Browsing Category
ରାଜନୀତି
ଧାମନଗର ଉପନିର୍ବାଚନ:ତିନି ଦଳ ପ୍ରକାଶ କରିଲେ ଷ୍ଟାର ପ୍ରଚାରକ ତାଲିକା , ଲିଷ୍ଟରୁ କାଟିଲା ମହମ୍ମଦ ମୋକିମଙ୍କ ନାମ
ଭଦ୍ରକ:ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି ।କିପରି ଏହି ଉପ ନିର୍ବାଚନକୁ ଦଳ ହାତେଇବେ ସେ ଲାଗି କସରତ ମଧ୍ୟ ଆରମ୍ଭ କରି ଦେଇଛି । ଧାମନଗର ପାଇଁ ବିଜେଡି, ବିଜେପି ଆଉ କଂଗ୍ରେସ…
ଧାମନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJP
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଧାମନଗର ଉପନିର୍ବାଚନ । ଏହାକୁ ନେଇ ରାଜ୍ୟର ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଗୋଟିଚାଳନା ଆରମ୍ଭ ହୋଇଯାଇଛି । କଳେବଳେ କୌଶଳେ ଧାମନଗର ହାତେଇବାକୁ ତିନି ଦଳ…
ଧାମନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJD
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା…
କିପରି ପୂରଣ କରିବେ ପ୍ରତିଶ୍ରୁତି? ନିର୍ବାଚନ ଇସ୍ତାହରରେ କହିବେ ରାଜନୈତିକ ଦଳ: ନିର୍ବାଚନ ଆୟୋଗର କଡା ନିୟମ
ନୂଆଦିଲ୍ଲୀ: ଶୁକ୍ରବାର ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ କଡ଼ା ନିୟମ ନିର୍ଦ୍ଧାରଣ କରିଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ପ୍ରକାଶ କରୁଥିବା ଇସ୍ତାହାରରେ…
ବାଜିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବିଗୁଲ, ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି ନିର୍ବାଚନ ଆୟୋଗ। ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ଏହା ପୁର୍ବରୁ ୧୨ ନଭେମ୍ବରରେ…
ମୋମିନପୁର ହିଂସା:ମମତାଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସୁଭେନ୍ଦୁ କହିଲେ ଭୋଟବ୍ୟାଙ୍କ ପାଇଁ ବିବାଦ କରୁଛନ୍ତି …
ମମତା ହିନ୍ଦୁ ସମାଜକୁ କୋଲକାତାରୁ ହଟେଇବାକୁ ପ୍ରାୟସ କରୁଛନ୍ତି । ଏପରି କିଛି ଅଭିଯୋଗ ଲଗାଇଛନ୍ତି ବିପକ୍ଷ ଦଳର ନେତା ସୁଭେନ୍ଦୁ ଅଧିକାରୀ । ମୋମିନପୁର ହିଂସାକୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି । ମୁଖ୍ୟମନ୍ତ୍ରୀ…
କଂଗ୍ରେସ ସଭାପତି ନିର୍ବାଚନ:ଭୋଟ ଭିକ୍ଷା ପାଇଁ ଆସିଲେ ଖଡ଼ଗେ
ଭୁବନେଶ୍ୱର:ଆଗକୁ ଆସୁଛି କଂଗ୍ରେସ ସଭାପତି ନିର୍ବାଚନ ।ଯାହା ପାଇଁ ରେସରେ ଦୁଇଜଣ ପ୍ରାର୍ଥୀ ଅଛନ୍ତି ।ଶଶି ଥରୁର ଏବଂ ମଲିକାର୍ଜୁନ ଖଡଗେ ଏହି ରେସରେ ସାମିଲ ଅଛନ୍ତି ।ତେବେ ଆଜି ଭୋଟ ଭିକ୍ଷା ପାଇଁ ଓଡିଶା ଆସିଛନ୍ତି…
ଘୋଷଣା ହୋଇପାରେ ଗୁଜରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନ ତାରିଖ, ଅପରାହ୍ନ ୩ଟାରେ ଇସିଙ୍କ କନଫରେନ୍ସ
ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏ ନେଇ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଆଜି ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ସାମ୍ବାଦିକ…
ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ, ଏଥର ହେବ ହେବି ଟକ୍କର
ଭଦ୍ରକ:ନାମାଙ୍କନ ଭରିଲେରାଜେନ୍ଦ୍ର ଦାସ । ରାଜୁ ଦାସ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ଭରିଲେ ନାମାଙ୍କନ । ଆଉ ସେ କହିଛନ୍ତି ଯେ କୌଣସି ମତେ ସେ ତାଙ୍କ…
ଧାମନଗରବାସୀଙ୍କ ସ୍ୱାର୍ଥ ପାଇଁ ମୁଁ ନିର୍ବାଚନ ଲଢ଼ିବି, ମୁଁ ସ୍ୱାଧୀନରୁ ଲଢ଼ିବି
ଭୁବନେଶ୍ୱର:ନିର୍ବାଚନ ଆସିଲା ମାନେ ଲୋକ ମାନଙ୍କ ମନରେ ଉତ୍କଣ୍ଠା ଉତ୍ସାହ ଭରି ଯାଏ । ଏହାକୁ ନେଇ ରଣନୀତି ପ୍ରସ୍ତୁତ ହୁଏ । ଆଉ ନିଜ ଦଳ କିପରି ଜୟଯୁକ୍ତ ହେବ ଏହାକୁ ନେଇ ଅଙ୍କ କଷା ମଧ୍ୟ ଆରମ୍ଭ ହୁଏ । ଓଡିଶାରେ…