fbpx
Browsing Category

ଖବର

ଗରମ ବିରିୟାନୀ ମାଗିଲେ, କିନ୍ତୁ ବର୍ଷା ହେଲା ଲାତ-ଗୋଇଠା: ରେଷ୍ଟୁରାଣ୍ଟରେ ଏହି ମାମଲା କ’ଣ ସତ?

ହାଇଦ୍ରାବାଦ: ଡିସେମ୍ବର ୩୧ ତାରିଖରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରରେ ନୂଆବର୍ଷ ପାଳନ କରିଥାନ୍ତି । ତେବେ ଏପରି ସ୍ଥଳେ ଭିଡ଼ ପାଇଁ କେତେକ ସ୍ଥାନରେ ଝଗଡ଼ା ଏବଂ ଗଣ୍ଡଗୋଳ ହୋଇଥାଏ । ତେବେ ହାଇଦ୍ରାବାଦର ଏକ…

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ; କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ, ନିମନ୍ତ୍ରିତ ଅତିଥିଙ୍କ ପାଇଁ ସଂରକ୍ଷିତ ରହିବ କୋଠରୀ

ପୁରୀ: କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ । ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । କାଲିଠୁ ସଂରକ୍ଷିତ ରହିବ ପୁରୀର ସବୁ ଧର୍ମଶାଳା ବିଭିନ୍ନ ଧର୍ମାନୁଷ୍ଠାନର କୋଠରୀ ମଧ୍ୟ ସଂରକ୍ଷିତ…

ଏହି ରାଶି ଲୋକଙ୍କର ବଢିବ Bank Balance: ଜାଣନ୍ତୁ ଟଙ୍କା-ପଇସାରେ କେମିତି ରହିବ ୨୦୨୪ ବର୍ଷ…

ଓଡ଼ିଶା ଭାସ୍କର: ୨୦୨୩ ମସିହା ସରିବା ପରେ ଆରମ୍ଭ ହୋଇଯାଇଛି ୨୦୨୪ ନୂଆ ବର୍ଷ । ଏହି ବର୍ଷ ଅନେକ ରାଶିଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ଅନେକ ଫାଇଦା ଆଣିଦେବ । ଜ୍ୟୋତିଶ ଗଣନା ଅନୁସାରେ, ଏହି ବର୍ଷରେ ମେଷ, ଧନୁ ଏବଂ ମକର…

ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ…

ସଡ଼କ ଦୁର୍ଘଟଣା ପାଇଁ ୧୦ ଲକ୍ଷ ଟଙ୍କା ଜରିମାନା? ଜାଣନ୍ତୁ କ’ଣ କହୁଛି IPCର ଧାରା ୧୦୬

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ଖୁବ ମାତ୍ରାରେ ବୃଦ୍ଧି ହୋଇଛି । କିନ୍ତୁ ଏବେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଦେବାକୁ ପଡ଼ିବ ମୋଟା…

ଲୋକାର୍ପିତ ହେଲା ଦେଶର ପ୍ରଥମ ମହିଳା ସୈନିକ ସ୍କୁଲ: ଜାଣନ୍ତୁ କିପରି ନେବେ ଆଡ଼ମିଶନ

ନୂଆଦିଲ୍ଲୀ: ଦେଶରେ ମହିଳା ତଥା ଝିଅମାନଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ଏହା ମଧ୍ୟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦେଶରେ ଝିଅମାନଙ୍କ ପାଇଁ ପ୍ରଥମ ସୈନିକ ସ୍କୁଲ ଉତ୍ତର…

ସମ୍ବଲପୁର: ଗାଡ଼ି ନଯାଇ ଟୋଲ୍‌ କଟିଥିବାରୁ ଟୋଲ୍‌ପ୍ଲାଜାକୁ ଜରିମାନା କଲେ ଖାଉଟି ଅଦାଲତ

ସମ୍ବଲପୁର: (ଓଡ଼ିଶା ଭାସ୍କର) ଗାଡ଼ି ନଯାଇ ଟୋଲ୍‌ କଟିଥିବାରୁ ଟୋଲ୍‌ପ୍ଲାଜାକୁ ଜରିମାନା ହୋଇଛି । ୨ଟି ଅଲଗା ଅଲଗା ମାମଲାରେ ୨୫ ହଜାର ଲେଖାଏଁ ଜରିମାନା କଲେ ଖାଉଟି ଅଦାଲତ । ଏଭଳି ମାମଲା ଦେଖିବାକୁ ମିଳିଛି…

ଆଜି ନୁହେଁ, ୩୩ ବର୍ଷ ପୂର୍ବରୁ ରାମ ମନ୍ଦିରର ନିର୍ମାଣର ଭବିଷ୍ୟବାଣୀ: ଏବେ ମିଳିଲା ନିମନ୍ତ୍ରଣ ପତ୍ର

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଜାରି ରହିଛି । ବର୍ତ୍ତମାନ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ବେଳେ ଏହାକୁ ନେଇ ସାରା ଭାରତ ଉତ୍ସବମୁଖର…

ଏଣିକି ଅନଲାଇନରେ ମିଳିବ ‘ଗଣତନ୍ତ୍ର ଦିବସ ପ୍ୟାରେଡ଼’ ଟିକେଟ: ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

ନୂଆଦିଲ୍ଳୀ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜାନୁଆରୀ ୨୬ ତାରିଖରେ ହେବାକୁ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତ ପାଳନ କରିବାକୁ ଯାଉଛି ଗଣତନ୍ତ୍ର ଦିବସ । ତେବେ ଚଳିତ ବର୍ଷ ଭାରତ ଏହାର ୭୫ ତମ ଗଣତନ୍ତ୍ର ଦିବସ ପାଳନ…

ଅଯୋଧ୍ୟା ରାମ ମନ୍ଦିରକୁ ନେଇ BJPର ମାଷ୍ଟରପ୍ଲାନ: ପ୍ରତିଦିନ ୫୦ ହଜାର ଲୋକଙ୍କୁ କରାଯିବ ରାମ-ଦର୍ଶନ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି କୋଟି କୋଟି ରାମଭକ୍ତଙ୍କ ବହୁବର୍ଷର ଅପେକ୍ଷା । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ରାମ…