Browsing Category

ରାଜ୍ୟ

ବ୍ୟାରିକେଡ୍‌ ଭାଙ୍ଗି ଲୁଟିନେଲେ, କବାଡ଼ିଆରେ ବିକିଦେଲେ; ରାଜଧାନୀରେ ରାଜ୍‌ କରୁଛନ୍ତି ଅସାମାଜିକ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କିଏ କହେ ଆମ ଭୁବନେଶ୍ଵର ଆମ ରାଜଧାନୀ। ଏହାର ସୁରକ୍ଷା ବି ଆମର। ଆଉକିଏ କହେ- ମୋ ଭୁବନେଶ୍ୱର ମୋ ସମ୍ପତ୍ତି.. ମୁଁ ଲୁଟିବି, ବିକି ଖାଇବି! ଠିକ୍‌ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଅକାଳ ବିୟୋଗ ଘଟିଛି । ଏକ ବାଇକ୍ ଦୁର୍ଘଟଣାରେ ମଙ୍ଗରାଜ ପ୍ରାଣ ହରାଇଥିବା ଜଣାପଡ଼ିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା…

ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ପୂର୍ବତନ ବିଏମ୍ସି କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ ଭାବେ ନିଯୁକ୍ତ କରାଯାଇଛି ।…

ମାଟ୍ରିକ୍ ମାର୍କରେ ତ୍ରୁଟି, ହିନ୍ଦୀରେ ମାର୍କ ଦେବା ବଦଳରେ ସଂସ୍କୃତରେ ମାର୍କ

ଚଳିତ ବର୍ଷ କୋଭିଡ କାରଣରୁ ହୋଇପାରିନାହିଁ ଦଶମ ବୋର୍ଡ ପରୀକ୍ଷା । କିନ୍ତୁ ବୋର୍ଡ ପକ୍ଷରୁ ପିଲାଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ଦିଆଯାଇଛି ମାର୍କ । ହେଲେ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଦିଆଯାଇଥିବା ମାର୍କରେ…

ଶିଶୁକନ୍ୟାକୁ ଚକୋଲେଟ୍‌ ବାହାନାରେ ଡାକିନେଲା… ହେଲେ କଲବଲ କରି ବନ୍ଧାହେଲା

ଯାଜପୁର(ଓଡ଼ିଶା ଭାସ୍କର): ପୁଣି ଲଜ୍ଜା। କଅଁଳ କୋମଳମତି ଶିଶୁକୁ ଅତ୍ୟାଚାର କରିବାକୁ ପଛାଇନାହିଁ ଜଣେ ନଷ୍ଟ ପ୍ରବୃତ୍ତିର ବ୍ୟକ୍ତି। ଚକୋଲେଟ୍ ଦେବ ବୋଲି ଆଳ ଦେଖାଇ ୫ ବର୍ଷର ନିରୀହ ଶିଶୁ କନ୍ୟାକୁ କଲବଲ କରିଦେଇଛି।…

ପଢ଼ାଉ ପଢ଼ାଉ ଛାତ୍ରୀଙ୍କୁ ଲୋଭେଇ ଯାଇଥିଲେ! ତାପରେ…

ବାଲେଶ୍ଵର(ଓଡ଼ିଶା ଭାସ୍କର): ଛାତ୍ରୀଙ୍କୁ ଅସଦାଚରଣ କରିବା ଜଣେ ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ଅନୁସାରେ ବାଲେଶ୍ଵର ସହରରେ ଥିବା ଗୋଟିଏ ଆର୍ଟ କଲେଜର ପୂର୍ବତନ ଅଧ୍ୟାପକ ଶଶାଙ୍କ ଶେଖର ଦାସଙ୍କୁ ସଦର ପୋଲିସ୍‌…

ଗୁରୁତର ଶିଶୁପୁତ୍ର SCBରେ, ମା’କୁ ତଣ୍ଟିକାଟି ହତ୍ୟା କରିଦେଲେ ଦୁର୍ବୃତ୍ତ; ଜାଣନ୍ତୁ ପୂରା ଘଟଣା…

କଟକ(ଓଡ଼ିଶା ଭାସ୍କର): ତଣ୍ଟି କାଟି ମହିଳାଙ୍କୁ ହତ୍ୟା କରିଦେଲେ ଦୁର୍ବୃତ୍ତ। ଆଉ ୩ ବର୍ଷର ନିଷ୍ପାପ ଶିଶୁପୁତ୍ରର ମୁଣ୍ଡକୁ ପଥରରେ ଛେଚି ଫିଙ୍ଗିଦେଲେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ରେ ଘଟିଥିବା ଏଭଳି…

ତେଲରେ ଲାଗିଛି ନିଆଁ; ଭୁବନେଶ୍ୱରରେ ୯୯ ଡେଇଁଲା ପେଟ୍ରୋଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦେଶର ଏକାଧିକ ମେଟ୍ରୋପଲିଟାନ ସହରରେ ତେଲ ଦର ସେଞ୍ଚୁରୀ ମାରି ସାରିଥିବା ବେଳେ ଭୁବନେଶ୍ୱର ଭଳି ଟିଅର-୨ ସହର ମଧ୍ୟ ପଛରେ ନାହାନ୍ତି । ରବିବାର ଭୁବନେଶ୍ୱରରେ ତେଲ ଦର ୯୯ ଟଙ୍କା ଅତିକ୍ରମ…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରବୁରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଲଇକେରା ଥାନା ସରଗିଗୁଡ଼ା ବାସଭବନରେ ଆକ୍ରମଣ ହୋଇଥିଲା । ଝାରସୁଗୁଡ଼ା ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।…

ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳୀୟ କର୍ମୀ ମାନେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେବେ ଏହାକୁ ଦୃଷ୍ଟିରେ ରଖି ଦଳକୁ ସୁଦୃଢ଼ କରିବାରେ ଲାଗିଛି ଶାସକ ଦଳ ବିଜେଡ଼ି । ଗତକାଲି…