Browsing Category

ଦେଶ ବିଦେଶ

ବଡ଼ ଧରଣର ଅବହେଳା! ନିୟମଭାଙ୍ଗି ଓମିକ୍ରନ୍ ପଜିଟିଭ୍ ବୁଲିଲେ ମଲ୍-ରେଷ୍ଟୁରାଣ୍ଟ୍, ମୁଣ୍ଡରେ ହାତ ଦେଲା ପ୍ରଶାସନ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେସୁଦ୍ଧା ଦେଶର ଅନେକ ରାଜ୍ୟରୁ ଏକାଧିକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ…

ବିଟ୍ରେନରେ ବଢ଼ିଲା କରୋନା ଲହର, ଆମେରିକାରୁ ଭାରତ ପର୍ଯ୍ୟନ୍ତ ବିପଦ ଘଣ୍ଟି

ନୂଆଦିଲ୍ଲୀ: କରୋନା ସଂକ୍ରମମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁ ତୀବ୍ରତାରେ କରୋନା ବଢ଼ିଚାଲିଛି, ତାହାକୁ ନେଇ ଚିନ୍ତା ବଢ଼ୁଛି । କୋଭିଡର ଓମିକ୍ରନ ଭାରିଆଣ୍ଟ ଭାରତର ୧୧ଟି ରାଜ୍ୟରେ ପ୍ରବେଶ କରିଥିବା ବେଳେ ମୋଟ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢ଼ିବ ଦରମା, ୩% ବୃଦ୍ଧି ପାଇପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ନୂତନ ବର୍ଷ ଆରମ୍ଭ ହେବା ସହିତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିପାରନ୍ତି କେନ୍ଦ୍ର ସରକାର । ବାସ୍ତବରେ, ସରକାର ସପ୍ତମ ବେତନ ଆୟୋଗ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩…

ରୋଗୀଙ୍କ କିଡନୀରୁ ବାହାରିଲା ଏକାବେଳକେ ୧୫୬ଟି ଷ୍ଟୋନ୍, ଜାଣନ୍ତୁ କଣ ରହିଛି ପୂରା ମାମଲା

ହାଇଦ୍ରାବାଦ୍: ଜଣେ ରୋଗୀଙ୍କ କିଡନୀରୁ ବାହାରିଲା ରେକର୍ଡ ୧୫୬ଟି ଷ୍ଟୋନ୍ । ଏହାକୁ ଦେଖି ହସ୍ପିଟାଲରେ ଖୋଦ୍ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଇନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ୍ ର ଏକ…

EWS ସଂରକ୍ଷଣକୁ ନେଇ ବଦଳିବ ନିୟମ: ବାର୍ଷିକ ଇନକମ୍ ୮ ଲକ୍ଷରୁ ୫ ଲକ୍ଷକୁ ହ୍ରାସ ପାଇପାରେ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ)ଙ୍କ ସଂରକ୍ଷଣକୁ ନେଇ ବଦଳିପାରେ ନିୟମ । ଏନେଇ କେନ୍ଦ୍ର ସରକାର ଏକ ୩ ଜଣିଆ ପ୍ୟାନେଲ ଗଠନ କରିଥିବା ବେଳେ ଏହି ପ୍ୟାନେଲ ସୁପ୍ରିମକୋର୍ଟଙ୍କ ନିକଟରେ ନିଜର ମତାମତ…

ପ୍ରେମିକକୁ ପ୍ରଥମେ କିସ୍ କଲା, ପରେ ସିଗାରେଟ୍ ଟାଣି ଗୁଳି ମାରିଦେଲା ପ୍ରେମିକା; କାରଣ ଜାଣି ହୋଇଯିବେ ତାଜୁବ୍

ନୂଆଦିଲ୍ଲୀ: ପ୍ରେମରେ ଥିଲେ ଯୁବକ-ଯୁବତୀ ମାନେ କେତେବେଳେ କେଉଁ ସୀମା ପାର୍ କରିଯାଆନ୍ତି ତାହା କେହି ଅନୁମାନ ବି କରିପାରନ୍ତି ନାହିଁ । ଏହି କ୍ରମରେ ପଶ୍ଚିମବଙ୍ଗରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସମାନାକୁ ଆସିଛି…

ନବଜାତଙ୍କୁ ହସ୍ପିଟାଲରେ ହିଁ ମିଳିଯିବ ଆଧାର କାର୍ଡ, ଜାଣନ୍ତୁ ଏନେଇ କଣ କହିଲା UIDAI

ନୂଆଦିଲ୍ଲୀ: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଶୀଘ୍ର ଡାକ୍ତରଖାନାରେ ଜନ୍ମିତ ନବଜାତ ଶିଶୁମାନଙ୍କ ପାଇଁ ଆଧାର ଉପଲବ୍ଧ କରାଇବାକୁ ପ୍ରସ୍ତୁତି କରୁଛି । ୟୁଆଇଡିଏଆଇ ସିଇଓ ସୌରଭ ଗର୍ଗ କହିଛନ୍ତି…

ନୀତିନ ଗଡକରୀଙ୍କୁ ଭେଟିଲେ ବିଜେଡି ସାଂସଦ, ରାଜ୍ୟରେ ବିଭିନ୍ନ ସଡ଼କ ଓ ଅନ୍ୟ ପ୍ରକଳ୍ପର ବିକାଶ ନେଇ କଲେ ଆଲୋଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସଂସଦର ରୁମ୍‌ ନଂ-୬୨ରେ ଭେଟିଛନ୍ତି ବିଜେଡି ସାଂସଦ ।ଏହି ଅବସରରେ ରାଜ୍ୟରେ ବିଭିନ୍ନ ସଡ଼କ ଓ ଅନ୍ୟ ପ୍ରକଳ୍ପର ବିକାଶ ଆଲୋଚନା ହୋଇଥିଲା ।…

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି: ୨୧ ବର୍ଷ ବୟସ ପୂର୍ବରୁ ଝିଅଙ୍କ ବିବାହ ମନା

ନୂଆଦିଲ୍ଲୀ : ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବଦଳିବାକୁ ଯାଉଛି । ୨୧ ବର୍ଷ ବୟସ ପୂର୍ବରୁ ଝିଅମାନେ ବିବାହ କରିପାରିବେ ନାହିଁ । କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଏହାପରେ ଏହା ସଂସଦର…

ଦୁଷ୍କର୍ମକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: କହିଲେ ରୋକି ନପାରିଲେ ଉପଭୋଗ କର

ନୂଆଦିଲ୍ଲୀ: ଦୁଷ୍କର୍ମ ଉପରେ ବିବାଦୀୟ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି ତଥା କଂଗ୍ରେସ ନେତା କେ.ଆର ରମେଶ । ଗୁରୁବାର କଂଗ୍ରେସ ନେତା ବିଧାନସଭାରେ ରେପକୁ ନେଇ ବିବାଦୀୟ…