରାଜନୀତିରେ ଚାଲିଛି କଣ ?
ମୁମ୍ବାଇ : ବିଗତ ଦିନରେ ଦେଶ ରାଜନୀତିର ପରିଦୃଶ୍ୟରେ ଅନେକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳୁଛି। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିଗଲା କିନ୍ତୁ ନେତାଙ୍କ ଦଳ ଅଦଳ ବଦଳ ପର୍ବ ଏବେ ମଧ୍ୟ ଜାରି ରହିଛି। ମୁକୁଲ ରୟ…