Browsing Category
ଦେଶ
ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ IAS ଶାହଙ୍କ ବିବୃତ୍ତି: କହିଲେ- ‘ଏହା ଥିଲା ପୁରୁଣା ଭଙ୍ଗା ଜାହାଜ’
ନୂଆଦିଲ୍ଲୀ: ସୋମବାର ଦିନ ସୁପ୍ରିମକୋର୍ଟ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ରାଜନୀତି ସମେତ ବିଭିନ୍ନ ମହଲରୁ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ଭାରତୀୟ…
ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାଗରେ ଜର୍ଜର ପାକିସ୍ତାନ, କହିଲା ଏପରି କଥା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବୈଧ କହିବା ସହ ନିଜର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଧାରା ୩୭୦ ଏକ ଅସ୍ଥାୟୀ…
ଅଟୋ ଉପରେ ଓଲଟିଲା ଟ୍ରକ: ଗର୍ଭବତୀ ମହିଳା ସମେତ ୪ ବର୍ଷୀୟ ଶିଶୁ ମୃତ
ନୂଆଦିଲ୍ଲୀ: ଟ୍ରକ ଏକ ଅଟୋ ଉପରେ ଓଲଟି ପଡିଥିବା ବେଳେ ଉକ୍ତ ପରିବାରର ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବିହାରର ପୁର୍ନିଆ ସଦର ପୋଲିସ ଷ୍ଟେସନ ଅଞ୍ଚଳର ଗୁଲାବ ବାଗ…
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତକୁ କ’ଣ ସବୁ ଲାଭ ମିଳିଛି? ରିପୋର୍ଟ ଜାଣନ୍ତୁ…
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ କୁ ହଟାଇବା ସମ୍ପର୍କରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଧାରା ୩୭୦କୁ ହଟାଇବା ନିଷ୍ପତ୍ତି…
ମୋହନଙ୍କ କାନ୍ଧରେ ମଧ୍ୟପ୍ରଦେଶର ଭାର, କ’ଣ ହେବ ଶିବରାଜଙ୍କର
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ । ଏବେ ସେ ଦକ୍ଷିଣ ଉଜ୍ଜୈନରୁ ବିଧାୟକ ଅଛନ୍ତି । ଗତ ସପ୍ତାହରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ବମ୍ପର ବିଜୟ ହାସଲ କରିଥିଲା…
ନରେନ୍ଦ୍ର ସିଂ ତୋମାର ହେଲେ ମଧ୍ୟପ୍ରଦେଶର ନୂଆ ବାଚସ୍ପତି
ଭୋପାଳ: ଛତିଶଗଡ଼ ପରି ମଧ୍ୟପ୍ରଦେଶରେ ବି ବିଜେପି ଖେଳିଛି ସସ୍ପେନ୍ସ କାର୍ଡ। ଚର୍ଚ୍ଚିତ ଚେହେରାଙ୍କୁ ବାଦ ଦେଇ ଅଭିଜ୍ଞ ତଥା ଅନୁଭବୀ ନେତାଙ୍କୁ ସରକାର ଗଠନରେ ସାମିଲ କରିଛି ବିଜେପି। ପୂର୍ବତନ କେନ୍ଦ୍ରମନ୍ତ୍ରୀ…
ଶସ୍ତା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ ମୂଲ୍ୟ, ସରକାର ଆରମ୍ଭ କଲେ ପ୍ରସ୍ତୁତି!
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଦୀର୍ଘ ୨୦ ମାସ ହେବ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ବର୍ତ୍ତମାନ ଯେଉଁ ରିପୋର୍ଟ ଆସି ପହଁଚିଛି ସେଥିରୁ ଲାଗୁଛି ଯେ ତୈଳ ଦର ଖୁବ ଶିଘ୍ର କମିବ । ଇଟି ନାଓର…
BIG BREAKING: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଯାଦବ
ଓଡିଶା ଭାସ୍କର: ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଲା, ମଧ୍ୟପ୍ରଦେଶ ରାଜ୍ୟ ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ତେବେ ଓବିସି ସମ୍ପ୍ରଦାୟଙ୍କୁ ଗୁରୁତ୍ୱ…
“ମୃତ୍ୟୁଦଣ୍ଡରୁ କମ୍ ନୁହେଁ Article 370 ଉଚ୍ଛେଦ…” ସୁପ୍ରିମକୋର୍ଟଙ୍କ ରାୟ ଉପରେ ଏମିତି ମିଳିଲା ପ୍ରତିକ୍ରିୟା
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମ ଅଦାଲତ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଏହାକୁ ବଜାୟ ରଖିବାକୁ କହିଛନ୍ତି…
Delhi Liquor Policy Case: ସୁପ୍ରିମକୋର୍ଟରୁ ସଞ୍ଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି, ବଢିଲା ନ୍ୟାୟିକ ହେପାଜତ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ସଞ୍ଜୟ ସିଂହଙ୍କୁ ଆଶ୍ୱସ୍ତି ନ ମିଳିବା ଖବର ସାମ୍ନକୁ ଆସିଛି । କୋର୍ଟ ଆମ୍ ଆଦମୀ ପାର୍ଟୀର ସାଂସଦଙ୍କ ନ୍ୟାୟିକ ହେପାଜତକୁ ପୁଣି ବଢାଇଛନ୍ତି । କୋର୍ଟ ୨୧ ଡିସେମ୍ବର ପର୍ଯ୍ୟନ୍ତ…