fbpx
Browsing Category

ରାଜ୍ୟ

ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୨(ଓଡ଼ିଶା ଭାସ୍କର): ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଇକରେ ଲାଗିଥିବା ଶିଡ଼ିରେ ଝୁଲି ୧୨୮କିମି ଅତିକ୍ରମ କରିଥିଲେ ସଂଗ୍ରାମ । ଯାଜପୁରରେ…

‘ମଧୁ’ ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆରମ୍ଭ ହୋଇଛି ‘ମଧୁ’ ଆପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଧୁ ଆପକୁ ଶୁଭାରମ୍ଭ କରିଛନ୍ତି । VC ଜରିଆରେ ଏହି ଆପର ଶୁଭାରମ୍ଭ…

ସଭ୍ୟ ସମାଜରେ ଏଭଳି କାଣ୍ଡକୁ ବରଦାସ୍ତ କରାଯିବନି: କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ, ୩ା୧୨(ଓଡ଼ିଶା ଭାସ୍କର): ପୁରୀରେ ଗତକାଲି ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ଘଟିଥିଲା । ପରେ ପୀଡ଼ିତା ପୁରୀ ସ୍ଥିତ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ । ପୀଡ଼ିତାଙ୍କ ବୟାନ ରେକର୍ଡ଼ ପରେ ପୋଲିସ…

ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୧୦ଆହତ

କଟକ,୩ା୧୨(ଓଡ଼ିଶା ଭାସ୍କର): ପାରାଦ୍ୱୀପ-ଚଣ୍ଡୀଖୋଲ ରାଜରାସ୍ତାର ତାରିଣୀ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ବସ୍ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ସେହି ଦୁର୍ଘଟଣାରେ ୧୦ଜଣ ଗୁରୁତର ଭାବେ ଆହତ…

୨୦ଟି ଖଣିର ଟେଣ୍ଡର ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩ା୧୨(ଓଡ଼ିଶା ଭାସ୍କର): ଆଜି ୨୦ଟି ଖଣିର ଟେଣ୍ଡର ବାତିଲ କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବରରେ ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ବାତିଲ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ୨୦୨୦ ମାର୍ଚ୍ଚ…

ଶ୍ରୀମନ୍ଦିର ସୁରକ୍ଷା ପାଇଁ ମିଳିଲା ଜମି, ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ,୨ା୧୨(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ବହୁ ସମର୍ଥନ ମିଳିଛି । ଏନେଇ କିଛି ଦିନ ତଳେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରୁ ଜମି ଉଚ୍ଛେଦ ଚାଲିଥିଲା । ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହୋଇଛି ପ୍ରାୟ ୭୫%…

ବଡ଼ଦିନ ଓ ନୂଆବର୍ଷ ପାଇଁ ବାଣଫୁଟା ଉପରେ କଟକଣା ଜାରି

ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ । ବଡ଼ଦିନ ଓ ନୂଆବର୍ଷ ପାଇଁ ବାଣଫୁଟା ଉପରେ କଟକଣା ଜାରି ହୋଇଛି । ଡିସେମ୍ବର ୨୫ ଓ ୩୧ ତାରିଖ ରାତିରେ ବାଣଫୁଟା ଉପରେ କଟକଣା ଜାରି ହୋଇଛି । ଏନେଇ…

ନନ୍ଦନକାନନରେ ଆନାକୋଣ୍ଡା ଏବେ ସୁରକ୍ଷିତ: ବିଶେଷଜ୍ଞ ଅଜୟ କାର୍ତ୍ତିକ

ବାରଙ୍ଗ,୨ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ ପରେ ବିଶେଷଜ୍ଞ ଆସିଥିଲେ । ସେଠାକାର ସ୍ଥିତି ସମୀକ୍ଷା କରିବା ପରେ ବିଶେଷଜ୍ଞ ଅଜୟ କାର୍ତ୍ତିକ ପ୍ରତିକ୍ରିୟା ରଖିଛନ୍ତି । ସେ…

ନାସା ନାଁରେ ଆସିଥିବା ଇ-ମେଲ ନକଲି

ଅନୁଗୁଳ,୨ା୧୨(ଓଡ଼ିଶା ଭାସ୍କର): ଅନୁଗୁଳରେ ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ନାସା ନାଁରେ ଏକ ଇ-ମେଲ ଆସିବା ଘଟଣା ଘଟିଥିଲା । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା । ପରେ ସେନେଇ ତଦନ୍ତ ମଧ୍ୟ ହୋଇଥିଲା । ତଦନ୍ତ ପରେ…

ପୁରୀରେ ପଞ୍ଜାବୀ ମଠ ସିଲ୍‌

ପୁରୀ,୨ ।୧୨(ଓଡିଶା ଭାସ୍କର): ପୁରୀରେ ପଞ୍ଜାବୀ ମଠ ସିଲ୍‌ କଲା ଜିଲ୍ଲା ପ୍ରଶାସନ । ଗତକାଲି ମଠରୁ କିଛି ପରିମାଣର କୋରେକ୍ସ ଥିବା ବୋତଲ ଏବଂ ବିପୁଳ ପରିମାଣର ଖାଲି କୋରେକ୍ସ ବୋତଲ ମିଳିଥିଲା । ଏନେଇ ମାଜିଷ୍ଟ୍ରେଟଙ୍କ…