Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

(Video)ଇସ୍ରାଏଲ୍-ହାମାସ୍ ଯୁଦ୍ଧ: ମ୍ୟୁଜିକାଲ କନସର୍ଟରେ ମିସାଇଲର ବର୍ଷା, ବିଛେଇ ହୋଇ ପଡ଼ିଲା ଶବ, ଦେଖନ୍ତୁ ଛାତିଥରା ଦୃଶ୍ୟ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ, ଯେଉଁଥିରେ ଇସ୍ରାଏଲର ଏକ ମ୍ୟୁଜିକାଲ କନସର୍ଟ ଆଡ଼କୁ ମିସାଇଲ ଉଡି ଆସୁଥିବା ଦେଖିବାକୁ ମିଳିଛି ।…

ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ଥରି ଉଠିଲା ୟୁକ୍ରେନ, ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି କହିଲେ ୟୁକ୍ରେନ୍‌ ଅଧିକାରୀ

ଓଡିଶା ଭାସ୍କର: ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷିଆ। ୟୁକ୍ରେନର ଅନେକ ଅଞ୍ଚଳ ଉପରେ ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ତେବେ ଏହି ଆକ୍ରମଣରେ ୟୁକ୍ରେନ୍‌…

(Big News) ୟୁକ୍ରେନ ଉପରେ ରୁଷିଆର ଡ୍ରୋନ ୱାର : ୬ ବର୍ଷର ଶିଶୁ ସମେତ ୪୯ ମୃତ

ଓଡିଶା ଭାସ୍କର: ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷିଆ। ଗୁରୁବାର ୟୁକ୍ରେନର ଅନେକ ଅଞ୍ଚଳ ଉପରେ ରୁଷ ଡ୍ରୋନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ ୬ ବର୍ଷର ଶିଶୁ…

ୟୁକ୍ରେନ ଉପରେ ପୁଣି ରୁଷର ଡ୍ରୋନ୍‌ ଆକ୍ରମଣ, ଜାଣନ୍ତୁ ଏବେ ୟୁକ୍ରେନ ଅବସ୍ଥା କିପରି ଅଛି…

ଓଡିଶା ଭାସ୍କର: ଶାନ୍ତିର ଆଲୋଚନାକୁ ଏଡାଇ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ରୁଷ । ଯଦି ଏହାର ତୁରନ୍ତ ସମାଧାନ ନ ବାହାରିବ ତାହାହେଲେ ଉଭୟ ଦେଶ ମଧ୍ୟରେ ଆହୁରି ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିପାରେ ।…

(Video)ନିଷ୍ଠୁରତାର ସମସ୍ତ ସୀମା ପାର, ସୋସିଆଲ ମିଡିଆରେ ସୈନିକର ମୁଣ୍ଡକାଟ ଭିଡ଼ିଓ ଦେଖି ସବୁ ଭୟଭୀତ

ନୂଆଦିଲ୍ଲୀ: ୟୁକ୍ରେନ ଆଉ ରୁଷ ମଧ୍ୟରେ ଯେଉଁ ଯୁଦ୍ଧ ଲାଗି ରହିଛି ତାହା ଥୟ ହେବାର ସମ୍ଭାବନା ଦେଖାଯାଉ ନାହିଁ । ଦିନକୁ ଦିନ ଏଭଳି ଭିନ୍ନ ଭିଡ଼ିଓ ସାମ୍ନାକୁ ଆସୁଛି ତାହା ଦେଖିବା ଦ୍ୱାରା ସବୁ ଲୋକ ଆଶ୍ଚର୍ଯ୍ୟ ହେଇ…

ଋଷ କଦାପି ୟୁକ୍ରେନ ଉପରେ ଜିତିବାକୁ ସକ୍ଷମ ହେବ ନାହିଁ …ଋଷର ସେନା ଲଜ୍ଜିତ ହେବା ଉଚିତ:ଜୋ ବାଇଡେନ

ନୂଆଦିଲ୍ଲୀ:ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏହା ମଧ୍ୟରେ ଗୋଟିଏ ବର୍ଷ ପୁରାଣ କରିଛି । ପୋଲାଣ୍ଡରେ ଏହି ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଋଷ ୟୁକ୍ରେନ ଠାରୁ କଦାପି ଜିତିପାରିବ…

ଋଷର କ୍ଷେପଣାସ୍ତ୍ର ଆଉ ଡ୍ରୋନ ମାଡ଼ରେ ୟୁକ୍ରେନରେ ୧୨ ମୃତ:ରିପୋର୍ଟ

ନୂଆଦିଲ୍ଲୀ: ଋଷ ଗୁରୁବାର ଦିନ ୟୁକ୍ରେନ ସହରରେ ଦଶହଜାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଯେଉଁଥିରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହେଇଛି ।ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ…

(video)ଝିଅର ଜନ୍ମଦିନ ପାଳନ କରୁଥିଲେ, ଆଉ ଠିକ ଏହି ସମୟରେ ଘର ଉପରକୁ ହେଲା କ୍ଷେପଣାସ୍ତ୍ର ମାଡ଼; ଆଉ ତା’ପରେ ..

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ଥମିବାର ନାମ ନେଉନାହିଁ। ପ୍ରତିଦିନ ଏଭଳି ଘଟଣାର ଅନେକ ଭିଡିଓ ସାମ୍ନା କୁ ଆସୁଛି ଯାହା ହୃଦୟ ବିଦାରକ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି…

ୟୁକ୍ରେନ୍‌ରେ ରୁଷ୍ ସେନାର ପ୍ରଚଣ୍ଡ ଆକ୍ରମଣ, ଘନ ଘନ ମିସାଇଲ୍ ମାଡରେ ୧୪ ମୃତ

କିଭ: ଗତବର୍ଷ ଫେବୃଆରୀ ମାସରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିଲା ଘମାଘୋଟ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହି ଯୁଦ୍ଧରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟୁଥିଲେ ମଧ୍ୟ କେହିବି ନିଜ ଜିଦ୍ ରୁ ଓହରିବାକୁ…

ୟୁକ୍ରେନର ଡିନପ୍ରୋ ଉପରେ ପୁଣି ଋଷର ଆକ୍ରମଣ, ମିଜାଇଲ ମାଡ଼ରେ ୧୨ ମୃତ୍ୟୁ

ନୂଆଦିଲ୍ଲୀ :ଶନିବାର ଦିନ ଋଷ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି । ଋଷର କ୍ଷେପଣାସ୍ତ୍ର ୟୁକ୍ରେନର ଅନେକ ସହରକୁ ଟାର୍ଗେଟ କରି ବୋମା ମାଡ଼ କରିଥିଲା । ସୂଚନାନୁସାରେ, ରୁଷ ଦ୍ୱାରା ହୋଇଥିବା ବୋମା…