Browsing Category

ରାଜ୍ୟ

ରାଜ୍ୟରେ ପ୍ରଥମ କରି ହାତୀ ଦେହରେ ଲାଗିଲା ରେଡିଓ କଲାର

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ରାଜ୍ୟରେ ପ୍ରଥମ କରି ହାତୀ ଦେହରେ ଲାଗିଲା ରେଡିଓ କଲାର । ଅନୁଗୁଳ ଛେଣ୍ଡିପଦା ରେଞ୍ଜ୍‌ରେ ହାତୀ ଶରୀରରେ ଖଞ୍ଜାଗଲା । ଏହା ଦ୍ୱାରା ହାତୀର ଗତିବିଧି ଉପରେ ନଜର ରଖାଯାଇ ପାରିବ ।…

ଆଜି ସର୍ବାଧିକ ୩୬.୪ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ମାଘ ମାସରେ ବାଘ ଭଳି ଖରା। ପୂର୍ବ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସବୁଠି ଆରମ୍ଭ ହୋଇଯାଇଛି ତାତି। ଆଜି ସର୍ବାଧିକ ୩୬.୪ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା। ସେହିପରି କଟକରେ ଆଜି ଦିନର…

ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ତଦନ୍ତ କରୁଛି ପୋଲିସ

ଓଡ଼ିଶା ଭାସ୍କର: ବିଭିନ୍ନ ଘଟଣାକୁ ନେଇ ବିବାଦ ଘେରରେ ରହି ଆସୁଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ ପୁଣିଥରେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି। ତାଙ୍କର ମ୍ୟାନେଜର ସାଗର ବେହେରା ଗୀତିକାର ପ୍ରମୋଦ ପରିଡ଼ାଙ୍କୁ…

ଖଣ୍ଡଗିରି ଯାତ୍ରା ମହାସମର; ପୁରୁଣା ଫର୍ମକୁ ଫେରିଲା ଗୌରୀ ଗଣନାଟ୍ୟ

ଭୁବନେଶ୍ୱର: ଦିନେ ଗୌରୀ ଗଣନାଟ୍ୟ ଖଣ୍ଡଗିରି ଯାତ୍ରା ମହାସମରରେ ଆଗରେ ରହୁଥିଲା । ଓଡ଼ିଶା ଅପେରା, ଜନତା ଗଣନାଟ୍ୟ ଓ ସାତଶଙ୍ଖ ଗଣନାଟ୍ୟ, ତୁଳସୀ ଓ ଶିବାନୀ ଭଳି ଆଗ ଧାଡ଼ି ଅପେରା ପାର୍ଟିଙ୍କ ସହ ସମକକ୍ଷ ଥିଲା । ଆଜି…

ଭୁବନେଶ୍ୱର: ଘରୋଇ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ; ପିଟିଲେ ୩ ସିନିୟର

ଭୁବନେଶ୍ୱର: ଘରୋଇ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ । ପ୍ରଥମ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ପିଟିଲେ ୩ ସିନିୟର ଛାତ୍ରୀ । ମାଡ଼ରେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କ ହାତ ଓ ଦାନ୍ତ ଭାଙ୍ଗିଯାଇଛି । ଏ ସଂପର୍କରେ…

ଆଜି ସାରା ରାଜ୍ୟକୁ ଯୋଡିଲା ଲକ୍ଷ୍ମୀ ବସ୍ : ୩୦ ଜିଲ୍ଲାରେ ଚାଲିଲା ୧୩୫୪ଟି ବସ୍‌

ଓଡ଼ିଶା ଭାସ୍କର: ପ୍ରତ୍ୟେକ ଗାଁ'ରେ ଲକ୍ଷ୍ମୀ ବସ୍ ପହଞ୍ଚାଇବା ଲକ୍ଷ୍ୟ ନେଇ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଆରମ୍ଭ କରି ଶେଷରେ ସାରା ଓଡ଼ିଶାକୁ ଯୋଡ଼ିଛନ୍ତି ରାଜ୍ୟ ସରକାର। ବହୁ ଅପେକ୍ଷା ପରେ ଆଜି…

ବିଧାନସଭା ଓ ଲୋକସଭା ଆସନରେ ୫୦% ମହିଳାଙ୍କୁ ଟିକଟ ଦେବ କଂଗ୍ରେସ: ଅଳକା ଲାମ୍ବା

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିମଧ୍ୟରେ ଓଡ଼ିଶା ପ୍ରଦେଶ…

Big Breaking; ସମ୍ପୂର୍ଣ୍ଣ ଭଙ୍ଗା ହେବ ଐତିହାସିକ ବାରବାଟୀ ଷ୍ଟାଡିୟମ! ସୂଚନା ଦେଲେ OCA ସମ୍ପାଦକ

କଟକ: ଓଡ଼ିଶାର ଅନ୍ୟତମ ପରିଚୟ କଟକ ବାରବାଟୀ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଆଲୋଚନା କରାଯାଉଛି । ୧୯୫୨ ମସିହାରୁ ଓଡ଼ିଶାକୁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଥିବା ବାରବାଟୀ ଷ୍ଟାଡିୟମ ଭାଙ୍ଗି ଦିଆଯିବ…

ଆଦିବାସୀଙ୍କ ଉପରୁ ହଟିବ ଛୋଟ ମକଦ୍ଦମା: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଦିବାସୀମାନଙ୍କ ଉପରେ ଥିବା ଛୋଟ ମକଦ୍ଦମା ମାମଲା ଉଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ନିଜେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୪୮୦୧୮ଟି ମାମଲା ପ୍ରତ୍ୟାହାର…

ପ୍ରତି ହସ୍ପିଟାଲରେ ଅଂଶୁଘାତ ପାଇଁ ରହିବ ସ୍ୱତନ୍ତ୍ର ବେଡ୍, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ

ଓଡ଼ିଶା ଭାସ୍କର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ…