CHARIDHAM
Browsing Category

ରାଜନୀତି

ଏଥର ବାରବାଟୀ- କଟକରେ ବାଜି କାହାର?; ନିଜ ନିଜ ଷ୍ଟାଇଲରେ ପ୍ରଚାର ଚଳାଇଛନ୍ତି ତିନି ପ୍ରମୁଖ ଦଳ

କଟକ: (ଓଡ଼ିଶା ଭାସ୍କର) କାହାର ହେବ ବାରବାଟୀ- କଟକ । ବାରବାଟୀ-କଟକ ଆସନରେ ନିର୍ବାଚନୀ ପ୍ରଚାର ଜୋରଜୋର ଓ ତୀବ୍ର ହେବାରେ ଲାଗିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ଷ୍ଟାଇଲରେ ପ୍ରଚାର ଚଳାଇଛନ୍ତି ।…

୨୦୨୪ ଲଢ଼େଇ: ଏଥର ଢେଙ୍କାନାଳ ଲୋକସଭା ସିଟ୍ କିଏ ହାତେଇବ, ୨୦ ବର୍ଷ ହେଲା ଏହି ଆସନରେ ବିଜେଡି ରହିଛି ଅପରାଜେୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇସାରିଥିବା ବେଳେ…

ବିଜେପି ସରକାର ଆସିଲେ ସ୍କୁଲରେ ମିଳିବ ମିଡ୍ ଡେ ମିଲ୍ ସହ ଜଳଖିଆ: ସାମ୍ବାଦିକ ସମ୍ମିଳନୀରେ କହିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ରାଜ୍ୟରେ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏନେଇ ତ୍ରିମୁଖୀ ଲଢ଼େଇକୁ ନେଇ ପ୍ରତିଦ୍ୱନ୍ଦ୍ୱିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ଦଳୀୟ ପ୍ରମୁଖମାନେ ମଧ୍ୟ…

ନାମାଙ୍କନ ଦାଖଲ କଲେ ଅରିନ୍ଦମ ରାୟ, ନାମାଙ୍କନ ଦାଖଲ ପୂର୍ବରୁ କଟକର ଚଣ୍ଡୀମନ୍ଦିର ଯାଇ ନେଇଥିଲେ ମା’ଙ୍କ ଆଶୀର୍ବାଦ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଓଲିଉଡ଼ ଅଭିନେତା ତଥା ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗୁରୁବାର ଏକ ବିରାଟ ଶୋଭାଯାତ୍ରା କରି କଟକ ଉପଜିଲ୍ଲାପାଳଙ୍କ…

ଭଣଜା ଆକାଶ ଆନନ୍ଦଙ୍କୁ କାହିଁକି ଦଳରୁ ହଟାଇଲେ ମାୟାବତୀ ? ଏହା ପଛରେ ରହିଛି ୩ଟି ବଡ଼ କାରଣ

ଲକ୍ଷ୍ନୌ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ BSP ପ୍ରମୁଖ ମାୟାବତୀଙ୍କ ନିଷ୍ପତ୍ତି ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି କରିଛି । ମଙ୍ଗଳବାର BSP ପ୍ରମୁଖ ମାୟାବତୀ ତାଙ୍କ ଭଣଜା ଆକାଶ ଆନନ୍ଦଙ୍କୁ ଦଳରୁ ହଟାଇଥିଲେ…

‘ଆପଣ ବହୁଜନ ସମାଜ ପାଇଁ ଜଣେ ଆଦର୍ଶ…’, ସମସ୍ତ ପଦରୁ ହଟାଯିବା ପରେ ପ୍ରତିକ୍ରିୟାରେ ଏପରି କିଛି କହିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ବିରୋଧୀଙ୍କ ସମସ୍ତ ଚାଲ ଉପରେ ନଜର ରଖି ରଣନୀତି ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ଭୋଟରଙ୍କୁ ଆକୃଷ୍ଟ କରିବା…

Breaking: ଆଜି ଓଡ଼ିଶା ଗସ୍ତରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ୱର: ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲୁରହିଥିବା ବେଳେ ରାଜ୍ୟକୁ କେନ୍ଦ୍ର ମନ୍ତ୍ରୀମାନଙ୍କର ଆଗମନ ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ଖୁବ ଜୋରରେ ଚାଲିଥିବା ବେଳେ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର…

ମୋଦୀଙ୍କ ଅମ୍ବାନୀ-ଆଦାନୀ ମନ୍ତବ୍ୟର ଜବାବ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନର ଜବାବ ରଖିଛନ୍ତି, ଯେଉଁଥିରେ ସେ ଆଦାନୀ-ଅମ୍ବାନୀଙ୍କ ନାମ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି ସୋସିଆଲ ମିଡିଆ ସାଇଟ୍ ଏକ୍ସରେ…

ଇସ୍ତଫା ଦେଲେ ସାମ୍ ପିତ୍ରୋଦା: ବିବାଦ ପରେ ଛାଡ଼ିଲେ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ(ଆଇଓସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସାମ୍ ପିତ୍ରୋଦା ।କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

(Video) କାହିଁକି ନିର୍ବାଚନୀ ଟିକେଟ ପାଇଲେନି ଅନୁଭବ? ପାରିବାରିକ ବିବାଦ ନଷ୍ଟ କରୁଛି ରାଜନୈତିକ କ୍ୟାରିୟର!

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରେ କମ୍ପୁଛି ପ୍ରଚାର ମଇଦାନ । ବିଭିନ୍ନ ଦଳର ବଡ଼ ବଡ଼ ନେତା ଓଡ଼ିଶାର ଅନେକ ସ୍ଥାନରେ ଦଳ ପାଇଁ ପ୍ରଚାର କରିବାରେ ମାତିଛନ୍ତି । କିନ୍ତୁ ଏହାଭିତରେ ଭାଙ୍ଗି ପଡ଼ିଛନ୍ତି କେନ୍ଦ୍ରପଡ଼ା ସାଂସଦ…