Browsing Category

ରାଜ୍ୟ

ଭୁବନେଶ୍ବର: ବହୁରୂପୀ ଏଣ୍ଡୁଅ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ, ଦୁଇ ଜଣଙ୍କୁ ଗିରଫ କଲା ବନ ବିଭାଗ

ଭୁବନେଶ୍ୱର: ବହୁରୂପି ଏଣ୍ଡୁଅର ମୂଲ୍ୟ ଦେଢ ଲକ୍ଷ ଟଙ୍କା। ଭୁୁବନେଶ୍ୱର ବାଣିବିହାର ସାମ୍ନାରେ ଦେଢ ଲକ୍ଷ ଟଙ୍କାରେ ଏଣ୍ଡୁଅ ବିକ୍ରି କରିବା ସମୟରେ ଦୁଇ ମାଫିଆଙ୍କୁ ମାଡ଼ି ବସିଛି ବନ ବିଭାଗ। ଦୁହେଁ ସମ୍ପର୍କରେ ଅଜା…

ନବଜାତ ଶିଶୁ କନ୍ୟାର ମୃତଦେହ ନଦୀରେ ଫିଙ୍ଗିଦେଲ ବାପା ମା

ଅନୁଗୁଳ: ନବଜାତ ଶିଶୁ କନ୍ୟାର ମୃତଦେହ ନଦୀରେ ଫିଙ୍ଗିଦେଲ ବାପା ମା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ ଶିଶୁ କନ୍ୟାର…

ମହିଳା SIଙ୍କ ମୃତ୍ୟୁ ମାମଲା: ଜି.ଉଦୟଗିରି ଥାନା ଆଇଆଇସିଙ୍କୁ ବଦଳି

ଗଜପତି(ଓଡ଼ିଶା ଭାସ୍କର): ଜି.ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଆରମ୍ଭ ହୋଇଛି ଉତ୍ତେଜନା । ମୃତ ମହିଳା ଏସଆଇଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ନିକିରାଇରେ ହୋଇଥିବା ଜଣାପଡିଛି ।…

ଚାଲିଛି OTET ପରୀକ୍ଷା: ବାହାରେ ଘୂରି ବୁଲୁଛି ପ୍ରଶ୍ନର ଉତ୍ତର ସିଟ୍!

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରିରେ ଓଟିଇଟି ପ୍ରଶ୍ନର ଉତ୍ତରସିଟ୍ ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟର ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡ଼ିଛି । କିନ୍ତୁ…

ଜାତୀୟ ରାଜପଥ କଡରେ ବାଲି ଡିପୋ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀଲେ ଯୁବକ

ବୌଦ୍ଧ(ପୁରୁଣାକଟକ): ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସଦା ସର୍ବଦା ଦୁର୍ଘଟଣା ପାଇଁ ଚର୍ଚା ରେ ରହିଥାଏ। ସହ ସହ ଗାଡି ମୋଟର ଏହି ବାଟ ଦେଇ ଯାଇଥାଏ ଏବଂ ଅନେକାଂଶ ରେ ବିଭିନ୍ନ ଦୁର୍ଘଟଣା ମଧ୍ଯ ଘଟେ ଯେଉଁଥିପାଇଁ ଲୋକ…

Video: ରାଜରାସ୍ତାରେ ମହିଳାଙ୍କ ବେକରୁ ଚେନ୍ ଲୁଟର ଲାଇଭ୍ ଭିଜୁଆଲ, CCTVରେ କଏଦ୍ ହେଲା ଭିଡିଓ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କିଛି ଦିନର ବ୍ୟବଧାନ ପରେ ପୁଣି ପେରିଛି ଚେନ୍ ଚୋରଙ୍କ ଛନକା। ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ଛକ ଉପରେ ଜଣେ ମହିଳାଙ୍କଠୁ ଦୁଇ ଟୁଟେରା ସ୍ପିଡ୍ ବାଇକ୍‌ରେ ଆସି ଝାମ୍ପି…

ଏମ୍ସରେ ପୁଣି ଭର୍ତ୍ତି ହେଲେ ଧାମନଗର ବିଧାୟକ ବିଷ୍ଣୁ ସେଠୀ: ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ…

ଭଦ୍ରକ: ଧାମନଗର ବିଧାୟକ ବିଷ୍ଣୁ ସେଠୀ ଅସୁସ୍ଥ ହୋଇ ଆଜି ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଗତ କିଛିଦିନ ତଳେ ବିରୋଧୀ ଦଳ ଉପନେତା ସେଠୀଙ୍କର ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଏମ୍‌ସରେ ଚିକିତ୍ସିତ…

ବହୁ ଚର୍ଚ୍ଚିତ ଲିଜା ଡାକୁଆ ହତ୍ୟା ଘଟଣାର ପର୍ଦ୍ଦାଫାସ: ଫେରାର ଥିବା ହତ୍ୟାକାରୀ ଅହିମ ଖାନ ଗିରଫ

ଟିଟିଲାଗଡ଼, (ଭାସ୍କର ନ୍ୟୁଜ୍‌): ତ୍ରୀ-କୋଣୀୟ ପ୍ରେମ ସମ୍ପର୍କକୁ ନେଇ ଘଟିଯାଇଥିଲା ଏକ ଜଘନ୍ୟ ହତ୍ୟା କାଣ୍ଡ । ଜଣେ ବିବାହିତ ମହିଳାଙ୍କ ସହ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଉଭୟେ ଉକ୍ତ ମହିଳା ସହ ଶାରୀରିକ…

ପୃଥିବୀ ଶେଷ ହେବାର ମିଳୁଛି କି ସଂକେତ ! ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ

ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ଦେଖାଯିବା ପରେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉଦ୍ବେଗ ପ୍ରକାଶ ପାଇଛି । କଳାମୁଗୁନି ପଥରରେ ନିର୍ମିତ ଅରୁଣ ସ୍ତମ୍ଭରେ…

ଲଜ୍‌ରେ ଚାଲିଥିଲା ସେକ୍ସ୍‌ ରାକେଟ, ଚଢ଼ଉ ବେଳେ ୨ ରୂପଜୀବୀ ଉଦ୍ଧାର: ଲଜ୍ ମାଲିକ ସହ ୨ ଗିରଫ

ଗୁଣପୁର, (ଭାସ୍କର ନ୍ୟୁଜ୍‌): ରାୟଗଡା ଜିଲ୍ଲା ଗୁଣୁୁପୁର ସହରର ଦୁଇ ଲଜ୍‌ରେ ଦୀର୍ଘ ଦିନଧରି ଚାଲିଥିଲା ସେକ୍ସ ରାକେଟ୍‌କୁ ପୋଲିସ ଠାବ କରିଛି । ଘଟଣାରେ ଦୁଇ ଲଜ୍‌ରେ ମାଲିକଙ୍କ ସହ ୨ଗ୍ରାହକକୁ ପୋଲିସ ଗିରଫ କରିଛି ।…