Browsing Category
ରାଜ୍ୟ
କାଲିଠୁ ବାଲେଶ୍ୱରରେ ଗୁଡ଼ି ରେଡ୍, ସୂଚନା ଦେଲେ ଜିଲ୍ଲାପାଳ
ବାଲେଶ୍ୱର(ଓଡ଼ିଶା ଭାସ୍କର): କାଲିଠୁ ମାଞ୍ଜା ସୂତାରେ ଗୁଡ଼ିଉଡ଼ା ବାରଣ ହୋଇଛି । ଜିଲ୍ଲାର ଯେଉଁଠାରେ ବି ବିକ୍ରି ହେବ ସେଠାରେ ଚଢ଼ାଉ ହେବ । ପୋଲିସକୁ ଚଢ଼ାଉ କରିବାକୁ ମ୍ୟୁନିସିପାଲିଟି ଏନଫୋର୍ସମେଣ୍ଟ ଟିମ୍ ନିର୍ଦ୍ଦେଶ…
ଭୁବନେଶ୍ୱରକୁ ଆସୁଥିବା ବିମାନର ହାଇଡ୍ରୋଲିକ୍ ଫେଲ୍, ଦିଲ୍ଲୀ ବିମାନ ବନ୍ଦରରେ ଏମର୍ଜେନ୍ସି ଘୋଷଣା
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିମାନରେ ଦେଖା ଦେଇଛି ବଡ ଯାନ୍ତ୍ରିକ ତ୍ରୁଟି। ଏହା ପରେ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।…
ଆଜିର ସମୟରେ ସାଇବର୍ କ୍ରାଇମ୍ ଏକ ବଡ଼ ଆହ୍ୱାନ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: କମିଶନରେଟ୍ ପୋଲିସ୍ର ୧୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସ୍ଥିତ ସପ୍ତମ ବାଟାଲିୟନ୍ଠାରେ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ, ଜାଣନ୍ତୁ କିପରି କରିବେ ଚେକ୍
ଭୁବନେଶ୍ୱର: ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ। ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଫଳ ପ୍ରକାଶ ପାଇଛି।ଯାହା ଗତ ଅଗଷ୍ଟ ୨୦୨୨ରେ ଅନୁଷ୍ଠିତ…
ଖୁବ୍ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ଏକକ ଆମ୍ବୁଲାନ୍ସ ସେବା
ଭୁବନେଶ୍ୱର: ରାଜ୍ୟରେ ଏଣିକି ଏକକ ଜରୁରୀ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ ହେବ। ସରକାରୀ ଭାବେ କାର୍ଯ୍ୟ କରୁଥିବା ୨ ହଜାର ୪୫୩ ଆମ୍ବୁଲାନ୍ସ ସହିତ ବେସରକାରୀ ଭାବେ କାର୍ଯ୍ୟରତ ପ୍ରାୟ ୩ ହଜାର ଆମ୍ବୁଲାନ୍ସକୁ ଗୋଟିଏ…
ବାରରେ ଭଙ୍ଗାରୁଜା: ୩୪ ଜଣଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଏକ ବାରରେ କିଛି ଦୁବୃତ୍ତ ଭଙ୍ଗାରୁଜା କରିଛନ୍ତି । ଫଳରେ ଘଟଣାରେ ସମ୍ପୃକ୍ତ ଥିବା ୩୪ ଜଣଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଛି । ଏଥିସହିତ ଏହି ଭଙ୍ଗାରୁଜା ପାଇଁ…
ଓକିଲ ମାନେ ଶରୀରରେ କରି ପାରିବେ କି ଟାଟୁ, ଚୟନ ପ୍ରକ୍ରିୟା ହେବ କି ସମସ୍ୟା?
ଭୁବନେଶ୍ୱର:ଏବେ ସମୟରେ ଟାଟୁ ଏକ ପ୍ରକାରର ଟ୍ରେଣ୍ଡ ହୋଇ ଗଲାଣି । ଯାହାକୁ ଦେଖିବ ସମସ୍ତେ ଟାଟୁ କରୁଛନ୍ତି । କେବଳ ଏତିକି ନୁହେଁ ଟାଟୁ କୁ ନେଇ ନୂଆଁ ନୂଆଁ ଏକ୍ସପେରିମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି । କିଏ ତାଙ୍କ…
ଯାଜପୁର ମିଶନ ଶକ୍ତି ଭବନ ଉଦ୍ଘାଟିତ, ଆଗାମୀ ୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତି
ଯାଜପୁର:ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମା ମାନଙ୍କ ହୁଳହୁଳି ଓ କରତାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନ୍ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର…
ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଝାମ୍ପି ନେଲେ ୧୫ଲକ୍ଷ ଟଙ୍କା
କାମକ୍ଷାନଗର: ଭୁବନେଶ୍ୱର କାମାକ୍ଷାନଗରର ବ୍ୟାଙ୍କ ସମ୍ମୁଖରେ ୧୫ଲକ୍ଷ ଟଙ୍କା ଲୁଟ୍ କରାଯାଇଥିବା କଥା ସାମ୍ନାକୁ ଆସିଛି । ଭୁଜାଲି ଦେଖାଇ ଏକ ବାଇକରେ ୩ ଦୁର୍ବୃତ୍ତ ଟଙ୍କା ଲୁଟି ନେଇ ଫେରାର ହୋଇଛନ୍ତି । ପର୍ଜଙ୍ଗ…
କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ କୋଟିଏ ଟଙ୍କାର ବ୍ରାଉନସୁଗର
ଭୁବନେଶ୍ୱର: ରାଜ୍ୟରେ ନିଶାଧାରୀଙ୍କ ସଂଖ୍ୟା ଉପରମୁହାଁ ହେବାରେ ଲାଗିଛି । ଯୁବପୀଢି ମାନଙ୍କ ମଧ୍ୟରେ ଏହା ଏକ ଫ୍ୟାସନରେ ପରିଣତ ହୋଇଛି । ଏନେଇ ପୋଲିସ ପ୍ରଶାସନ ସଜାଗ ରହିବା ସତ୍ତେ୍ୱ ଲୋକେ ଅପରାଧ କରିବା ପାଇଁ ପଛ…