Browsing Category
ଦେଶ ବିଦେଶ
ଉତ୍ତର ପ୍ରଦେଶ ପରେ ହରିୟାଣାର ମଦରସାରେ ବାଧ୍ୟତାମୂଳକ ହୋଇପାରେ ଜାତୀୟ ସଙ୍ଗୀତ ଗାନ
ଚଣ୍ଡିଗଡ: ହରିୟାଣାରେ ସମସ୍ତ ମଦରସାରେ ଅନିବାର୍ଯ୍ୟ ହୋଇପାରେ ରାଷ୍ଟ୍ରୀୟ ଗାନ। ରାଜ୍ୟର ଶିକ୍ଷା ମନ୍ତ୍ରୀ କନଓ୍ଵର ପାଲ ଶୁକ୍ରବାର ଏହି ସଙ୍କେତ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଥିରେ କିଛି କ୍ଷତି ନାହିଁ। ଜାତୀୟ…
ଚିନ୍ତନ ଶିବିର ସମୟରେ କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା ସୁନୀଲ ଜାଖଡ
ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତନ ଶିବିର ମଧ୍ୟରେ ଅସନ୍ତୁଷ୍ଟ କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡ ଶନିବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ଫେସବୁକ ଲାଇଭ ଜରିଆରେ କଂଗ୍ରେସ ଛାଡୁଥିବା…
ଗାଡି ଚଢାଇଦେଲେ ମୃଗ ଶିକାରୀ: ୩ ପୋଲିସ ଅଧିକାରୀଙ୍କ ପରଲୋକ
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଗୁନାରେ ବଡ ଅଘଟଣ । ଶିକାରୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଏସଆଇରାଜ କୁମାର ଜାଦବ,କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ସହିଦ ହୋଇଛନ୍ତି ।…
ଏସବିଆଇ କ୍ଲର୍କଙ୍କ ସାମାନ୍ୟ ଭୁଲ: ୧୫ କର୍ମଚାରୀଙ୍କ ଖାତାକୁ ଗଲା ୧.୫ କୋଟି
ନୂଆଦିଲ୍ଲୀ: କୁହାଯାଏ ମଣିଷ ମାତ୍ରକେ ଭୁଲ୍ । ମାତ୍ର ଭୁଲଟି ବଡ ହେଇଗଲେ ତାହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଏ । ଏମିତି ଜଣେ କର୍ମଚାରୀଙ୍କ ସାମାନ୍ୟ ଭୁଲ୍ ପାଇଁ ବ୍ୟାଙ୍କକୁ ଲାଗିଛି ଦେଢ କୋଟିର ଚୂନ ।…
କରୋନାରେ ଆକ୍ରାନ୍ତ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ଇନଷ୍ଟାଗ୍ରାମ ପୋଷ୍ଟରୁ ମିଳିଲା ସୂଚନା
ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରି ଆର୍ଡେନ୍ ଏହି ସୂଚନା ଦେଇଛନ୍ତି । ସେ ପଜିଟିଭ୍ ହୋଇଥିଲେ ମଧ୍ୟ ଚଳିତ ମାସର…
ଦେଶରେ ବଢ଼ିଚାଲିଛି ମହଙ୍ଗା ମାଡ଼: ଗହମ ରପ୍ତାନୀ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସମୟରେ ମହଙ୍ଗା ମାଡ଼ ବଢ଼ି ଚାଲିଛି । ତେଣୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ…
ୟୁଏଇ ରାଷ୍ଟ୍ରପତଙ୍କି ନଧିନ, ୪୦ଦିନିଆ ରାଷ୍ଟ୍ରୀୟଶୋକ ଘୋଷଣା
ଆବୁଧାବି : ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାଏଦ ଅଲ୍ ନହାନଙ୍କ ନିଧନ। ମୃତ୍ୟୁ ବେଳକୁ ୭୩ ବର୍ଷ ହୋଇଥିଲା। ଶେଖ୍ ଖଲିଫା ବିନ୍ ଜାଏଦ ଅଲ୍ ନହାନଙ୍କ ପରଲୋକ ପରେ ସାରା…
ବିଭିନ୍ନ ରାଜ୍ୟରେ ବଢ଼ିବ ଗ୍ରୀଷ୍ମର ପ୍ରକୋପ: ହିଟୱେଭ ଆଲର୍ଟ ଜାରି କଲା IMD
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମର ପ୍ରବଳ ପ୍ରକୋପ ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତର ଭାରତରେ ଗରମର କହର ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ବୃଦ୍ଧି ହୋଇଥିବା ଜଣାପଡ଼ିଛି…
ପୁଣି ସାମ୍ନାକୁ ଆସିଲା ତାଲିବାନର ବର୍ବର ଚେହେରା, ପତି-ପତ୍ନୀଙ୍କ ପାଇଁ ଜାରି କଲା ଏଭଳି ନିୟମ
ଗତ ବର୍ଷ ଆଫଗାନିସ୍ତାନ ଉପରେ କବ୍ଜା କରିବା ସମୟରେ ଦୁନିଆ ସମ୍ନାରେ ପରିବର୍ତ୍ତନ ଆଣିବାକୁ କହୁଥିବା ତାଲିବାନ ନିଜର ପ୍ରକୃତ ରୂପ ଦେଖାଇଛି । ଆଫଗାନିସ୍ତାନରେ ଏବେ ପ୍ରତିଦିନ ଏଭଳି ନିୟମ ଜାରି ହେଉଛି ଯାହାକୁ ଦେଖିଲେ…
ଦିଲ୍ଲୀରେ ଅଗ୍ନିକାଣ୍ଡ; ଏପର୍ଯ୍ୟନ୍ତ ୨୬ ମୃତଦେହ ଉଦ୍ଧାର, ଆହୁରି ୩୦ରୁ ୪୦ ଜଣ ଫସି ରହିଥିବା ସୂଚନା
ନୁଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଥିବା ଏକ ତିନି ମହଲା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାେବେଳେ ଏବେ ମଧ୍ୟ ୩୦ରୁ ୪୦ ଜଣ ଫସି ରହିଥିବା ସୂଚନା…