
Browsing Category
ଖବର
(Video) ଯୁବତୀଙ୍କୁ ବ୍ରିଜରୁ ଏପରି ଠେଲି ଦେଲା ସାଙ୍ଗ, ୬୦ ଫୁଟ ତଳେ ଥିବା ନଦୀରେ ଯାଇ ପଡିଲେ, ଦେଖନ୍ତୁ ଭୟଙ୍କର ଭିଡିଓ
ନୂଆଦିଲ୍ଲୀ: ସାଙ୍ଗ ସାଥୀରେ ମଜାମସ୍ତି ସବୁବେଳେ ଚାଲିଥାଏ । ବେଳେ ବେଳେ ଲୋକମାନେ ମଜାକ ନାମରେ ପ୍ରାଙ୍କ ମଧ୍ୟ କରିଥାଆନ୍ତି । ହେଲେ ଯେତେବେଳେ ସାଙ୍ଗ ବିପଦରେ ପଡେ ସେତେବେଳେ ଅନ୍ୟ ଜଣେ ସାଙ୍ଗ ତାଙ୍କୁ ସାହାଯ୍ୟ…
ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଉଦଳା: ସ୍କୁଲକୁ ଯିବା ବାଟରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ରାସ୍ତା ମଝିରେ ଶିକ୍ଷକ-ଶକ୍ଷୟତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଜାଣିବାକୁ ମିଳିଛି । ଖୁଣ୍ଟା ଥାନା…
Alaskapox Virus; ପୁରୁଣା ଭାଇରସ ନେଉଛି ଜୀବନ: କେତେ ଭୟଙ୍କର ହେବ ସଂକ୍ରମଣ?
ନୂଆଦିଲ୍ଲୀ: କରୋନା ଏବଂ ମଙ୍କିପକ୍ସ ଭଳି ଭାଇରସ ଲୋକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଟୀକା ଉଭୟ ଭାଇରସକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥିବା ବେଳେ ଏହା ସମ୍ପୂର୍ଣ୍ଣ ସଫଳତା ପାଇ ପାରୁନାହିଁ ।…
FD Laddering ଅର୍ଥ ସଞ୍ଚୟ କରିବାର ନୂଆ ଉପାୟ, ଜାଣନ୍ତୁ ଏହାର ଫାଇଦା
ଓଡ଼ିଶା ଭାସ୍କର: ସାଧାରଣତଃ ମହିଳାମାନେ ଅର୍ଥ ସଞ୍ଚୟ କରିବାରେ ଏକ୍ସପର୍ଟ । ସେମାନେ ବ୍ୟାଙ୍କରେ ପାରମ୍ପରିକ ଉପାୟ ଫିକ୍ସଡ୍ ଡିପୋଜିଟ୍(FD) ମାଧ୍ୟମରେ ଟଙ୍କା ଜମା କରିଥାନ୍ତି । ବର୍ତ୍ତମାନ ନୂଆ ଟେକ୍ନୋଲୋଜି…
NCHM JEE 2024: ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ, ଜାଣନ୍ତୁ ପରୀକ୍ଷା ପାଟର୍ନ ଏବଂ ମାର୍କିଂ ସ୍କିମ୍
ଓଡ଼ିଶା ଭାସ୍କର: ପାଖେଇ ଆସୁଛି ବୋର୍ଡ଼ ପରୀକ୍ଷା । ଚିନ୍ତାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ । ସାଧାରଣତଃ ୧୦ମ ଓ ଦ୍ୱାଦଶ ପରେ ପିଲାମାଙ୍କ କ୍ୟାରିୟରକୁ ନେଇ ଅଭିଭାବକମାନେ ବେଶି ଟେନସନ୍ ହୋଇଯାନ୍ତି । ନିକଟରେ…
ନିର୍ବାଚନ ପୂର୍ବରୁ BJPର ମାଷ୍ଟରପ୍ଲାନ! ଓଡ଼ିଶାରେ ଡେରା ପକାଇବେ ଦଳର ଚିହ୍ନା ଚେହେରା
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପରୋକ୍ଷ ଭାବରେ ନିଜ ଦଳର ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି ସମସ୍ତ ନିର୍ବାଚନୀ ଦଳ । ତେବେ ଏହି କାର୍ଯ୍ୟରେ ଖୁବ ଆଗରେ…
କୋମଲ ପ୍ଲେ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ
ଭୁବନେଶ୍ୱର: ନହରକଣ୍ଟାସ୍ଥିତ ମିନି ଷ୍ଟାଡିୟମ୍ ରେ କୋମଲ ପ୍ଲେ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୁବନେଶ୍ଵର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ ।…
Cyber ଲୁଟେରାଙ୍କ ଟାର୍ଗେଟରେ ମହେଶ ବାବୁଙ୍କ ଝିଅ: ସିତାରାଙ୍କ ନାଁରେ ଚାଲିଛି ଠକେଇ
ମୁମ୍ବାଇ: ସାଉଥ ସିନେମାର ସୁପରଷ୍ୟାର ମହେଶ ବାବୁ ଓ ନମ୍ରତା ଶିରୋଦକରଙ୍କ ଝିଅ ସିତାରା ଘଟ୍ଟାମନେନୀ ସାଇବର ଅପରାଧର ଶିକାର ହୋଇଛନ୍ତି । ୧୧ ବର୍ଷୀୟା ସିତାରାଙ୍କର ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ କରାଯାଇଛି,…
ଏକ୍ସପ୍ରେସ-ୱେରେ ଚଳନ୍ତା ବସରେ ଲାଗିଲା ନିଆଁ: ୪ ଜଣ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ: ଏକ୍ସପ୍ରେସ-ୱେରେ ଯିବା ସମୟରେ ଏକ ଚଳନ୍ତା ବସରେ ଭୟାନକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ସମୟରେ ଆଉ ଏକ କାର୍ ବସକୁ ପଛ ପଟୁ ଧକ୍କା ଦେଇଛି । ଚାହୁଁ ଚାହୁଁ ଉଭୟ ବସ୍ ଏବଂ କାର୍ ନିଆଁରେ ହୁତୁହୁତୁ…
U19 ବିଶ୍ୱକପରେ କେଉଁ ଖେଳାଳିଙ୍କ ନାଁରେ ସର୍ବାଧିକ ରନ୍-ୱିକେଟ? Topରେ ଜଣେ ମାତ୍ର ଭାରତୀୟ
ଓଡ଼ିଶା ଭାସ୍କର: ଅଣ୍ଡର-୧୯ ବିଶ୍ୱକପରେ ଭାରତକୁ ପରାସ୍ତ କରି ଚତୁର୍ଥ ଥର ଚମ୍ପିଆନ୍ ହୋଇଛି ଅଷ୍ଟ୍ରେଲିଆ । ୭୯ ରନରେ ଟିମ ଇଣ୍ଡିଆକୁ ମାତ୍ ଦେଇ ଦଳ ୬ ବର୍ଷର ପୁରୁଣା ପ୍ରତିଶୋଧ ନେଇଛି । ତେବେ ସମ୍ପୂର୍ଣ୍ଣ ବିଶ୍ୱକପରେ…