fbpx
Browsing Category

ଖବର

ଲାରିପାଲି ଜଙ୍ଗଲ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା; ବୁର୍ଲା ହସ୍‌ପିଟାଲ୍‌ରେ ହେଲା ଏକୋଇଶିଆ-ନାମକରଣ

ବୁର୍ଲା: (ଓଡ଼ିଶା ଭାସ୍କର) ଚର୍ଚ୍ଚିତ ଖବର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲ ଶିଶୁକନ୍ୟା ଉଦ୍ଧାର ଘଟଣା। ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିଲା ଶିଶୁକନ୍ୟା।…

୬୦ ନୁହେଁ, ୫୦ ବର୍ଷରୁ ଲାଗୁ ହେବ ପେନସନ ଯୋଜନା: ନୂଆବର୍ଷରେ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ସରକାର ପେନସନ ଯୋଜନା ଲାଗୁ କରିଛନ୍ତି । କର୍ମଚାରୀଙ୍କୁ ୬୦ ବର୍ଷ ପରେ ପେନସନ ପ୍ରଦାନ କରିବା ପାଇଁ ନିୟମ କରିଛନ୍ତି ସରକାର । କିନ୍ତୁ ବର୍ତ୍ତମାନ…

ଦ୍ୱିତୀୟ ଥର ପିତା ହେଲେ ଶାହିର ଶେଖ୍, ଇନଷ୍ଟାଗ୍ରାମରେ ଶେୟାର କଲେ ଫଟୋ

ମୁମ୍ବାଇ: ଟେଲି ଜଗତର ଜଣାଶୁଣା କଳାକାର ଶାହିର ଶେଖ୍ । ଅନେକ ସିରିଏଲରେ ତାଙ୍କ ଅଭିନୟର ଜାଦୁ ଦର୍ଶକଙ୍କୁ ମୁଗ୍ଧ କରିଛି । ବର୍ତ୍ତମାନ ତାଙ୍କ ଘରେ ଖୁସିର ମାହୋଲ । ଅଭିନେଜା ଜଣଙ୍କ ୨ୟ ଥର ପାଇଁ ପିତା ହୋଇଛନ୍ତି ।…

ଟ୍ରେନର ରହିଛି ୯ ପ୍ରକାର ହର୍ଣ୍ଣ, ପ୍ରତି ହର୍ଣ୍ଣ ପଛରେ କ’ଣ ରହିଛି ସଂକେତ ?

ଓଡ଼ିଶା ଭାସ୍କର: ଦେଶରେ ଅଧିକାଂଶ ଲୋକମାନେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ଟ୍ରେନ୍ ଯାତ୍ରା ସୁଲଭ ଓ ସମସ୍ତଙ୍କ ପାଇଁ ସୁବିଧାଜନକ ହୋଇଥାଏ । ତେବେ ସମସ୍ତେ ଟ୍ରେନର ହର୍ଣ୍ଣ ନିଶ୍ଚିତ ଶୁଣିଥିବେ ।…

(video) ନୂଆବର୍ଷରେ ‘ଦାଦାଜୀଙ୍କ ନୃତ୍ୟ ଦେଖି ଦାଦିଜୀ ଲାଜରେ ସରସର’, ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍

ଆଜି ନୂଆବର୍ଷର ପ୍ରଥମ ଦିନ । ସମସ୍ତେ ଏହି ନୂଆବର୍ଷର ଆରମ୍ଭ ହସ ଖୁସିରେ କରିବାକୁ ଚାହାନ୍ତି । କେହି ନୂଆବର୍ଷରେ ବାହାରକୁ ବୁଲିବାକୁ ଯାଆନ୍ତି ତ ଆଉ କେହି ଘର ଭିତରେ ରହି ବି ନିଜ ସାଙ୍ଗ ସାଥି ଓ ପରିବାର ସଦସ୍ୟଙ୍କ…

(ଦେଖନ୍ତୁ) ୨୦୨୩ ବର୍ଷରେ ଟିମ୍ ଇଣ୍ଡିଆର ଯାତ୍ରା କିପରି ଥିଲା: ବିସିସିଆଇ ଶେୟାର କଲା ହୃଦୟସ୍ପର୍ଶୀ ଭିଡିଓ

ନୂଆଦିଲ୍ଲୀ: ୨୦୨୩ ବର୍ଷ ବିଦାୟ ନେଇଛି ଆଉ ନୂଆ ବର୍ଷ ୨୦୨୪ ପାଦ ଥାପିଛି । ୨୦୨୩ ବର୍ଷ ଭାରତୀୟ କ୍ରିକେଟ ଟିମ୍ ପାଇଁ କିପରି ରହିଥିଲା, ତାହା ନିଶ୍ଚିତ ଭାବେ ଆଜି କୋଟି କୋଟି କ୍ରୀଡ଼ପ୍ରେମୀଙ୍କ ମନରେ ସ୍ମରଣୀୟ ହୋଇ…

(Video) ପିକନିକରୁ ଫେରୁଥିଲେ ଭୂତ ଲାଗିଲା: ସମସ୍ତଙ୍କର ଆଚାର ବ୍ୟବହାର ବଦଳିଗଲା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଆଖପାଖରେ ଅନେକ ସମୟରେ ଭୂତପ୍ରେତଙ୍କୁ ନେଇ କିଛି ଅଜବ ପ୍ରକାରର କଥା ସବୁ ଶୁଣିବାକୁ ମିଳିଥାଏ । ଭୂତ ସହ ଜଡ଼ିତ ଏହି କଥାସବୁକୁ କିଛି ଲୋକ ବିଶ୍ୱାସ କରୁଥିବା ବେଳେ ଆଉ କିଛି ହସରେ ଉଡ଼ାଇ…

ବୁଲିବାକୁ ନା ‘ଯୁଦ୍ଧ’ କରିବାକୁ ଆସିଛନ୍ତି; ଯାଞ୍ଚ ବେଳେ ଜବତ ହେଲା ଶହ ଶହ ବାଡ଼ି-ଲୁହା ରଡ୍

ସିମଲା: ନୂଆବର୍ଷ ପାଳନ ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ହିମାଚଳ ପ୍ରଦେଶର ରାଜଧାନୀ ତଥା କୁଇନ୍ ଅଫ୍ ହିଲ୍ସ ଶିମଲା କୁ ଆସୁଛନ୍ତି। ଶିମଲାର ରିଜ୍ ମଇଦାନରେ ହଜାର ହଜାର ଲୋକ ଏକାଠି ହୋଇ ନୂଆବର୍ଷ ପାଳନ କରିବେ ବୋଲି ଆଶା…

ପାର୍ଟି ପରେ ଛାଡ଼ିନି କି Hangover ! ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ପୂରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ତା’ ପରେ ଆରମ୍ଭ ହୋଇଯିବ ଜିରୋ ନାଇଟ୍ ସେଲିବ୍ରେସନ । ରେଷ୍ଟୁରାଣ୍ଟ୍, ପବ୍,…

ଭୁବନେଶ୍ୱର: ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ ଘଟଣାରେ ଆଖି ବୁଜିଲେ ଜଣେ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଘଟିଥିବା ହୋଇଥିବା ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଏସିପି ଗୌତମ କିଶାନ ସୂଚନା ଦେଇଛନ୍ତି । ଗତ ୨ ଦିନ ତଳେ ହସ୍ପିଟାଲର ତୃତୀୟ ମହଲାରେ ଏକ…