fbpx
Browsing Category

ଅଲିମ୍ପିକ୍

ସେମିରେ ଝୁଣ୍ଟିଲେ ଭାରତୀୟ ମହିଳା; ଶୁକ୍ରବାର ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ଲଢେଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ପଛରେ ଝୁଣ୍ଟିଛି ଭାରତୀୟ ମହିଳା ହକି ଦଳ । ବୁଧବାର ଅନୁଷ୍ଠିତ ସେମିରେ ଭାରତୀୟ ମହିଳା ଦଳ ଆର୍ଜେଣ୍ଟିନା ନିକଟରୁ ୨-୧ରେ ପରାଜିତ ହୋଇଛି ।…

ଟୋକିଓ ଅଲିମ୍ପିକ୍ସ: ୩ ପଦକ ଜିତି ସାରିଛି ଭାରତ, ଚତୁର୍ଥ ସୁନିଶ୍ଚିତ, ଭାଙ୍ଗିପାରେ ଲଣ୍ଡନ ଅଲିମ୍ପିକ୍ସର ରେକର୍ଡ

ନୂଆଦିଲ୍ଲୀ : ଜାପାନର ରାଜଧାନୀ ଟୋକିଓରେ ଖେଳାଯାଉଥିବା ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । କ୍ରୀଡା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଆଶା କରାଯାଉଥିଲା ଭାରତ ଅଲିମ୍ପିକ ଇତିହାସରେ ସବୁଠୁ ଉନ୍ନତ…

ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁଯୋଗ; ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

ନୂଆଦିଲ୍ଲୀ: ୮୬ କିଗ୍ରା ବର୍ଗରେ ପରାଜିତ ହୋଇଥିବା ଭାରତୀୟ ରେସଲର ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତା କାଲି ବ୍ରୋଞ୍ଜ ପଦକ ମୁକାବିଲାରେ ଉପନୀତ ହେବେ ଭାରତୀୟ କୁସ୍ତିଯୋଦ୍ଧା ଦୀପକ…

କୁସ୍ତି ଫାଇନାଲରେ ରବି ଦାହିଆ, ଭାରତ ପାଇଁ ସୁନିଶ୍ଚିତ କଲେ ଚତୁର୍ଥ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ୧୨ତମ ଦିନ ଭାରତ ପାଇଁ ସଫଳତାର ଦିନ ହୋଇଛି । କୁସ୍ତିରେ ଫାଇନାଲରେ ପ୍ରବେଶ କଲେ ରେସଲର ରବି ଦାହିଆ । ଏଥିସହ ରବି ଭାରତ ପାଇଁ ଚତୁର୍ଥ ପଦକ ସୁନିଶ୍ଚିତ କରିଛନ୍ତି । ସେମି ଫାଇନାଲରେର…

ଲଭଲୀନାଙ୍କ ପରାଜୟ: ବ୍ରୋଞ୍ଜରେ ହେବେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ସେମିଫାଇନାଲରେ ଲଭଲୀନାଙ୍କ ପରାଜୟ ହୋଇଛି । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ ମୁକାବିଲାରେ ହାରିଛନ୍ତି ଲଭଲୀନା । ତୁର୍କି…

ଲଭଲୀନାଙ୍କ ମ୍ୟାଚ୍ ପାଇଁ ସ୍ଥଗିତ ହେବ ବିଧାନସଭା

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବକ୍ସର ଲଭଲୀନାଙ୍କର ଦମ ଦେଖିବାକୁ ମିଳିବ । ତେବେ ଖାସ୍ କଥା ହେଉଛି ଲଭଲୀନାଙ୍କ ଖେଳ ଦେଖିବା ପାଇଁ ୩୦ ମିନିଟ ସ୍ଥଗିତ ରହିବ ଆସାମ ବିଧାନସଭା । କେବଳ ଆସାମ ନୁହେଁ…

ରେସଲିଂ କ୍ୱାର୍ଟରରେ ରବି ଡାହିଆ, ଅଲିମ୍ପିକରେ ପୁଣି ଚମକିଲା ଭାରତ

ନୂଆଦିଲ୍ଲୀ: ଜାଭେଲିନ୍ ଥ୍ରୋରେ ନିରଜ ଚୋପା ଫାଇନାଲରେ ପହଞ୍ଚିବା ପରେ ଭାରତକୁ ପୁଣି ଏକ ସଫଳତା ମିଳିଛି । ରେସଲର ରବି କୁମାର ଡାହିଆ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ରବି ୫୭ କେଜି ବର୍ଗରେ କଲମ୍ବିଆ…

ଟୋକିଓ ଅଲିମ୍ପିକ୍: ଫାଇନାଲରେ ନିରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ତ୍ରୟୋଦଶ ଦିବସରେ ଭାରତକୁ ଶୁଭ ଖବର ଆସିଛି । ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଛନ୍ତି । ଏଥିସହ ଗ୍ରୁପ ‘ଏ’ରେ ନିରଜ ପ୍ରଥମ ସ୍ଥାନରେ ରହିଛନ୍ତି…

ଇତିହାସରେ ପ୍ରଥମ; ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କଲେ କିନ୍ନର

ନୂଆଦିଲ୍ଲୀ: ସମାଜରେ ଲିଙ୍ଗଗତ ଭେଦଭାବକୁ ଦୂର କରାଯିବାକୁ ପ୍ରୟାସ ଜାରି ରହିଥିବା ବେଳେ ଅଲିମ୍ପିକ୍ସ ଏଥିରୁ କେମିତି ପଛରେ ପଡିବ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିବାରେ ସକ୍ଷମ…

ଗାଁକୁ ନଥିଲା ରାସ୍ତା; ଲଭଲିନାଙ୍କ ଅଲିମ୍ପିକ ପଦକ ପାଇଁ ହେଲା ପକ୍କା ସଡ଼କ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ନିଶ୍ଚିତ କରିବା ପରେ ବକ୍ସର ଲଭଲିନା ବୋର୍ଗୋହେନ୍ଙ୍କ ଗାଁକୁ ପକ୍କା ସଡ଼କ ନିର୍ମାଣ କରାଯାଇଛି । ସମଗ୍ର ବିଶ୍ୱ ସମ୍ମୁଖରେ ଭାରତୀୟ ତ୍ରିରଙ୍ଗାକୁ ଉଚ୍ଚା କରିଥିବା ଏହି ୨୩…